ଗୁଆହାଟୀ : ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ତରୁଣ ଗୋଗୋଇ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ସେ ଏ ବିଷୟ ନିଜ ଟୁଇଟର ହାଣ୍ଡଲରେ ଏ ବିଷୟ ଉଲ୍ଲେଖ କରିଛନ୍ତି | ସେ ଆଜି ଟୁଇଟ କରି ଜଣାଇଛନ୍ତି ଯେ ” ଗତକାଲି ହୋଇଥିବା ପରୀକ୍ଷାରେ ମୋର କୋଭିଡ୍ 19 ପଜିଟିଭ୍ ଆସିଛି | ଯେଉଁମାନେ ଗତ କିଛି ଦିନ ମଧ୍ୟରେ ମୋ ସହିତ ଯୋଗାଯୋଗ କରିଛନ୍ତି ବା ମିଶିଛନ୍ତି ସେମାନେ ତୁରନ୍ତ କୋଭିଡ୍ ପରୀକ୍ଷା କରାଇନେବା ଉଚିତ”
Sign in
Sign in
Recover your password.
A password will be e-mailed to you.