Sign in
Sign in
Recover your password.
A password will be e-mailed to you.
ଡ଼ିଜିଙ୍କ ନିର୍ଦ୍ଦେଶକୁ ମାନିଲେ ନାହିଁ ଓଏସଏପି ଯବାନ !!!!
ଯେତେ କହିଲେ ଭାଗବତ, ତୋଷ ନୋହିଲା ମୋର ଚିତ୍ତ |
ବିନା ଡିଉଟିରେ ପୁରୀ ଯାଇ ରଥ ବୁଲିଲେ ଓଏସଏପି ଯବାନ !
ପୋଲିସର ବାରବର୍ଷର ତପସ୍ୟା ଶୁଖୁଆ ପୋଷାରେ ଗଲା |
ଡିଜିଙ୍କ ନିର୍ଦ୍ଦେଶକୁ ବେଖାତିର, ସରକାରଙ୍କ ପ୍ରତିଶୃତିକୁ ଉପହାସ |
ଡ଼ିଜିଙ୍କ ନିର୍ଦ୍ଦେଶରେ ଏଡିଜି…
ମାହାଙ୍ଗା ନିର୍ବାଚନମଣ୍ଡଳୀରେ ସୃଷ୍ଟିହେବ ଗ୍ରାମ୍ୟ ଜଙ୍ଗଲ: ବ୍ୟୟ କରାଯିବ ୧୪ କୋଟି
ଭୁବନେଶ୍ୱର,(ଶାସକ ପ୍ରଶାସକ) : ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ବ୍ଲକରେ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟ ହାତକୁ ନେଇ ଗ୍ରାମ୍ୟ ଜଙ୍ଗଲ ସୃଷ୍ଟି କରାଯିବ । ଏ ନେଇ ଆଜି ପଂଚାୟତିରାଜ, ପାନୀୟ ଜଳ, ଆଇନ, ଗୃହ ଓ ନଗରଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସମୀକ୍ଷା…
ତିନି ଜିଲ୍ଲାକୁ ଦିନିକିଆ ଗସ୍ତରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଡ଼ ଅରୁଣ ସାହୁ
http://www.youtube.com/watch?v=jBXqSm8C9TA
ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାରେ କଲେ ଖରିଫ୍ ଚାଷର ସମୀକ୍ଷା
ଚାଷୀ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକର ତୃଣମୂଳସ୍ତରରେ ତ୍ୱରିତ ସମାଧାନ ଉପରେ ମନ୍ତ୍ରୀଙ୍କ ଗୁରୁତ୍ୱ
ଭୁବନେଶ୍ୱର(ଶାସକ…
ପଲିଥିନ ତଳେ କଟୁଛି ସୋମବାରୀଙ୍କ ଜୀବନ, କେବେ ଆଡ ଆଖିରେ ଟିକେ ଚାହିଁବ ପ୍ରଶାସନ
ସିନାପାଲି (ନିରାକାର ମେହେର )-ରାଜ୍ୟ ସରକାର ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନାରୁ ଗରିବ ଅସହାୟ ଲୋକମାନଙ୍କ ପାଇଁ ରାଜକୋଶ ରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଆସୁଛନ୍ତି | ଯେପରି କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ରାଜ୍ୟ ସରକାରଙ୍କ ବିଜୁ ପକ୍କା ଘର ଯୋଜନା ରହିଛି |…
ଟିଟିଲାଗଡ ପୋଲିସ ପକ୍ଷରୁ ମେଗା ରକ୍ତ ଦାନ ଶିବିର :ଉଦ୍ଘାଟନ କରି ପଦକ୍ଷେପର ପ୍ରଶଂସା କଲେ ମନ୍ତ୍ରୀ ଟୁକୁନି ସାହୁ
ଟିଟିଲାଗଡ (ଗୌରବ ଦର୍ଜି)-ଓଡ଼ିଶା ର ବିଭିନ୍ନ ରକ୍ତ ଭଣ୍ଡାର ରେ ରକ୍ତ ର ଅଭାବ ଦେଖା ଦେବାରୁ ଓଡ଼ିଶା ସରକାର ରକ୍ତ ସଂଗ୍ରହ କରିବା ପାଇଁ ରାଜ୍ୟ ର ବିଭିନ୍ନ ସ୍ଥାନ ରେ ରକ୍ତ ଦାନ ଶିବିର ଅନୁଷ୍ଠିତ କରିଛନ୍ତି। ଆଜି ବଲାଙ୍ଗିର ଜିଲ୍ଲା ପୋଲିସ ଅଧିକ୍ଷକଙ୍କ ନେତୃତ୍ୱ ରେ ଟିଟିଲାଗଡ ପୋଲିସ…
