ଦେଶରେ କରୋନା  ୬୯,୮୭୮ /୯୪୫,  ନମୁନା ପରୀକ୍ଷା ଅତିକ୍ରମ କଲା ଦଶ ଲକ୍ଷ ମାଇଲ ଖୁଣ୍ଟ 

0

 

ନୂଆଦିଲ୍ଲୀ (ଶାସକ ପ୍ରଶାସକ) ଗତ ୨୪ ଘଣ୍ଟା ଭିତରେ ସାରା ଦେଶରେ ୧୦ ଲକ୍ଷରୁ ଉର୍ଧ୍ଵ କୋଭିଡି ନମୁନା ପରୀକ୍ଷା କରି ଏକ ମାଇଲ ଖୁଣ୍ଟ ପ୍ରତିଷ୍ଠା ହୋଇଥିବା ବେଳେ  ୬୯,୮୭୮ କୋଭିଡ ପଜିଟିଭ କେଶ ଚିହ୍ନଟ ହୋଇଥିବା ବେଳେ ୯୪୫  ଜଣଙ୍କ ମୃତ୍ୟୁ ହୋଇଛି | ଦେଶରେ ମୋଟ ପଜିଟିଭଙ୍କ ସଂଖ୍ୟା  ୨୯,୭୫,୭୦୨ ହୋଇଥିବା ବେଳେ ସକ୍ରିୟ ଅଛନ୍ତି  ୬,୯୭,୩୩୦ ଜଣ |  ଏ ଯାବତ ଦେଶରେ ୨୨,୨୨,୫୭୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି | ମୃତ୍ୟୁ ସଂଖ୍ୟା ୫୫,୭୯୪ ରେ ପହଂଚିଛି | 

ଅପରପକ୍ଷରେ ଏଯାବତ ଦେଶରେ ୩,୪୪,୯୧,୦୭୩  ନମୁନା ଯାଞ୍ଚ ହୋଇଥିବା ବେଳେ କାଲି ଅର୍ଥାତ  ଅଗଷ୍ଟ ୨୧ ତାରିଖରେ ୧୦,୨୩,୮୩୬ ନମୁନା ଯାଞ୍ଚ କରାଯାଇଛି |  

Leave A Reply

Your email address will not be published.