Sign in
Sign in
Recover your password.
A password will be e-mailed to you.
ଚିତ୍ର ରେ ସଚେତନତା ର ବାର୍ତା ବାଣ୍ଟୁଛନ୍ତି ଦୁଇ ଯୁବକ
ହାଟଡିହି, /ମକରଧ୍ୱଜ ଜେନା -କରୋନା ରୋଗ କୁ ମୁକାବିଲା ଲାଗି ସମଗ୍ର ବିଶ୍ୱ ଏବେ ଏକଜୁଟ ହୋଇଛି. ସମସ୍ତେ ସାହାଯ୍ୟ ଓ ସହାୟତା ର ହାତ ବଢା଼ଉଛନ୍ତି । ଏହି ପରିପେକ୍ଷୀ ରେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅଞ୍ଚଳ ରେ ଦୁଇ ଜଣ ଯୁବକ ଚିତ୍ର ମାଧ୍ୟମରେ କରୋନା ରୋଗ ର ସଚେତନତା ବାର୍ତା…
ପୋଲିସ ଓ ଖବରଦାତା ସମ୍ବର୍ଦ୍ଧିତ
ହାଟଡିହି,/ ମକରଧ୍ୱଜ ଜେନା - ଓଡ଼ିଶାରେ ବିଭିନ୍ନ ସ୍ଥାନରେ ଅସହାୟ ଓ ଗରିବ ଙ୍କୁ ଦୁଃଖ, ଦୁର୍ଦ୍ଦଶା ସମୟ ରେ ସେବା ଯୋଗେଇ ଦେଇ ଆସୁଥିବା ଜୟ ଦୁର୍ଗା ଫାଉଣ୍ଡେସନ ର ଫାଉଣ୍ଡର ସୁରେଶ୍ୱରୀ ସାଗରୀକା ଜେନା (ପପି ଅପା) ଏବେ କରୋନା ଯୁଦ୍ଧ ରେ ନିଜକୁ ସାମିଲ କରିଛନ୍ତି. ପ୍ରାୟ 50 ରୁ ଉର୍ଦ୍ଧ…
ମୁରିବାହାଲ ଅଂଚଳର ପ୍ରବାସୀ ଶ୍ରମିକଙ୍କୁ ସହାୟତାର ହାତ ବଢ଼ାଇଲେ ପଦ୍ମପୁର ଉପଜିଲ୍ଲାପାଳ
ଅସହାୟ ଶ୍ରମିକଙ୍କ ଖାଦ୍ୟ ବ୍ୟବସ୍ଥା ପରେ ଗାଡି ଠିକ କରି ପଠାଇଲେ ଗନ୍ତବ୍ୟ ସ୍ଥଳକୁ
ବରଗଡ :- ପ୍ରତ୍ୟେକ ଦିନ ରାଜ୍ୟ ବାହାରୁ ରାଜ୍ୟକୁ ଫେରୁଥିବା ଶ୍ରମିକ ମାନଙ୍କର ଖବର ଆସୁଛି । ଗୁରୁବାର ସନ୍ଧ୍ୟା ସମୟରେ ଏହିଭଳି ଏକ ଖବର ପହଞ୍ଚିଥିଲା ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ ଦରୁଆନଙ୍କର…
ସାଧାରଣରେ ଆଶଙ୍କା : ଗଞ୍ଜାମ ସୀମା ସିଲ ନକଲେ ନୟାଗଡ଼ ପ୍ରଭାବିତ ହେବା ଆଶଙ୍କା
ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) :ଏକଦା ଗଞ୍ଜାମ ଜିଲ୍ଲା କରୋନା ସଂକ୍ରମଣ ହୋଇ ନଥିବାରୁ ଏହାକୁ ରାଜ୍ୟ ସରକାର ଗ୍ରୀନଜୋନ ରୁପେ ଘୋଷଣା କରିବାର ଅଳ୍ପ କିଛିଦିନ ମଧ୍ୟରେ ସୁରତ ଫେରନ୍ତାଙ୍କ ଦ୍ୱାରା ଶୀକାର ହୋଇଥିଲା । ପ୍ରଥମେ ଅରେଞ୍ଜ ଓ ପରେ ଗଞ୍ଜାମ ଜିଲ୍ଲାକୁ ରେଡଜୋନ ଘୋଷଣା କରାଗଲା । ବର୍ତମାନ…
ସିହିନୀ ଗାଁରେ ମଦ ଏବଂ ଜୁଆ ଖେଳ , ସ୍ୱର ଉଠାଇଲେ ଯୁବ ବାହିନୀ
ଟିଟିଲାଗଡ (ଗୌରବ ଦର୍ଜି)କୋଭିଡ୍ -19 ର ଭୟାବହତା କୁ ଦେଖି ଦେଶରେ ଲୋକ-ଡାଉନ୍ ଚାଲିଛି | ସାରା ଦେଶରେ ମଦ ଭାଟି ଓ ଦୋକାନ ବନ୍ଦ ରହିଛି | ଏହା ସତ୍ତ୍ଵେ କିଛି ଅମାନୁଷିକ ଲୋକ ମଦ ବିକ୍ରି କରୁଛନ୍ତି। ଲକଆଉଟ୍ ହେତୁ ଅନେକ ସହରରେ ଜୁଆ ଖେଳ ବନ୍ଦ ହୋଇଯାଇଛି | କିନ୍ତୁ ଜୁଆ ଖେଳୁଥିବା ଲୋକ…
