ପଦ୍ମ ଶ୍ରୀ ହଲଧର ନାଗଙ୍କୁ ମଲିମୁଣ୍ଡିଆ କହି ତାତ୍ସଲ୍ୟ  କରିବା ଦୁଃଖ ଦାୟକ :ଇଂ.ସିଦ୍ଧାର୍ଥ ଦାସ  

 ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ:  ଆମ ଅଂଚଳ ର ତଥା ଓଡିଶା ର ଲୋକ କବି, ପଶ୍ଚିମ ଓଡିଶା ର ଘରେ ଘରେ ପରିଚିତ ପଦ୍ମଶ୍ରୀ ହଳଧର ନାଗ ଙ୍କୁ ମଳିମୁଣ୍ଡିଆ କହି ତାଚ୍ଛଲ୍ୟ  କରିବା ଓ ଯେଭଳି ସତେ ଯେପରି ତାଙ୍କୁ ପଦ୍ମଶ୍ରୀ ଦେଇ ଅନୁଗ୍ରହିତ  କରିଛନ୍ତି ତାହା ଅତ୍ୟନ୍ତ ବେଦନା ଦାୟକ ବୋଲି…

ଆଜି ଆକ୍ରାନ୍ତଙ୍କୁ ଟପିଲା ସୁସ୍ଥଙ୍କ ସଂଖ୍ୟା : ସୁସ୍ଥ ହେଲେ ୧୪୯ 

ଭୁବନେଶ୍ୱର : ଆଜି ରାଜ୍ୟରେ ୧୧୦ ଜଣ  କରୋନା ଆକ୍ରାନ୍ତ ହୋଇଥିବା ବେଳେ କରୋନାରୁ ସୁସ୍ଥ ହୋଇଛନ୍ତି ୧୪୯ ଜଣ | ଫଳରେ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ପହଁଚିଲା ୨୨୮୨ରେ |  ମିଳିଥିବା ସୂଚନା ଅନୁଯାୟୀ ସର୍ବାଧିକ  ୫୭ ଜଣ ଗଂଜାମ ଜିଲ୍ଲାରୁ ସୁସ୍ଥ ହୋଇଥିବା ବେଳେ ୨୬ ଜଣ ଖୋର୍ଦ୍ଧାରୁ , ୧୧ ଜଣ…

ତ୍ୱରାନ୍ୱିତ ହେବ ଇନଫୋ ଭ୍ୟାଲି ଭିତ୍ତିଭୂମି ବିକାଶ କାର୍ଯ୍ୟ

ଭୁବନେଶ୍ୱର :  ଭୁବନେଶ୍ୱର ମହାନଗର ଉପକଣ୍ଠରେ  ୭୩୦ ଏକର ଜମି ଉପରେ ନୂତନ ଭାବେ ବିକଶିତ ହେଉଥିବା ଇନଫୋ ଭ୍ୟାଲି ପ୍ରକଳ୍ପର ଅଗ୍ରଗତି ଉପରେ ଲୋକ ସେବା ଭବନରେ ଶିଳ୍ପ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରସ୍ତାବିତ…

ଶୋଚନୀୟ ଅବସ୍ଥାରେ ପାଓମେକସ ଷ୍ଟିଲ ପ୍ଲାଣ୍ଟ 

ଟିଟିଲାଗଡ (ଗୌରବ ଦର୍ଜି)- ଟିଟିଲାଗଡ଼ ତହସିଲ ଅନ୍ତର୍ଗତ ତୁର୍ଲା ମୌଜାରେ ଜୁଲାଇ ୧୯୯୦ ମସିହାରେ ଆରମ୍ଭ ହୋଇଥିଲା । ପାଓମେକ୍ସ ଷ୍ଟିଲ କାରଖାନା । ସେହି ସମୟରେ ପ୍ରାୟ ୭୦ କୋଟି ଟଙ୍କା ବ୍ୟୟରେ ପ୍ରତିଷ୍ଠା ହୋଇଥିବ ଏହି କାରଖାନାକୁ ଶିଳାନ୍ୟାସ କରିବାକୁ ଆସିଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ…

ରାଜ୍ୟରେ ଆଉ ନୂଆ ୧୧୦ ଆକ୍ରାନ୍ତ 

Bhubaneswar : ଗତ ୨୪ ଘଣ୍ଟା ଭିତରେ ସାରା ଦେଶରେ କରୋନାରେ ୨୭୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ୯୯୮୫ ଜଣ | ସେହିପରି ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୧୧୦ ଜଣ  କରୋନା ପଜିଟିଭ | ଆଜି ଚିହ୍ନଟ ହୋଇଥିବା ୧୧୦ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ…

