Sign in
Sign in
Recover your password.
A password will be e-mailed to you.
ଆଜି ଶ୍ରୀଜୀଉଙ୍କ ଅଧର ପଣା ନୀତି
ପୁରୀ(ଅନିମେଶ ପଟ୍ଟନାୟକ) : ଆଜି ତିନି ରଥରେ ଭଙ୍ଗାଯିବ ଅଧରପଣା । ତ୍ରୟୋଦଶୀ ତିଥିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଅଧର ପଣା ଭୋଗ ଲଗାଯିବା ପରମ୍ପରା ରହିଛି । ମଧ୍ୟାହ୍ନ ଧୂପ ବଢିବା ପରେ ଅଧର ପଣା ନୀତି ପାଇଁ ପ୍ରସ୍ତୁତି ଆରମ୍ଭ ହେବ । ସନ୍ଧ୍ୟା ୮ଟାରେ ଅଧର ପଣା ଭୋଗ ଲଗାଯିବା ପାଇଁ…
ସରକାରଙ୍କ ଘୋଷଣା : ଆରମ୍ଭ ହେବ ୪୫ ଦିନିଆ ଡୋର ଟୁ ଡୋର ସର୍ଭେ
ଭୁବନେଶ୍ୱର (ଶାସକ ପ୍ରଶାସକ) :ରାଜ୍ୟରେ କରୋନା ଭୟାବହତା ବୃଦ୍ଧି ପାଇଥିବା ବେଳେ ରାଜ୍ୟ ସରକାର ୪୫ ଦିନ ପର୍ଯ୍ୟନ୍ତ ଡୋର ତୋ ଡୋର ସର୍ଭେ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି | ରାଜ୍ୟର ସବୁ ଗାଁ ଓ ସହରରେ ହେବ ଏହି ସର୍ବେକ୍ଷଣ | ଏହି ଅବସରରେ କରୋନା ରୋଗୀଙ୍କୁ ଟ୍ରେସ କରି ଟେଷ୍ଟ କରି…
ସନ୍ଦେହରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ରହସ୍ୟ : ହତ୍ୟା ନା ଆତ୍ମହତ୍ୟା
ଦଶମ ଶ୍ରେଣୀର ନାବାଳିକା ଛାତ୍ରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର
ବାରିପଦା(ଦିଲ୍ଲୀପ ମହାନ୍ତି )- ଗତ ଜୁଲାଇ ୨ରେ ଗୁରୁବାର ସନ୍ଧ୍ୟାରେ ଏକ ପଳାଶ ଗଛରେ ଜନୈକ ଦଶମ ଶ୍ରେଣୀରେ ଅଧ୍ୟୟନରତ ନାବାଳିକା ଛାତ୍ରୀଙ୍କର ଝୁଲନ୍ତା ମୃତ ଦେହକୁ ସ୍ଥାନୀୟ ପୁଲିସ ଉଦ୍ଧାର କରିଛି । ତେବେ ଏହା ହତ୍ୟା ନା…
ଗଳା କାଟି ହତ୍ୟା କଲେ ଅଜଣା ଦୁର୍ବୃତ୍ତ
ଟିଟିଲାଗଡ (ଗୌରବ ଦର୍ଜି)-ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଥାନା ଅନ୍ତର୍ଗତ ଚୋରମରା ଗାଁ ନିକଟସ୍ଥ ଡୁଙ୍ଗରିରାସ୍ତାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହେବା ଅଞ୍ଚଳରେ ଚାଞ୍ଚଲ୍ୟ ଖେଲିଯାଇଛି । ମୃତକ ଚୋରମରା ଗାଁର ଗର୍ଯୁ ରଣା ( ୫୪ ) ବୋଲି ଜଣାପଡ଼ିଛି । ମୃତକ ଙ୍କ ଗଳାରେ କ୍ଷତ ଚିହ୍ନ…
ଆଗଧାଡ଼ିର କରୋନା ଯୋଦ୍ଧା ଭାବେ ଜିଲ୍ଲାପାଳ, ଏସପି ଓ ଆଦର୍ଶ ଥାନା ଥାନାଧିକାରୀଙ୍କୁ ସମ୍ବର୍ଦ୍ଧନା
http://www.youtube.com/watch?v=Ou7DQVq8S5o
ସମ୍ବର୍ଦ୍ଧିତ କଲେ ଆନ୍ତର୍ଜାତୀୟ ମାନବ ଅଧିକାର କାଉନସିଲ” ଗଜପତି ଜିଲ୍ଲା ବୋର୍ଡ ଓ ଭୂବନେଶ୍ୱର ସ୍ଥିତ “ଲାଇଫ୍ ସଂଗଠନ ” ସଂସ୍ଥା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଆଗଧାଡ଼ିର କରୋନା ଯୋଦ୍ଧା ଭାବେ…
ପୁଣି ଏକ ବିସ୍ଥାପନର ଦ୍ବାରରେ ଲଖନପୁର କୋଇଲାଞ୍ଚଳବାସୀ: ଏଥର ‘କର ବା ମର’ ଲଢ଼େଇ।
ଝାରସୁଗୁଡ଼ା :(ସୁଭାଷ ସହାରେ) -ମାଟି ତଳେ ଥିବା ଖଣିଜ ସଂପଦ ଏକପକ୍ଷରେ କିଛି ମୁଷ୍ଟିମେୟ ଲୋକଙ୍କ ପାଇଁ ବରଦାନ ରୂପେ ପ୍ରମାଣିତ ହୁଏ, ଅନ୍ୟପକ୍ଷରେ ଏକ ବିରାଟ ଗୋଷ୍ଠୀପାଇଁ ଏହା ପାଲଟିଯାଏ ଅଭିଶାପ। ଯେଉଁମାନଙ୍କ ପାଇଁ ଏହା ଅଭିଶାପ, ସେମାନଙ୍କ ପାଇଁ ବିସ୍ଥାପନ, ପାରମ୍ପରିକ ଜୀବିକା ହରାଇବାର…
ବିସ୍ଫୋରଣ କଲା ଆଜି କରୋନା : ନୂଆ ୫୬୧, ଗଂଜାମରୁ ୨୮୩
ଆଶଙ୍କିତ ଗୋଷ୍ଠୀ ସଂକ୍ରମଣ ଦ୍ୱାରଦେଶରେ ଓଡିଶା !