ଗଜପତି ଜିଲ୍ଲାରେ ଆଜି ପୁଣି ନୂଆ ୨୯ ଟି କରୋନା ପଜିଟିଭ୍ : ଜିଲ୍ଲାପାଳ ଅନୁପମ ସାହା
http://www.youtube.com/watch?v=_zID39H_mEw
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ଆଜି ପୁଣି ନୂଆ ୨୯ ଟି କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଭିଡିଓ ମାଧ୍ୟମରେ ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ସେମାନଙ୍କ ମଧ୍ୟରୁ ତାମିଲନାଡୁ ରୁ ୧୨ ଜଣ ,…
ଆଜି ସୁସ୍ଥ ହେଲେ ୧୬୮ ଜଣ , ମୋଟ ସୁସ୍ଥ ସଂଖ୍ୟା ୪୨୯୧
ଆଜି ରାଜ୍ୟରେ ସୁସ୍ଥ ହୋଇଛନ୍ତି ୧୬୮ ଜଣ କରନା ଆକ୍ରାନ୍ତ | ଆଜି ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କୁ ମିଶାଇ ମୋଟ ସୁସ୍ଥଙ୍କ ସଂଖ୍ୟା ପହଁଚିଲା ୪୨୯୧ ରେ | ଆଜି ସୁସ୍ଥଙ୍କ ମଧ୍ୟରେ ୩୯ ଜଣ ଗଂଜାମରୁ,୨୩ ଜଣ ଖୋର୍ଦ୍ଧାରୁ, ୨୩ଜଣ ଗଜପତିରୁ, ୧୯ଜଣ ପୁରୀରୁ, ୧୩ଜଣ ବରଗଡରୁ, ୮ଜଣ ସୁନ୍ଦେରଗଡରୁ, ୭ ଜଣ…
ଶ୍ରୀମନ୍ଦିରରେ ଏଏସଆଇ ଟିମ୍ : ଗର୍ଭ ଗୃହ ଯାଞ୍ଚ ପାଇଁ ହେଲା ଭରା ବନ୍ଧା
ପୁରୀ/ଅନିମେଶ ପଟ୍ଟନାୟକ : ଗୁରୁବାର ଏଏସଆଇର ୨ଟି ଟିମ ଶ୍ରୀମନ୍ଦିର ଯାଇ ଯାଞ୍ଚ କରିଛନ୍ତି। ଗର୍ଭ ଗୃହ, ନାଟମଣ୍ଡପ ଓ ଜଗମୋହନ ମୁଖ୍ୟତଃ ଯାଞ୍ଚ କରାଯାଇଛି । ଚାଲିଛି ଗର୍ଭ ଗୃହ ଯାଞ୍ଚ ପାଇଁ ଭରା ବନ୍ଧା । ଏହି ଟିମରେ କ୍ୟାମେରା ଟିମ ମଧ୍ୟ ସାମିଲ ଅଛି । ଏମାନଙ୍କ ସହ ପୂର୍ତ୍ତ ବିଭାଗ…
ପଣ୍ଡିତ ପୁଅ ମାଙ୍କଡ ମାଇଲେ ଦୋଷ ନାହିଁ, ପୋଲିସ ଚୋରି କଲେ ମାଫ
ଏସି ଚୋରି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ !!!!
ଭୁବନେଶ୍ୱର : ପୋଲିସର କାମ ଚୋରକୁ ଧରିବ ବା ବାନ୍ଧିବ | ହେଲେ ପୋଲିସ ଯଦି ଚୋରି କରିବ ତେବେ ତାକୁ କିଏ ବାନ୍ଧିବ ! ସପ୍ରମାଣ ଚୋରି ଧାରା ପଡିବା ପରେ ଏକ ସରକାରୀ କାର୍ଯ୍ୟାଳୟରୁ ଚୋରି କରିବା ଅଭିଯୋଗରେ ସେଇ ପୋଲିସ…
୬୦୦୦ ପାଖାପାଖି ଆକ୍ରାନ୍ତଙ୍କ ସଂଖ୍ୟା : ଆଜି ଚିହ୍ନଟ ହେଲେ ୨୧୦ ଜଣ କରୋନା ପଜିଟିଭ
ଭୁବନେଶ୍ୱର : ଆଜି ରାଜ୍ୟରେ ଚିହ୍ନଟ ହୋଇଛନ୍ତି୨୧୦ ଜଣ କରୋନା ପଜିଟିଭ | ସେମାନଙ୍କ ମଧ୍ୟରୁ୧୭୪ ଜଣ କ୍ଵାରେଣ୍ଟାଇନ ସେଂଟରରୁ ଚିହ୍ନଟ ହୋଇଥିବା ବେଳେ ଅବଶିଷ୍ଟ ୩୬ ଜଣ ସର୍ବସାଧାରଣ ଅଂଚଳରୁ | ଆଜି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫୯୬୨ ରେ ପହଂଚିଛି | ସକ୍ରିୟ…