Sign in
Sign in
Recover your password.
A password will be e-mailed to you.
ପଦମପୁର ଉପଖଣ୍ଡରେ ଡେପୁଟି କଲେକ୍ଟର ନିତୁଶ୍ରୀ ମେହେରଙ୍କ ବଦଳି : ବିଦାୟ ସମ୍ୱର୍ଦ୍ଧନା ଅନୁଷ୍ଠିତ।
ବଙ୍ଗୋମୁଣ୍ଡାରେ ବିଡ଼ିଓ ଭାବେ ଗ୍ରହଣ କରିବେ ଦାୟିତ୍ୱ ।
ପଦ୍ମପୁର(୧୯/୦୧):- ଶିବାଶିଷ ପଟ୍ଟନାୟକ (ଶା.ପ୍ର ):- ପଦମପୁର ଉପଖଣ୍ଡ ରେ କାର୍ଯ୍ୟରତ ଡେପୁଟି କଲେକ୍ଟର କୁମାରୀ ନିତୁଶ୍ରୀ ମେହେର ଆଜି ପଦ୍ମପୁର କାର୍ଯ୍ୟାଳୟରୁ ଔପଚାରିକ ଭାବେ ବିଦାୟ ନେଇଛନ୍ତି। ସେ ବର୍ତ୍ତମାନ ବଲାଙ୍ଗିର…
କେନ୍ଦ୍ରାପଡ଼ା ଉପଜିଲ୍ଲାପାଳଙ୍କ ବଦଳି ଦାବିରେ ସାମ୍ବାଦିକ ସଂଘର ଦାବିପତ୍ର ।
କେନ୍ଦ୍ରାପଡା:୧୯/୦୧(ପ୍ରଫୁଲ୍ଲ କୁମାର ମଲ୍ଲ) କେନ୍ଦ୍ରାପଡ଼ା ଜିଲ୍ଲାର ଉପ ଜିଲ୍ଲାପାଳଙ୍କ ଆଚରଣକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି ରାଜ୍ୟ ସାମ୍ବାଦିକ ସଂଘ, କେନ୍ଦ୍ରାପଡ଼ା ଶାଖା। ଉପଜିଲ୍ଲାପାଳ ଅରୁଣ କୁମାର ନାୟକଙ୍କୁ ତୁରନ୍ତ ବଦଳି କରାଯିବା ସହ ତାଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ…
ଅତିରିକ୍ତ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର
ପଦ୍ମପୁର / ଶିବାଶିଷ ପଟ୍ଟନାୟକ ( ଶା.ପ୍ର)୧୯.୦୧- ସ୍ଥାନୀୟ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ମଧୁଛନ୍ଦା ସାହୁଙ୍କ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି ।ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ମଧୁଛନ୍ଦା ସାହୁଙ୍କ ବ୍ୟତୀତ ପଦ୍ମପୁର…
ଗଜପତି ଉତ୍ସବ-୨୦୨୫ ପଲ୍ଲିଶ୍ରୀ ମେଳା , ଆତ୍ମନିର୍ଭର ଭାରତ ଓ ସ୍ୱଦେଶୀ ମେଳା ଉଦ୍ଘାଟିତ
https://youtu.be/Qk-rbFDNHZA
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଉତ୍ସବ-୨୦୨୫ ପଲ୍ଲିଶ୍ରୀ ମେଳା , ଆତ୍ମନିର୍ଭର ଭାରତ ଓ ସ୍ୱଦେଶୀ ମେଳା ମହା ଆଡ଼ମ୍ବରରେ ଉଦ୍ଘାଟିତ ହୋଇଯାଇଛି। ଆଜି ଅପରାହ୍ନରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ଠାରୁ ଗଜପତି ଉତ୍ସବ ମଶାଲ ଶୋଭାଯାତ୍ରା…
ମହାକାଳପଡା ବ୍ଲକ ପରିସରରେ “ବନ୍ଦେ ମାତରମ” ର ୧୫୦ତମ ପୂର୍ତ୍ତି ସମାରୋହ ।
କେନ୍ଦ୍ରାପଡା:୧୯.୦୧(ପ୍ରଫୁଲ୍ଲ କୁମାର ମଲ୍ଲ)– “ବନ୍ଦେ ମାତରମ” ସମ୍ପକରେ ସଚେତନତା ସୃଷ୍ଟି ନିମନ୍ତେ ମହାକାଳପଡା ବ୍ଲକ କାର୍ଯ୍ୟାଳୟ ପରିସରରେ “ବନ୍ଦେ ମାତରମ”ର ୧୫୦ତମ ପୂର୍ତ୍ତି ସମାରୋହ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି | ଉକ୍ତ ସମାରୋହରେ ଡ. ଦୂର୍ଗା ପ୍ରସନ ନାୟକ, ମାନ୍ୟବର ବିଧାୟକ,…
