ସତୀଗୁଡା ଜଳଭଣ୍ଡାରରେ ବନ ବିଭାଗ ତରଫରୁ ପ କ୍ଷୀ ଗଣନା, ଅନୁଭୂତି ନେଲେ ଛାତ୍ରୀଛାତ୍ର

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବୀମାଲ ଙ୍କ ରିପୋର୍ଟ: ମାଲକାନଗିରି ତା. ୧୯.୦୧.୨୦୨୬ - ଆଜି ମାଲକାନଗିରି ଜିଲ୍ଲା ବନ ବିଭାଗ ତରଫରୁ ଜିଲ୍ଲାର ୯ଟି ଜଳଭଣ୍ଡାରରେ ୨୪ଟି ଦଳ ଗଠନ କରା ଯାଇ ପ କ୍ଷୀ ଗଣନା କା ର୍ଯ୍ୟକ୍ରମ ଆରମ୍ଭ ହୋଇଛିା ଏହି ଉପଲ କ୍ଷେ ମାଲାକନଗିରି ଜିଲ୍ଲା ସଦର ମହକୁମା…

ଜିହ୍ଵାପାକ ସଚେତନା ଓ ସ୍ଵାସ୍ଥ୍ୟ ଶିବିର

ବ୍ରହ୍ମପୁର: ବ୍ରହ୍ମପୁର ସହର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଜିହ୍ଵାପାକ ସଚେତନା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଆରୋଗ୍ୟ ଭାରତୀର ଅଧ୍ୟକ୍ଷ ଡା.ନକୁଳ ସାହୁ ଉପସ୍ଥିତ ରହି କହିଲେ ବିଶେଷତଃ ଶୀତଋତୁରେ କଫ, ପିତ୍ତ ବୁଦ୍ଧି ହୋଇ ଜୀବାଣୁ ସଂକ୍ରମିତ ହୁଏ,…

ଗାଡ଼ି ସହ ବେଆଇନ୍ ଶାଗୁଆନ କାଠ ଜବତ ।

କାକଟପୁର- ୧୯/୦୧ : କାକଟପୁର ବ୍ଲକ୍ ଅନ୍ତର୍ଗତ କୁଣ୍ଢେଇ ପଞ୍ଚାୟତ ଛୋଟରାୟପୁର ଗ୍ରାମ ନିକଟରେ ଏକ ଶାଗୁଆନ କାଠ ବୋଝେଇ ଗାଡ଼ିକୁ ଜବତ କରିଛି ଜଙ୍ଗଲ ବିଭାଗ। ରବିବାର ସକାଳୁ ଏହି ଶାଗୁଆନ କାଠ ଗଣ୍ଠିଗୁଡ଼ିକ ସ୍ଥାନୀୟ ଅଞ୍ଚଳରେ ଥିବା କୌଣସି ଏକ ମିଲ୍‌କୁ ଚିରା ହେବାପାଇଁ ଯାଉଥିଲା । ଏହି…

କଳିଙ୍ଗନଗରରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ଏବଂ ଜାମସେଦପୁର କ୍ୟାନସର ସୋସାଇଟି ପକ୍ଷରୁ ଭ୍ରାମ୍ୟମାଣ କ୍ୟାନସର ସ୍କ୍ରିନିଂ…

~ ସ୍ଥାନୀୟ ଗ୍ରାମବାସୀଙ୍କ ପାଇଁ କର୍କଟ ରୋଗର ପ୍ରାରମ୍ଭିକ ଚିହ୍ନଟ ଏବଂ ଚିକିତ୍ସା ସୁବିଧାରେ ଉନ୍ନତି ଆଣିବା ପାଇଁ ଏକ ପ୍ରୟାସ ~ମାଷ୍ଟର ଟ୍ରେନର୍‌,ଆଶାକର୍ମୀ ଏବଂ ତୃଣମୂଳ ସ୍ତରର ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କୁ ପ୍ରଶିକ୍ଷିତ କରାଯିବ କଳିଙ୍ଗନଗର, ଜାନୁଆରୀ ୧୯,…

ବେଦାନ୍ତ ଆଲୁମିନିୟମର ପରିବର୍ତ୍ତନଶୀଳ ସାମୁଦାୟିକ ପ୍ରଦର୍ଶନୀ କଳାହାଣ୍ଡି ଉତ୍ସବ 2026 ରେ ଦର୍ଶକଙ୍କୁ ଆକର୍ଷିତ କରିଛି

ଭବାନୀପାଟନା, ଲାଞ୍ଜିଗଡ଼, 19/01/2026: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ କଳାହାଣ୍ଡି ଉତ୍ସବ-ଘୁମୁରା ୨୦୨୬ ର ୨୮ତମ ସଂସ୍କରଣରେ ଅଂଶଗ୍ରହଣ କରି ଏହାର ଲାଞ୍ଜିଗଡ଼ ବିଶୋଧନାଗାରର ପରିଚାଳନା ଏବଂ ଗୋଷ୍ଠୀ ବିକାଶ କାର୍ଯ୍ୟକ୍ରମର ପ୍ରମୁଖ ଦିଗକୁ ପ୍ରଦର୍ଶିତ…

