“ବିନା କୋବିଦ ଟେଷ୍ଟିଙ୍ଗରେ ଓଡିଶା ପ୍ରବେଶ ମନା”  ପ୍ରସଙ୍ଗ : ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ରହିତାଦେଶ…

ନୂଆଦିଲ୍ଲୀ : ବିନା କୋବିଦ ପରୀକ୍ଷାରେ ଓଡ଼ିଶାରେ ପ୍ରବେଶ ଅନୁମତି ଦିଆନଯାଉ ବୋଲି ଓଡିଶା ହାଇକୋର୍ଟ ଗତକାଲି ଦେଇଥିବା ଆଦେଶ ଉପରେ ସ୍ଥଗିତାଦେଶ ଦେଇଛନ୍ତି ସୁପ୍ରିମ କୋର୍ଟ | ଏକ ଅର୍ଜେଂଟ ସ୍ପେସିଆଲ ଲିଭ ପିଟିସନର ଶୁଣାଣି କରି ସୁପ୍ରିମ କୋର୍ଟର ତିନିଜଣିଆ ଖଣ୍ଡପୀଠ  ଓଡିଶା ହାଇକୋର୍ଟଙ୍କ…

ନୂଆପଡ଼ାରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ: କୋଭିଡ଼ ହସ୍ପିଟାଲ ପରିଦର୍ଶନ କଲେ

ନୂଆପଡ଼ା,(ଅମିତ ପୁରୋହିତ) : ଆଜି ଦିନିକିଆ ନୂଆପଡ଼ା ଜିଲ୍ଲା ଗ୍ରସ୍ତରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ଆସିଥିଲେ । ସଦର ବ୍ଲକ ସିଲଦା ସ୍ଥିତ ଅନ୍ୱେଷ ହଷ୍ଟେଲରେ ନିର୍ମିତ କୋଭିଡ଼ ହସ୍ପିଟାଲ ପରିଦର୍ଶନ କରିଥିଲେ । ସେଠାରେ ଜିଲ୍ଲାରେ କୋଭିଡ଼…

ଜିଲ୍ଲାପାଳ କ୍ଷମତା ପ୍ରୟୋଗ କଲେ ସରପଞ୍ଚ, ମାଣିତରା ପଞ୍ଚାୟତରେ ସଟ ଡାଉନ ଘୋଷଣା

ବୁଗୁଡା/ଡ଼ଃ କୁମୁଦ ଚନ୍ଦ୍ର ବେହେରା:  ବୁଗୁଡା ବ୍ଲକର ମାଣିତରା ଗ୍ରାମ ପଞ୍ଚାୟତ ମଇ ୮ ତାରିଖ ଠାରୁ ମଇ ୧୫ ତାରିଖ ପର୍ଯ୍ୟନ୍ତ ୭ ଦିନ ପାଇଁ ସକାଳ ୧୧ ଘଣ୍ଟା ଠାରୁ ସକାଳ ୭ ଘଣ୍ଟା ପର୍ଯ୍ୟନ୍ତ ୨୦ ଘଣ୍ଟିଆ ସଟ ଡାଉନ ଘୋଷଣା କରିଛି। ବୁଗୁଡା ବ୍ଲକରେ ପ୍ରଥମ ପଞ୍ଚାୟତ ଭାବେ ମାଣିତରା ପଞ୍ଚାୟତ…

ପେଟ୍ରୋଲ ଓ ଡିଜେଲ ଉପରେ ମୋଦି ଜିଜିଆ କର ଲଗାଇଛନ୍ତି – ସୁର

ଭୁବନେଶ୍ୱର(ଶାସକ ପ୍ରଶାସକ)  - ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ୨୦ ବର୍ଷ ତଳକୁ ଫେରି ଆସି ୨୦ ଡଲାଇ ହୋଇଥିବା ବେଳେ ଏହାର ସୁବିଧା ଜନସାଧାରଣ ଉପଲବ୍ଧ ନକରି ପାରିବା ଏକ ଦୁଃଖଦାୟକ ଏବଂ ଜନସ୍ୱାର୍ଥ ବିରୋଧି ଘଟଣା ବୋଲି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି । କରୋନାର…

