ପ୍ରଥମ ଅପଡେଟ : ଯାଜପୁରରେ  ୫ କରୋନା ପଜିଟିଭ 

ଭୁବନେଶ୍ୱର(ଶାସକ ପ୍ରଶାସକ)  :  ପୁଣି ୫ ଜଣ  କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି  କରୋନାର ହଟ ବେଡ଼ ସାଜିଥିବା ଯାଜପୁରରୁ | ସେମାନଙ୍କ ମଧ୍ୟରେ ୩ ପୁରୁଷ( ବୟସ ଯଥାକ୍ରମେ ୨୮ ବର୍ଷ ୫୬ ବର୍ଷ ଓ ୬୩ ବର୍ଷ )  ଓ ଦୁଇ ମହିଳା(ବୟସ ଯଥାକ୍ରମେ ୨୪  ବର୍ଷ ଓ ୬୦ ବର୍ଷ)  ଅଛନ୍ତି | ମହିଳା ଦୁଇଜଣ…

 ସାକେରୀ ରାହାସ ବିଦ୍ୟାପୀଠ ସଂଗରୋଧ ଗୃହରେ ୪୬ସୁରଟ ଫେରନ୍ତା

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : ପ୍ରମୁଖ କରୋନା ପ୍ରଭାବିତ ରାଜ୍ୟ ଗୁଜୁରାଟର  ସୁରଟରେ ଲକଡାଉନ କାରଣରୁ ନୟାଗଡ଼ ଏବଂ ଗଞ୍ଜାମ ଜିଲ୍ଲାର ଫସିରହିଥିବା ୪୬ଜଣ ଓଡ଼ିଆ  ଏକ ବସଯୋଗେ ଓଡ଼ଗାଁ ଅଂଚଳରେ ପହଁଚିଥିଲେ । ସ୍ଥାନୀୟ ପ୍ରଶାସନ ପରାମର୍ଶ କ୍ରମେ ଓଡ଼ଗାଁ ଆଦର୍ଶଥାନା ସାକେରୀ ପଂଚାୟତ ଅନ୍ତର୍ଗତ…

ରମ୍ପେଲା ଇବ ସେତୁ କରୋନା ଭୂତାଣୁର ଆବାହକ ହେବ ନାହିଁ ତ ??

 ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ : ଛତିଶଗଡ, ରାୟଗଡ ସହ ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର, ବେଲପାହାଡ, ଥର୍ମାଲ, ବନ୍ଧରପାଲି ଅଞ୍ଚଳରୁ ସମ୍ବଲପୁର ଜିଲ୍ଲାକୁ ସଂଯୋଗ କରୁଥିବା ରମ୍ପେଲା ଇବ ସେତୁ କରୋନା ଭୂତାଣୁର ଆବାହକ ହେବ ନାହିଁ ତ ? ଏ ନେଇ ବତ୍ତର୍ମାନ ବୁଦ୍ଧିଜୀବି ମହଲରେ ଅନେକ ପ୍ରଶ୍ନ…

ହୀରାକୁଦରେ ରକ୍ତଦାନ,୩୦ୟୁନିଟ ସଂଗୃହିତ

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ:   ହୀରାକୁଦର ମହମ୍ମଦପୁର ହାଇସ୍କୁଲ ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା |  ବିଜୁ ଜନତା ଦଳ ସମ୍ବଲପୁର  ବିଧାନସଭା କ୍ଷେତ୍ର ଜୀବନବିନ୍ଦୁ ସହ ହୀରାକୁଦ ଶକ୍ତି କ୍ଲୁବ ଓ ପ୍ରଫୁଲ୍ଲ ରାଉତରାୟ ଟ୍ରଷ୍ଟ ମିଳିତ ଆନୁକୂଲ୍ୟରେ ଆୟୋଜିତ…