ରାଜ୍ୟରେ ସାବାଡ଼ ହେବେ ଗୋ-ମାଫିଆ

ଆକ୍ସନମୋଡରେ ମୋହନ ସରକାର। ମୟୂରଭଞ୍ଜ ଜିଲ୍ଲା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ: ଦିନକୁ ଦିନ ରାଜ୍ୟରେ ବେଆଇନ ଗୋରୁ ଚାଲାଣ ବୃଦ୍ଧି ପାଉଥିବାରୁ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ ରେ ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ସୂଚନା ଅନୁସାରେ କେନ୍ଦୁଝର ଏସପି ଙ୍କ ତତ୍ତ୍ଵାବଧାନରେ ପୋଲିସର…

କଳାହାଣ୍ଡି ଗସ୍ତରେ ମୁଖ୍ୟମନ୍ତ୍ରୀ: ଜିଲ୍ଲାବାସୀଙ୍କୁ ୮୯୧. ୩୯ କୋଟି ଟଙ୍କା, ୩୬୧୨ ପ୍ରକଳ୍ପ ଉପହାର

ବିକାଶ ଏବଂ ଓଡ଼ିଆ ଅସ୍ମିତା ସରକାରଙ୍କ ସୁଦୃଢ଼ ସ୍ତମ୍ଭ ଖୁବ ଶୀଘ୍ର କଳାହାଣ୍ଡିରେ ହେବ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣି ଉଦଯାପିତ ହେଲା ୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଭବାନୀପାଟଣା:ରୋହିତ କୁମାର ନାଏକ ୧୮/୦୧(ଶାସକ ପ୍ରଶାସକ)ଆଜି ୨୮ତମ କଳାହାଣ୍ଡି ଉତ୍ସବ…

ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର କର୍ମକର୍ତ୍ତା ନିର୍ବାଚିତ।

ମାଲକାନଗିରି ରୁ ସୁରେନ୍ଦ୍ର ବେମାଲ: ମାଲକାନଗିରି ଜିଲ୍ଲା ସଦରମହକୁମାସ୍ଥ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ର କର୍ମକର୍ତ୍ତା ନିର୍ବାଚନ ଶେଷ ହୋଇଛି। ଉକ୍ତ ନିର୍ବାଚନ ରେ ନିର୍ବାଚନ ଅଧିକାରୀ ଭାବେ କେ. ଭେଙ୍କଟରାମନା, ନିରୀକ୍ଷକ ପ୍ରକାଶ ଚନ୍ଦ୍ର ପଟ୍ଟନାୟକ ଓ ଦୀନବନ୍ଧୁ ଜେନା ମଞ୍ଚାସୀନ…

ବ୍ଲକ ସ୍ତରୀୟ ନିରନ୍ତର ବିକାଶ ଲକ୍ଷ୍ୟ-୨୦୩୦ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ।

ମାଲକାନଗିରି ରୁ ସୁରେନ୍ଦ୍ର ବେମାଲ : ଶନିବାର ଦିନ ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଏକ ଦିବସୀୟ ନିରନ୍ତର ବିକାଶ ଲକ୍ଷ୍ୟ-୨୦୩୦ ପ୍ରଶିକ୍ଷଣ କାର୍ଯ୍ୟକ୍ରମ, ପାଞ୍ଚାୟତ ସମିତି ଊନ୍ନୟନ ଅଧିକାରୀ ପ୍ରିତା କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସର୍ବପ୍ରଥମେ ପ୍ରିତା…

ସପ୍ତମ ଶେଣୀ ର ଦିବ୍ୟା ଭାରତୀ ପାଙ୍ଗିଙ୍କୁ ଶ୍ରେଷ୍ଠ କିଶୋରୀ ବୈଜ୍ଞାନିକ ପୁରସ୍କାର ଏବଂ ସ୍ୱତନ୍ତ୍ର ନବସୃଜନ…

ମାଲକାନଗିରି ରୁ ସୁରେନ୍ଦ୍ର ବେମାଲ: ମାଲକାନଗିରିର ଚିତ୍ରକୋଣ୍ଡାସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଆର୍.ଏସ୍.ସି. ୬ ର ସପ୍ତମ ଶେଣୀ ର ଦିବ୍ୟା ଭାରତୀ ପାଙ୍ଗି ନାମକ ଏକ ଛୋଟ ଆଦିବାସୀ ଝିଅ କୋଲକାତାର ଜୋନାଲ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀରେ ଶ୍ରେଷ୍ଠ କିଶୋରୀ ବୈଜ୍ଞାନିକ ପୁରସ୍କାର…