ମାନ ଅଭିମାନ, କିଏ ଡାକିଲା କିଏ ନଡାକିଲା ଏହାର ଉଦ୍ଧ୍ୱର୍କୁ ଯାଇ ସାମାଜର ସେବା କରନ୍ତୁ ସିଭିଲ ସୋସାଇଟି : ଧର୍ମେନ୍ଦ୍ର…

ଓଡିଶା ସିଭିଲ୍ ସୋସାଇଟି ନେତୃତ୍ୱଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ଭିଡିଓ କନଫରେନ୍ସିଂ  ଓଡିଶାରେ କରୋନା ଆହ୍ୱାନକୁ ସମ୍ଭାବନାର ରୂପ ଦେବା  ପ୍ରବାସୀ ଓଡିଆଙ୍କ ପାଇଁ ରାଜ୍ୟ ଭିତରେ ସ୍ଥାୟୀ କର୍ମ ନିଯୁକ୍ତି ଓଡିଶାର ଅର୍ଥନୀତିକୁ ସୁଦୃଢ କରିବ ନୂଆଦିଲ୍ଲୀ/ଭୁବନେଶ୍ୱର (ଶାସକ ପ୍ରଶାସକ) –…

“କ୍ୱାରାଂଟାଇନ କେନ୍ଦ୍ରରେ ଭିତିଭୂମି, ଶୈାଚାଳୟ, ପାନୀୟ ଜଳର ସଠିକ୍ ବ୍ୟବସ୍ଥା କରାଯାଉ”

ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀ ଦଳ ନେତା ଲେଖିଲେ ଚିଠି   ଆନ୍ତଃ ଜିଲ୍ଲା ଶ୍ରମିକମାନଙ୍କର ହେଉନି ପଞ୍ଜିକରଣ, କ୍ୱାରାଂଟାଇନ କେନ୍ଦ୍ରରେ ଭିତିଭୂମି ଯଥେଷ୍ଟ ନୁହେଁ   ପ୍ରବାସୀ ଶ୍ରମିକ ମାନୁନାହାନ୍ତି ଗାଇଡ଼ଲାଇନ, କ୍ୱାରାଂଟାଇନ କେନ୍ଦ୍ରରେ ଆସି ଶୋଉଛନ୍ତି ନିଜ ଘରେ   ରାଜ୍ୟ ଭିତରେ ଥିବା…

ଅସହାୟ ଲୋକଙ୍କୁ ସହାୟତାର ହାତ ବଢ଼ାଇଲେ ଟିିମ୍ ପାର୍ଥ ମୁଦୁଲିି ଓ ଓଡିଶା ବିିପିୟୁଟିି ଡିିପ୍ଲୋମା ଛାତ୍ର ସଂଘ 

ଭୁବନେଶ୍ୱର(ଶାସକ ପ୍ରଶାସକ) : ସମଗ୍ର ବିଶ୍ୱ ଏବେ କରୋନା ଭୁତାଣୁ ସହ ଯୁଝୁଥିବା ବେଳେ ସାରାଦେଶରେ ଘୋଷିତ ଲକ ଡାଉନ ଲୋକଙ୍କ ଦୁର୍ଦ୍ଦଶା ବଢ଼ାଇ ଦେଇଛି | ଓଡିଶା ସରକାରଙ୍କ ପକ୍ଷରୁ ଲକ ଡାଉନ ଜନିତ ଅସୁବିଧାକୁ ସାମ୍ନା କରିବା ପାଇଁ ବିଭିନ୍ନ ପଦକ୍ଷେପ ହାତକୁ ନେଇଥିବା ବେଳେ ଲୋକଙ୍କ ସହାୟତା…

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ,ପଦ୍ମପୁରର ପୂରାତନ  ଛାତ୍ର ପରିଷଦ ତରଫରୁ ୧୩ୟୁନିଟ ରକ୍ତ ସଂଗ୍ରହ।

ପଦ୍ମପୁର ( ଶାସକ ପ୍ରଶାସକ): ଦେଶ କରୁଛି କରୋନା ମହାମାରୀ ମୁକାବିଲା।ଏହି ମହାମାରୀ ଯୁଦ୍ଧରେ ସାମିଲ ହୋଇ ଯୋଦ୍ଧା ସ୍ବରୂପ କିଏ ଭୋକିଲା ମୁହଁରେ ଦାନା ଦଉଛି ତ କିଏ ସଂକ୍ରମଣ ରୋକିବା ପାଇଁ ନିରିହ ଲୋକମାନଙ୍କୁ ସାବୁନ,ମାସ୍କ ବଣ୍ଟନ କରୁଛି ଆଉକିଏ ସରକାରଙ୍କୁ ଅର୍ଥ ଦାନକରି ଏ ଭୟାବହ…

ବରଗଡ଼ ଜିଲ୍ଲା ତୈଳିକ ବୈଶାଖ ସମାଜ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା 

 ପଦ୍ମପୁର  - କରୋନା ମୁକାବିଲା ପାଇଁ ବରଗଡ଼ ଜିଲ୍ଲା ତୈଳିକ ବୈଶାଖ ସମାଜ ତରଫରୁ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିକୁ  ୨୧ ହଜାର ଟଙ୍କାର ବ୍ଯାଙ୍କ ଡ୍ରାଫ୍ଟ ପଦ୍ମପୁର ଉପଖଣ୍ତ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ପାଣିଗ୍ରାହୀଙ୍କ ଉପସ୍ଥିତିରେ ପଦ୍ମପୁର ବିଧାୟକ ବିଜୟ ରଞ୍ଜନ…

