ମ. ରାମପୁର ଗ୍ରାମ ପଞ୍ଚାୟତ କୁ ସଟ୍ ଡାଉନ୍ ଘୋଷଣା କଲେ ସ୍ଥାନୀୟ ସରପଂଚ

0

ମ.ରାମପୁରରୁ ଜଗତ ରାମ ସାହୁ : କୋରୋନା ମହାମାରୀ ନାମକ ଭୁତାଣୁ ଦିନକୁ ଦିନ ତାର କାୟା ବିସ୍ତାର କରିବାରେ ଲାଗିଛି।ଆଉ   ଏଥିରୁ ବାଦ୍ ପଡିନି ଆମ ଦେଶ,ରାଜ୍ୟ  ଏଥିରୁ କଳାହାଣ୍ଡି ଜିଲ୍ଲା ରେ ମଧ୍ୟ ଆକ୍ରାନ୍ତ ଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ଅଞ୍ଚଳ ରେ ମଧ୍ୟ ଜଣେ ପଜିଟିଭ୍ ଚିହ୍ନଟ ହେଇଥିବା ଜଣା ପଡିଛି ତେଣୁ ଜନ ସାଧାରଣ ଙ୍କ ସୁରକ୍ଷା ଦୃଷ୍ଟିରୁ ଏହାକୁ ପ୍ରତିରୋଧ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏଣୁ ଆଜି ୩୦/୭/୨୦୨୦ ସନ୍ଧ୍ୟା ୬:୦୦ ଘଣ୍ଟା ରୁ ୨/୮/୨୦୨୦ ରିଖ ସକାଳ ୬:୦୦ ଘଣ୍ଟା ପର୍ଯ୍ୟନ୍ତ ମ. ରାମପୁର ଗ୍ରାମ ପଞ୍ଚାୟତ କୁ ସଟ୍ ଡାଉନ୍ ଘୋଷଣା କରାଇଛନ୍ତି ସ୍ଥାନୀୟ ସରପଞ୍ଚ ଚିତ୍ତରଞ୍ଜନ ବାଗ।

Leave A Reply

Your email address will not be published.