ଝାରସୁଗୁଡ଼ାରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି ।

0

ଝାରସୁଗୁଡ଼ା :(ସୁଭାଷ ସହାରେ)  :ଝାରସୁଗୁଡ଼ାରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି । ଗୁରୁବାର ଦିନ ଝାରସୁଗୁଡ଼ାରେ ୧୬୭.୫ ମିମି, କୋଲାବିରାରେ ୧୯୯.୩ ମିମି, ଲଇକେରାରେ ୨୧୪.୮ ମିମି, କିର୍ମିରାରେ ୨୦୭.୮ ମିମି ହୋଇଥିବା ବେଳେ ଲଖନପୁରରେ ୯୪.୬ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ସମୁଦାୟ ୮୮୪.୦ ମିମି ହୋଇଥିବା ବେଳେ ହାରାହାରି ୧୭୬.୮ ମିମି ବର୍ଷା ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.