Sign in
Sign in
Recover your password.
A password will be e-mailed to you.
କଂଗ୍ରେସ ଓ ବିଜେପି ପରିପକ୍ୱ ଏବଂ ସକରାତ୍ମକ ପ୍ରତିକ୍ରିୟା ରଖିବା ଆବଶ୍ୟକ: ବିଜେଡି
ଭୁବନେଶ୍ୱର: କରୋନା ମହାମାରୀ ସମୟରେ ସବୁସ୍ତରରୁ ପରିପକ୍ୱ ଏବଂ ସକରାତ୍ମକ ପ୍ରତିକ୍ରିୟା ଆସିବା ଦରକାର । କଂଗ୍ରେସ ଓ ବିଜେପି ଠାରୁ ମଧ୍ୟ ଏହି ସମୟରେ ଏଭଳି ପ୍ରତିକ୍ରିୟା ଆଶା କରାଯାଏ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର । ଉଭୟ କଂଗ୍ରେସ ଓ ବିଜେପି ଅଭିଯୋଗର ଜବାବ…
କେଜ୍ରିୱାଲ ନେଗେଟିଭ
ନୂଆଦିଲ୍ଲୀ :ଅସୁସ୍ଥତା ଅନୁଭବ କରିବା କାରଣରୁ ଗତକାଲିଠାରୁ ନିଜ ବାସଭବନରେ ସଙ୍ଗରୋଧରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଦେହରେ କୌଣସି କରୋନା ଲକ୍ଷଣ ନାହିଁ | ଆଜି ହୋଇଥିବା କୋବିଦ ପରୀକ୍ଷାରେ ତାଙ୍କର ରିପୋର୍ଟ କରୋନା ନେଗେଟିଭ ଥିବା ଜଣାପଡିଛି | ଦିଲ୍ଲୀରେ…
NTPC-Darlipali registeres 100% PLF and highest generation
NTPC's Darlipali Super Thermal Power Station at Darlipali village in Sundargarh district in Odisha achieved 100% PLF with a generation of 19.342 MU (100.74%), which is the highest generation by the said unit in a Single Day on 5th June,…
ମୟୂରଭଞ୍ଜ : ଆଜି ପୁଣି ଚିହ୍ନଟ ହେଲେ ୩ କରୋନା ଆକ୍ରାନ୍ତ
ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାରେ ଆଜି ପୁଣି ଚିହ୍ନଟ ହୋଇଛନ୍ତି ୩ କରୋନା ପଜିଟିଭ । ବାରିପଦା ପିଆରଏମ ସରକାରୀ ମେଡ଼ିକାଲ କଲେଜ ଓ ହସପିଟାଲରେ ନୂତନ ଭାବେ କାର୍ଯ୍ୟକ୍ଷମ ହୋଇଥିବା କୋଭିଡ଼-୧୯ ପ୍ରୟୋଗଶାଳାରୁ ଏହି ରିପୋର୍ଟ ପହଁଞ୍ଚିଛି । ଏମାନଙ୍କ ମଧ୍ୟରେ ଯଶୀପୁର ବ୍ଲକ…
ଟ୍ରକ ଆମ୍ବୁଲାନ୍ସ ମୁହାଁମୁହିଁ, ଆମ୍ବୁଲାନ୍ସ ଡ୍ରାଇଭର ଆହତ
ବୁଗୁଡା( ଡ଼ଃ କୁମୁଦ ଚନ୍ଦ୍ର ବେହେରା) :ଗଞ୍ଜାମ ଜିଲ୍ଲା,ବୁଗୁଡା ଥାନା ଅନ୍ତର୍ଗତ ଶାଳବଣି ନିକଟରେ ଏକ ଟ୍ରକ ସହ ଏକ ଆମ୍ବୁଲାନ୍ସର ମୁହାଁମୁହିଁ ଧକ୍କା ହେବା ଦ୍ୱାରା ଆମ୍ବୁଲାନ୍ସ ଡ୍ରାଇଭର ଆହତ ହୋଇଥିବା ଜଣାପଡିଛି। ଘଟଣାରୁ ଜଣାପଡିଛିଯେ ବୁଗୁଡା ଦିଗରୁ ନୟାଗଡ଼ ଦିଗରେ ଓଡ଼ି୨୫-୦୮୯୫…
ଗୁରୁବାର ଓଡ଼ିଶାରେ ପ୍ରବେଶ କରିବ ଦକ୍ଷିଣ-ପଶ୍ଚିମ ମୌସୁମୀ : ସି.ଇ.ସି