କରୋନା ନେଲା ୨ ଜୀବନ | ମୃତ୍ୟବରଣ କରିଥିବା ଦୁଇଜଣଯାକ ଗଂଜାମ ଜିଲ୍ଲାରୁ |
ଭୁବନେଶ୍ୱର (ଶାସକ ପ୍ରଶାସକ) ଆଜି ହୋଇଛି ବିସ୍ଫୋରଣ | କରନା ଆଜି କରିଛି ସମସ୍ତଙ୍କୁ ଛାନିଆ | ବଢ଼ାଇ ଦେଇଛି ଚିନ୍ତା | ଆଶଙ୍କିତ ଗୋଷ୍ଠୀ ସଂକ୍ରମଣ ଦ୍ୱାରଦେଶରେ…
ଚଳିତବର୍ଷ ସେପ୍ଟେମ୍ବର 15 ଯାଏଁ ଚାଲିବ 2021 ପଦ୍ମ ପୁରସ୍କାର ପାଇଁ ମନୋନୟନ ପ୍ରକ୍ରିୟା
ନୂଆଦିଲ୍ଲୀ (ଏସପିବି) 2021 ବର୍ଷ ପାଇଁ ପଦ୍ମ ପୁରସ୍କାର ନିମନ୍ତେ ଅନ୍ଲାଇନ ମନୋନୟନ/ସୁପାରିସ ପ୍ରକ୍ରିୟା ଗତ ମେ ପହିଲାଠାରୁ ଆରମ୍ଭ ହୋଇଛି । ଏହ ପ୍ରକ୍ରିୟା ଚଳିତବର୍ଷ ସେପ୍ଟମ୍ବର 15 ଯାଏଁ ଚାଲୁ ରହିବ । ଆସନ୍ତା ବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ଏହି ପୁରସ୍କାର ଘୋଷଣା କରାଯିବ ।…
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଗରିବ ଓଡିଆଙ୍କ ପାଇଁ ସଂଜିବନୀ:ସମୀର ମହାନ୍ତି
ଦେଶର ୮୦ କୋଟିରୁ ଉର୍ଧ୍ଵ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ୫ ମାସ ପର୍ଯ୍ୟନ୍ତ ବୃଦ୍ଧି କରିବା ପ୍ରସଙ୍ଗ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ରାଜ୍ୟସଭାପତି
ଭୁବନେଶ୍ୱର,(ଶାସକ ପ୍ରଶାସକ) : ଗରିବ, କୃଷକ ଏବଂ ଶ୍ରମିକ ସମେତ ଦେଶର ୮୦…
ସରକାରଙ୍କର ଜନବିରୋଧୀ ପେଟ୍ରୋଲ୍ ଏବଂ ଡିଜେଲ ଦର ବୃଦ୍ଧି ବିରୁଦ୍ଧରେ ଆମ୍ ଆଦମୀ ପାର୍ଟିର ରାଜ୍ୟବ୍ୟାପି ବିକ୍ଷୋଭ ।
ଭୁବନେଶ୍ୱର (ଶାସକ ପ୍ରଶାସକ) : ସରକାରଙ୍କର ଜନବିରୋଧୀ ପେଟ୍ରୋଲ୍ ଏବଂ ଡିଜେଲ ଦର ବୃଦ୍ଧି ବିରୁଦ୍ଧରେ ଆମ୍ ଆଦମୀ ପାର୍ଟିର ରାଜ୍ୟବ୍ୟାପି ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ଦଳ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, କେନ୍ଦ୍ର ସରକାର କରୋନା ମହାମାରୀ ନାମରେ ତୈଳ ଦର ଅହେତୁକ ଭାବରେ ବଢ଼ାଇ…