ପୂର୍ବତନ ବିଧାୟକ ବାଂଟିଲେ ମାସ୍କ ଓ ଶୁଖିଲା ଖାଦ୍ୟ

ମେଲଛାମୁଣ୍ଡା (ମନୋଜ ଭୋଇ )-ବରଗଡ ଜିଲ୍ଳା ମେଲଛାମୁଣ୍ଡା ଅଧିନସ୍ଥ ବେଲମୁଣ୍ଡା, ପଣ୍ଡରିପାଣି ଆଦି ଗାଁ ମାନଙ୍କରେ ଗୁରୁବାର ଦିନ ପୂର୍ବତନ ବିଧାୟକ ପ୍ରଦୀପ ପୂରୋହିତ ପହଂଚି ଘରକୁ ଘର ବୁଲି ଲୋକଙ୍କୁ ମାସ୍କ ବାଂଟିବା ସହ କରୋନା ଭୁତାଣୁ ସଂପର୍କରେ ସଚେତନତା କରିଥିଲେ । ଗାଁ ମାନଙ୍କରେ ଥିବା…

କରୋନା ସମୟରେ ରକ୍ତଦାନ ପାଇଁ ଆଗେଇ ଆସିଲା  ବୋୖଦ୍ଧ ଜିଲ୍ଲା ସାମ୍ବାଦିକ ସଂଘ 

ସାମ୍ବାଦିକ ଓ ସାମ୍ବାଦିକ ପରିବାର ଠାରୁ 40 ୟୁନିଟ ରକ୍ତ ସଂଗ୍ରହ ବୋୖଦ୍ଧ(ଦୋଳଗୋବିନ୍ଦ ନାଏକ) : ସାମ୍ବାଦିକମାନେ କଲେ ରକ୍ତ ଦାନ । ଲକ୍ ଡାଉନ ସମୟରେ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରକ୍ତ ଭଣ୍ଡାରରେ ଦେଖାଦେଇଥିବା ରକ୍ତର ଅଭାବକୁ ପୂରଣ କରିବା ପାଇଁ ଅଂଟା ଭିଡିଛି ବୌଦ୍ଧ ଜିଲ୍ଲା…

ଫୁଲକିମୁଁଣ୍ଡlରେ ସଚେତନତା କାର୍ଯ୍ୟକ୍ରମ l

ଖପ୍ରାଖୋଲ :- ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ବିଗତ କିଛି ଦିନ ଧରି ଚାଲିଥିବା ସେବା କାର୍ଯ୍ୟ ରେ ଆଜି ଫୁଲକିମୁଁଣ୍ଡl ଠାରେ ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ସୁଭାଷ ମେହେର୍ ଙ୍କ ନେତୃତ୍ୱ ରେ ମୁରଲୀଧର ମେହେର୍ ଙ୍କ ଟିମ୍ ଗ୍ରାମର ଶତାଧିକ ଗ୍ରାମବାସୀ ଙ୍କୁ ମାସ୍କ ସାବୁନ୍ ବ୍ୟବହାର ଉପରେ…

ଅସହ୍ୟ ତାତି ରେ କରୋନା ଲଢେଇ

ଝାରବନ୍ଧ-( ମନୋହର ଦାଶ ) କରୋନା ଲଢେଇରେ ତାଲା ବନ୍ଦ ର ଦୀର୍ଘ ଏକ ମାସ ରୁ ଉର୍ଦ୍ଧ୍ବ ହେଲାଣି ।ଗ୍ରୀଷ୍ମ ର ପ୍ରଭାବ ବଢିବା ରେ ଲାଗିଛି । ହେଲେ ପ୍ରବଳ ଗ୍ରୀଷ୍ମପ୍ରବାହ ଜଗଦଲପୁର ପୋଲିସ ର ମନୋବଳ କୁ ମାଲୀନ ପଡ଼ିବାକୁ ଦେଇନାହିଁ ।ଆଜି ବି ମଧ୍ୟାହ୍ନର ପ୍ରଚଣ୍ଡ ରୌଦ୍ର ତାପରେ ବିଚ ରାଜ…

ରେଢାଖୋଲ ବାସୀଙ୍କୁ ଚିତ୍ରକଳା ମାଧ୍ୟମରେ କରୋନା ସଚେତନତା  

http://www.youtube.com/watch?v=799XYyKIH1k ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର ଜିଲ୍ଲା ରେଢାଖୋଲ ସ୍ଥିତ ଭୀମ ଭୋଇ ଛକରେ ସ୍ଥାନୀୟ ଏନ୍‌ଏସି ପକ୍ଷରୁ କରୋନା ସମ୍ପର୍କରେ ଚିତ୍ରକଳା ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଇଛି। ଭୀମଭୋଇ ଆର୍ଟ ସୋସାଇଟିର…