କରୋନା : ଦେଶରେ ୧୩୦ଟି ହଟସ୍ପଟ ଓ ୨୮୪ଟି ଅଣ ହଟସ୍ପଟ ଜିଲା , ୩୧୯ଟି ଜିଲ୍ଲାକୁ ଛୁଇଁନି ଭୁତାଣୁ

ଓଡ଼ିଶା ସମେତ ତିନି ରାଜ୍ୟରେ କୋଭିଡ-19 ମୁକାବିଲା ଓ ପ୍ରସ୍ତୁତି ସମୀକ୍ଷା କଲେ ଡ. ହର୍ଷ ବର୍ଦ୍ଧନ  ଓଡ଼ିଶାର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସମେତ ବାଲେଶ୍ୱର, ଗଞ୍ଜାମ ଏବଂ ଯାଜପୁର ଜିଲ୍ଲାପାଳଙ୍କ ସହ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ   ନୂଆଦିଲ୍ଲୀ (ଏସପିବି)-  7 ମେ, 2020 ସୁଦ୍ଧା ଦେଶରେ ମୋଟ…

ଅସହାୟ ବ୍ୟକ୍ତିଙ୍କୁ ଶୁଖିଲା ଖାଦ୍ୟ ସମଗ୍ରୀ ବଣ୍ଟନ

ବରଗଡ/ଶାସକ ପ୍ରଶାସକ :-ଲକଡାଉନ ଆରମ୍ଭ ହେବା ପରଠାରୁ ବରଗଡ଼ ଜିଲ୍ଲା ଦୀପ୍ତିପୁରର ଜୟ ଯବାନ କ୍ଲବ ଓ ଟାଲର ଜଟାଧାରୀ ଯୁବକ ସଙ୍ଘ ତରଫରୁ ପଦ୍ମପୁର ଉପଖଣ୍ଡର ବିଭିନ୍ନ ଗ୍ରାମରେ ରହିଥିବା ଅସହାୟ ଓ ଅତି ଗରିବ ଶ୍ରେଣୀର ଲୋକ ମାନଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି । ଉଭୟ କ୍ଲବର…

ରାଜ୍ୟ ଆଇଟି ସେଲ ମୁଖ୍ୟଙ୍କ ସହ ଆଲୋଚନା କଲେ ରେଙ୍ଗାଲି ନିର୍ବାଚନମଣ୍ଡଳୀ ଯୁବ ଆଇ.ଟି ସଂଯୋଜକ 

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ: କୋଭିଡ୍ ୧୯ କରୋନା ଭାଇରସ୍ ର ସଫଳ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଦେଇଥିବା ବାର୍ତ୍ତାର ବାସ୍ତବ ପ୍ରତିପାଦନ ଉପରେ ଗୁରୁତ୍ୱ  ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି । ଯେ କୌଣସି ମତେ କରୋନାକୁ ହରାଇବାକୁ ପଡିବ ଏଭଳି ଆଭିମୁଖ୍ୟ ନେଇ ଆଗକୁ ଆଗେଇ ଆସିଛନ୍ତି…

ଆଇଏଏଫ ମିଗ-୨୯ (UPG) ବିମାନ ଦୁର୍ଘଟଣା: କାରଣ ଜାଣିବା ପାଇଁ ତଦନ୍ତ ନିର୍ଦ୍ଦେଶ

ପଞ୍ଜାବ :  ବାୟୁସେନାର ଏକ ଲଢୁଆ ଜେଟ ଦୁର୍ଘଟଣାଗ୍ରସ୍ତ ହୋଇଛି | ଆଜି ସକାଳ ୧୦ଟା ୪୫  ବେଳେ ପଂଜାବର ସହିଦ ଭଗତ ସିଂ    ନଗର ନିକଟସ୍ଥ ଛୁଆରପୁର ଏକ ଫାର୍ମ ନିକଟରେ ଘଟିଛି ଏହି ଅଘଟଣ | ଗ୍ରାମବାସୀ ମାନେ ଏ  ବିଷୟରେ ପୋଲିସକୁ ସୂଚନା ଦେଇଥିବା ଜଣାପଡିଛି | ବିମାନ ଚାଲକ ନିରାପଦରେ ଅବତରଣ…

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ପ୍ରତିବାଦ କଲେ କଳାହାଣ୍ଡି ଗଣମାଧମ ପ୍ରତିନିଧି

ରାଜକନିକା ବିଡିଓଙ୍କୁ ତୁରନ୍ତ ଗିରଫ ଓ ବହିଷ୍କାର ଦାବି କରି ଦେଲେ ସ୍ମାରକପତ୍ର  ଭବାନୀପାଟଣା /ଜୁନାଗଡ- ଆଦିତ୍ୟ ମହାନ୍ତି :  ମଇ ୭ ତାରିଖ ଦିନ ୧୧ ଟା ସମୟରେ କଳାହାଣ୍ଡି ୱେବ୍ ମିଡିଆ ଆସୋସିଏସନ୍ ସହ କିଛି ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ୍ ମିଡିଆ ଗଣମାଧ୍ୟମ ପ୍ରତିନିଧିଙ୍କୁ ନେଇ ଏକ କୋଡିଏ…