ପାଲା ସମ୍ମିଳନୀ ଲାଗି ପ୍ରାକ୍ ପ୍ରସ୍ତୁତି ବୈଠକ।
କେନ୍ଦୁଝର,ତା୧୯/୧- ମା' ତାରିଣୀ ପାଲା ବାୟକ ପରିଷଦର ୩ୟ ବାର୍ଷିକ ସମ୍ମିଳନୀ ପାଇଁ ପ୍ରାକ୍ ପ୍ରସ୍ତୁତି ବୈଠକ ତା୧୮/୧/୨୦୨୬ରେ ଚକୁଳିଆ ଗ୍ରାମର ସ୍କୁଲ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଦୁଷ୍ମନ୍ତ କୁମାର ନାଏକଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ଗ୍ରାମବାସୀଙ୍କ ସହ ପାଲାପ୍ରେମୀ ଓ ସଂଗଠନ…
ବିଜେପିରେ ଯୋଗଦେଲେ ଓକିଲ ଓ ବିଭିନ୍ନ ଦଳର ନେତା
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବୀମାଲ : ୧୯/୧ : ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଜିଲ୍ଲାର ବହୁ ଓକିଲ ଓ ବିଭିନ୍ନ ଦଳର କର୍ମୀ ଓ ନେତା ବିଜେପିରେ ସାମିଲ ହୋଇଛନ୍ତି। ବିଜେପି ସଭାପତି ଅଶୋକ ପରିଡାଙ୍କ ସଭାପତିତ୍ବରେ ଆୟୋଜିତ…
ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ନୂତନ କର୍ମକର୍ତା ନିର୍ବାଚିତ
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବୀମାଲ : ମାଲକାନଗିରି ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ନୂତନ କର୍ମକର୍ତା ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇ ଯାଇଛିା ସଂଘ କା ର୍ଯ୍ୟାଳୟ ପରିସରରେ ୮୦ରୁ ଉର୍ଦ୍ଧ୍ବ ସଦସ୍ୟ ମାନେ ଉପସ୍ଥିତ ରହି ଏହି ଚୟନ ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିଲୋ…
ଜିଲ୍ଲାସ୍ତରୀୟ ବିଶ୍ୱ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ
ପଡିଆ ତା. ୧୮.୦୧.୨୦୨୬ - ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ସଦର ମହକୁମା ଠାରେ ଜିଲ୍ଲାସ୍ତରୀୟ ବିଶ୍ୱ ହିନ୍ଦୁ ସମ୍ମିଳନୀ ପଡିଆ ବ୍ଲକ ମୁଖ୍ୟ ପୁଜାରୀ ମୋହନ ବାହାଦୁରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇ ଯାଇଛିା ଏହି ସମ୍ମିଳନୀରେ ଜିଲ୍ଲା ମୁଖ୍ୟ ପୁଜାରୀ ଲବ ପଡିଆମି, ନନ୍ଦରାମ ନୁପା, କାଲିମେଳା…
ପାନୀୟଜଳ ସହ ଅପରିସ୍କାର ପରିବେଶ ଯୋଗୁଁ ସହରବାସୀ ଅତିଷ୍ଟ, ଜିଲ୍ଲାପାଳଙ୍କୁ ଅଭି ଯୋଗ କଲେ ଆଇନଜୀବି ଓ ବୁଦ୍ଧିଜୀବି
ପୌର ପରିଷଦ ଅଂଚଳରେ ପାଇଖାନା ଟାଙ୍କିର ପାଇପ ଡେନ୍ କୁ ସଂ ଯୋଗ,
ମାଲକାନଗିରି ତା. ୧୮.୦୧.୨୦୨୬ - ମାଲକାନଗିରି ଜିଲ୍ଲା ସଦର ପୌର ପରିଷଦ ଅଂଚଳରେ ୧୯ଟି ବାର୍ଡରେ ଅନେକ ବାସିନ୍ଦା ନିଜର ପାଇଖାନା ଟାଙ୍କିର ପାଇପ୍ କୁ ଡ୍ରେନ ସହ ସଂଯୋଗ କରିବା ଦ୍ୱାରା ଡ୍ରେନ ମଧ୍ୟରେ ଅନେକ ସ୍ଥାନରେ ବିଛା…