ଧର୍ମଶାଳା ଛାତ୍ର ବିଜେଡି ତରଫରୁ ୬ ଦିନରେ ୧୩୦ ୟୁନିଟ ରକ୍ତ ସଂଗ୍ରହ
ଧର୍ମଶାଳା /ଶାସକ ପ୍ରଶାସକ : ମୁଖ୍ୟମନ୍ତ୍ରୀଙ୍କ ରକ୍ତ ଅଭାବରେ ଯେପରି କୌଣସି ବ୍ୟକ୍ତି ହଇରାଣ ନହେବେ ଏହି ଆଦେଶକୁ ପାଳନ କରି ଧର୍ମଶାଳାର ବିଧାୟକ ଶ୍ରୀ ପ୍ରଣବ ବଳବନ୍ତରାୟଙ୍କ ନିର୍ଦେଶ କ୍ରମେ ବିଜୁ ଛାତ୍ର ଜନତା ଦଳ, ଧର୍ମଶାଳା ତରଫରୁ ଅନୁଷ୍ଠିତ ହୋଇଯାଇଛି ରକ୍ତଦାନ କାର୍ଯ୍ୟକ୍ରମ ଜୀବନ…
ଗୋଷାଣୀ ବ୍ଲକ ଉପଲଡା ଗ୍ରାମରେ ଲୋକଙ୍କୁ କରୋନା ସମ୍ପର୍କରେ ସଚେତନ କରାଉଛନ୍ତି ସ୍ବାସ୍ଥ୍ୟ, ଆଶା, ଅଙ୍ଗନବାଡି କର୍ମୀ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମହାମାରି କରୋନା ଭୁତାଣୁ ସଂକ୍ରମଣତାରୁ ଗ୍ରାମାଞ୍ଚଳ ଲୋକେ କିଭଳି ସତର୍କ ଓ ସୁରକ୍ଷିତ ରହିବେ , ଲକ୍ ଡାଉନ୍ ସମୟରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କିଭଳି ପାଳନ କରିବେ , ସେ ସମ୍ପର୍କରେ ଗ୍ରାମରେ ସଚେତନତାର ବାର୍ତ୍ତା…
କରୋନା ସଚେତନତା ସହ ଗରିବ ଅସହାୟ ମାନଙ୍କୁ ମାସ୍କ, ସାବୁନ, ରନ୍ଧଖାଦ୍ୟ ବଣ୍ଟନ କଲେ ସ୍ବେଛାସେବୀ ଅନୁଷ୍ଠାନ…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଆଦିବାସୀ ବହୁଳ କୁଜାସିଂ ପଞ୍ଚାୟତର ସୀତାପୁର ଗ୍ରାମ ଠାରେ ଜିଲ୍ଲାର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ “ଜନକଲ୍ୟାଣ ପ୍ରତିଷ୍ଠାନ” ପକ୍ଷରୁ ଗୁମ୍ମା ବ୍ଲକ ସେରଙ୍ଗ ସ୍ଥିତ ଲାଞ୍ଜିଆ ଶଉରା ଉନ୍ନୟନ ସଂସ୍ଥା…
ଆସ୍କାରୁ ଫେରିଲେ ୩୦ ଶ୍ରମିକ : ସହାୟତାର ହାତ ବଢାଇଲେ ବିଧାୟକ
ପାଟଣାଗଡ/ବିମଳ କୁମାର ବାଗ : ଲକଡାଉନ ଯୋଗୁଁ ଆସ୍କାରେ ଫସି ରହିଥିବା ପାଟଣାଗଡ ଅଞ୍ଚଳର ୩୦ ଶ୍ରମିକ ଆଜି ସକାଳୁ ଏକ ବସରେ ପାଟଣାଗଡ ବ୍ରହ୍ମପୁରା ଠାରେ ପହଞ୍ଚିଥିଲେ। ଶ୍ରମିକମାନେ ଆସ୍କାରେ ଥିବା ଏକ ଇଟା ଭାଟିରେ କାମ କରୁଥିଲେ ବୋଲି ଜଣାପଡିଛି। ବସଟି ଶ୍ରମିକଙ୍କୁ ଓହ୍ଲାଇ ବସଟି ପଦ୍ମପୁର…
ପୁଣି ୧୦ ପଜିଟିଭ : ଗଂଜାମରୁ ୭, ରାଜଧାନୀରୁ ୩
ଭୁବନେଶ୍ୱର( ଶାସକ ପ୍ରଶାସକ ) : ପୁଣି ଚିହ୍ନଟ ହୋଇଛନ୍ତି ୧୦ କରୋନା ପଜିଟିଭ ଦୁଇଟି ଦଫାରେ | ଗୋଟିଏ ଦଫାରେ : ଗଂଜାମରୁ ୭ ଓ ଆଉ ଗୋଟେ ଦଫାରେ ରାଜଧାନୀରୁ ୩ ଜଣ ହୋଇଛନ୍ତି ଚିହ୍ନଟ | ଗଞ୍ଜାମରୁ ଚିହ୍ନଟ ହୋଇଥିବା ରୋଗୀଙ୍କ ବୟସ ୪୩ ବର୍ଷ , ୪୮ ବର୍ଷ, ୨୫ ବର୍ଷ , ୨୯ ବର୍ଷ , ୩୯ ବର୍ଷ ,…