ଗୋଟେ  ଦିନରେ ୨୭୫ ମୃତ୍ୟୁ, ୯୯୮୫ ଆକ୍ରାନ୍ତ 

ନୂଆଦିଲ୍ଲୀ : ଗତ ୨୪ ଘଣ୍ଟା ଭିତରେ ଦେଶରେ କରୋନାରେ ୨୭୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ୯୯୮୫ ଜଣ | ଫଳରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨.୭୬ ଲକ୍ଷ ଅତିକ୍ରମ କରିଛି | ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧,୩୩,୬୩୨ ରହିଥିବା ବେଳେ ସୁସ୍ଥ ହେଲେଣି…

ନଦୀରେ ବୁଡ଼ି ୭ ବର୍ଷର ବାଳକ ମୃତ

ବାରିପଦା(ଦିଲ୍ଲୀପ ମହାନ୍ତି )- ବୁଢ଼ାବଳଙ୍ଗ ନଦୀରେ ବୁଡ଼ି ୭ ବର୍ଷ ବୟସର ଜଣେ ବାଳକର ମୃତ ହୋଇଛି । ଦମକଳବାହିନୀ ପହଁଞ୍ଚି ନଦୀ ପାଣିରୁ ବାଳକକୁ ଉଦ୍ଧାର କରି ବାରିପଦା ପିଆରଏମ ମେଡ଼ିକାଲକୁ ଚିକିତ୍ସା ନିମନ୍ତେ ନେଇ ଯାଇଥିବା ବେଳେ ଡ଼ାକ୍ତର ରିସିଭ ଡେଥ ବୋଲି ଘୋଷଣା କରିଛନ୍ତି । ପ୍ରାପ୍ତ…

କରୋନାରେ ବିଧାୟକଙ୍କ ଦେହାନ୍ତ 

କରୋନାରେ ଯାଇଛି ଜଣେ ବିଧାୟକଙ୍କ ଜୀବନ | ତାଙ୍କ ନାଁ ଜେ ଆମ୍ବାଝାଗନ | ସେ ଡ଼ିଏମକେର ବିଧାୟକ ଥିଲେ ଓ ପଶ୍ଚିମ ଜିଲ୍ଲା ସମ୍ପାଦକ ଥିଲେ | ଚେନ୍ନାଇର ଏକ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି | କରୋନା ଭୁତାଣୁରେ ଗୁରୁତର ଭାବେ ପ୍ରଭାବିତ ତାମିଲନାଡୁରେ ଜଣେ ବିଧାୟକଙ୍କ ମୃତ୍ୟୁ ପ୍ରଥମ ଘଟଣା…

ପୁରୁଣା ଯୋଦ୍ଧା ଗଲେ, ନୂଆ ଯୋଦ୍ଧା କେବେ : ଆସିବେ ନା ଆଉ କିଛି !

ସୁନ୍ଦରଗଡ଼(ହୋରାଚାନ୍ଦ  ଦେଉରିଆ} : ଓଡ଼ିଶାରେ କରୋନା ସଂକ୍ରମିତ ଚିହ୍ନଟ ହେବା ପୂର୍ବରୁ ଯୁଦ୍ଧକାଳୀନ ଭିତ୍ତିରେ ଅନେକ ଆଖିଦୃଶିଆ ପଦକ୍ଷେପ ନେଇ ବାହାବା ସାଉଁଟିଥିବା ଓଡିଶା ସରକାର ଦେହରେ ଏବେ ଦୁର୍ନୀତିର ଛିଟା। କରୋନା ମୁକାବିଲା ପାଇଁ ସାମଗ୍ରୀ କିଣାରେ ବ୍ୟାପକ ଅନିୟମିତତାର ଦସ୍ତାବିଜ…

ଗୋ-ସେବାର ଜଣେ ସମର୍ପିତ ସାଧକ ରମେଶ 

ସୁନ୍ଦରଗଡ଼(ହୋରାଚାନ୍ଦ  ଦେଉରିଆ} - ପାଖରେ ସିନା ଧନ ନାହିଁ,ପାଖରେ ସିନା କୋଠା ବାଡ଼ି ନାହିଁ ! ହେଲେ ଦାରିଦ୍ର୍ୟର ସେଇ ଜର୍ଜରିତ ଶରୀର ଭିତରେ କିନ୍ତୁ ଖୁନ୍ଦି ହୋଇଛି ବଡ଼ ହୃଦୟ ଟିଏ | ସେଥିପାଇଁ ତ ମାତ୍ରାଧିକ ଗ୍ରୀଷ୍ମ ପ୍ରବାହରେ ଯେତେବେଳେ ଗାଁରେ ଜଳ ସଙ୍କଟ ଦେଖାଦେଇଛି ସେହି ସମୟରେ…