ପଦ୍ମପୁର ପୋଲିସ ପକ୍ଷରୁ ଇଛାପାଲି ଗ୍ରାମରେ କରୋନା ବିଷୟରେ ସଚେତନତା ଓ ମାସ୍କ ବଣ୍ଟନ

ପଦ୍ମପୁର- ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଙ୍ଖା ଦିନକୁ ଦିନ ବଢିବାରେ ଲାଗିଛି । ସଚେତନତା ହିଁ କରୋନକୁ ଦମନର ଏକମାତ୍ର ଉପାୟ । ଲୋକମାନେ ସାମାଜିକ ଦୂରତ୍ବ ରଖନ୍ତୁ ଏହା ସହ ମାକ୍ସ ପିନ୍ଧନ୍ତୁ ଓ ହାତକୁ ବାରମ୍ବାର ଧୁଅନ୍ତୁ ବୋଲି ସରକାର ବିଭିନ୍ନ ମାଧ୍ୟମରେ ଲୋକଙ୍କୁ ସଚେତନ…

ଗଣମାଧ୍ୟମ ପାଇଁ ଲକ୍ଷ୍ମଣ ରେଖା : ଯିବେନି ଷ୍ଟେସନ ଚେକ ପଏଣ୍ଟ ବା ସଙ୍ଗରୋଧ କେନ୍ଦ୍ର

ଭୁବନେଶ୍ୱର( ଶାସକ ପ୍ରଶାସକ )  ରାଜ୍ୟ ବାହାରୁ ଆସିଛନ୍ତି ଓ ଆସୁଛନ୍ତି ପ୍ରବାସୀ ଓଡ଼ିଆ | ସେମାନେ ରହିବେ ସଙ୍ଗରୋଧ କେନ୍ଦ୍ରରେ | ସେମାନେ ଆସି ରେଳ ଷ୍ଟେସନରୁ  ବା ଚେକ ପଏଣ୍ଟରୁ  ସଙ୍ଗରୋଧ କେନ୍ଦ୍ରକୁ ଯିବେ | ହେଲେ ଗଣମାଧ୍ୟମ ପାଇଁ ସରକାର ପାଇଁ ଟାଣିଛନ୍ତି ଲକ୍ଷ୍ମଣରେଖା | ନିରାପତ୍ତା…

କରୋନା ମୁକାବିଲା :  ଅଂଟା ଭିଡି ଲାଗି ପଡିଛି ଜିଲ୍ଲା ପ୍ରଶାସନ 

ବଲାଙ୍ଗୀର/ ନିରୋଜ ମିଶ୍ର : ବଲାଙ୍ଗୀର ଜିଲା ଗୁଡଭେଲା ବ୍ଳକ ରୁଷୁଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଲିଖିରିଆ ଗାଁର ଦୁଇଜଣ ଯୁବକଙ୍କ ସ୍ବାବ ଟେଷ୍ଟ ଶୁକ୍ରବାର ପଜିଟିଭ୍‌ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ତ୍ୱରିତ ପଦକ୍ଷେପ ହାତକୁ ନିଆଯାଇଛି। ଜିଲାପାଳ ଅରିନ୍ଦମ ଡାକୁଆଙ୍କ ନିର୍ଦ୍ଦେଶକ୍ରମେ…

 ଅନ୍ୟ ରାଜ୍ୟର ଲୋକଙ୍କ ବ୍ୟବହାର କଥା କହିବା କଣ, ନିଜ ରାଜ୍ୟରେ ନିଜ ଲୋକଙ୍କୁ ଯଦି ଏମିତି ଆଚରଣ 

http://www.youtube.com/watch?v=Ho-6YhrRRFc ଦିବସଙ୍କ ଲଗାତାର ପ୍ରଚେଷ୍ଟା ପରେ ପୁରୀରେ ଅସୁରକ୍ଷିତ ଦାଦନ ଶ୍ରମିକଙ୍କ ଥଇଥାନ ହେଲା ଠିକଣା ସମୟରେ ସହାୟତାର ହାତ ବଢ଼ାଇଲେ ଆଇପିଏସ ଅମିତାଭ ଠାକୁର ବରଗଡ଼ / ଶାସକ ପ୍ରଶାସକ : ବରଗଡ଼ ଜିଲ୍ଲାର 35 ଜଣ ଦାଦନ ଶ୍ରମିକ ପୁରୀ ଜିଲା…

ନେତାଜୀ ଫାଉଣ୍ଡେସନ ସ୍ବେଚ୍ଛାସେବୀ ସଂଗଠନ ତରଫରୁ ମାସ୍କ ବଣ୍ଟନ

 ହାଟଡିହି (ମକରଧ୍ବଜ ଜେନା): ମହାମାରୀ କରୋନା ଭୁତାଣୁକୁ ନେଇ ଦେଶ ସହ ରାଜ୍ୟବାସୀ ଲକଡ଼ାଉନ ଓ ତାଲାବନ୍ଦୀରେ ରହିଥିବାବେଳେ ସହର ଠାରୁ ଗ୍ରାମାଞ୍ଚଳ ମାନଙ୍କର ଲୋକଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି  । ଏଥିଲାଗି ପଞ୍ଚାୟତବାସୀଙ୍କୁ ସଚେତନ କରାଇବା ପାଇଁ କେନ୍ଦୁଝର ଜିଲ୍ଲା…