ଭୁବନେଶ୍ୱର : ମଙ୍ଗଳବାର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଥିବା ବେଳେ ଏହା ପଶ୍ଚିମ ଉତର ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ଅଛି । ଏହାର ପ୍ରଭାବରେ ଦକ୍ଷିଣ ପୂର୍ବ ମୌସୁମୀ ଓଡ଼ିଶାରେ ପ୍ରବେଶ କରିବ ବୋଲି ଶିକ୍ଷା ଓ ଅନୁସନ୍ଧାନ ଡିମଡ୍ ଟୁ ବି ୟୁନିଭର୍ସିଟିର…
କରୋନା ପାଇଁ ଅଟକିଥିବା ପାନୀୟଜଳ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ
ଭୁବନଶ୍ୱର(ଶାସକ ପ୍ରଶାସକ)- କରୋନା ପାଇଁ ଅଟକିଥିବା ପାନୀୟଜଳ ପ୍ରକଳ୍ପ ଗୁଡିକର କାର୍ଯ୍ୟ ଆରମ୍ଭ କରିବାପାଇଁ ପଞ୍ଜାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ପ୍ରତାପ ଜେନା ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ପାନୀୟଜଳ ପ୍ରକଳ୍ପ ସଂକ୍ରାନ୍ତରେ ସମୀକ୍ଷା କରିବା ଅବସରରେ ମନ୍ତ୍ରୀ…
ବୁଗୁଡ଼ାରେ ଘରକୁ ଘର ଯାଇ ସ୍ୱାସ୍ଥ୍ୟ ପରୀକ୍ଷା
ବୁଗୁଡା( ଡ଼ଃ କୁମୁଦ ଚନ୍ଦ୍ର ବେହେରା): ବୁଗୁଡ଼ାରେ ସୋମବାର ଦିନ ଠାରୁ କର୍ମଚାରୀବୃନ୍ଦ ଘରକୁ ଘର ଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରିବା ଆରମ୍ଭ କରିଥିବା ଦେଖଗିବାକୁ ମିଳିଛି। ଆଜି ବୁଗୁଡା ଏନଏସି ର ୧୧ ନମ୍ବର ୱାର୍ଡରେ ଘରକୁ ଘର ବୁଲି ପ୍ରତ୍ୟେକ ପରିବାରର ପିଲା ଠାରୁ ବୁଢା ପର୍ଯ୍ୟନ୍ତ…
୨୧୦୦ ଟପିଲା କରୋନା ସୁସ୍ଥଙ୍କ ତାଲିକା : ଆଜି ସୁସ୍ଥ ହେଲେ ୧୪୦
ଭୁନନେଶ୍ୱର (ଶାସକ ପ୍ରଶାସକ) : ଆଜି ରାଜ୍ୟରେ ସୁସ୍ଥ ହୋଇଛନ୍ତି ୧୪୦ ଜଣ କରୋନା ଆକ୍ରାନ୍ତ | ଫଳରେ ୨୧୦୦ ଅଙ୍କ ଟପି ସୁସ୍ଥଙ୍କ ସଂଖ୍ୟା ପହଁଚିଲା ୨୧୩୩ର | ଆଜି ସୁସ୍ଥ ହୋଇଥିବା ଲୋକଙ୍କ ମଧ୍ୟରେ ଅଛନ୍ତି କଟକର ୨୪ ଜଣ, ଗଞ୍ଜାମର ୨୨ଜଣ, ନୂଆପଡାର ୨୧ଜଣ, ଯାଜପୁର, ଖୋର୍ଦ୍ଧା ଓ…
ସମ୍ବଲପୁର ବେସରକାରୀ ବସ କର୍ମଚାରୀ ସଂଘ ପକ୍ଷରୁ ବିଭିନ୍ନ ଦାବୀ ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର
ସମ୍ବଲପୁର(ରମାକାନ୍ତ ବିଶ୍ବାଳ ): କୋଭିଡ-୧୯ ଯୋଗୁଁ ଗତ ମାର୍ଚ୍ଚ ୨୫ ତାରିଖରୁ ସମଗ୍ର ଦେଶ ଲକଡ଼ାଉନ ରେ । ଲକଡାଉନ ଦ୍ୱାରା ଉପୁଜିଥିବା ସାମ୍ପ୍ରତିକ ପରିସ୍ଥିତି ରେ ସମାଜ ର ସମସ୍ତ ବର୍ଗ ର ଲୋକେ ପ୍ରଭାବିତ । ବିମାନ ସେବା, ରେଳ ସେବା ଭଳି ସମସ୍ତ ସରକାରୀ ଓ ବେସରକାରୀ ବସ ସେବା ମଧ୍ୟ…