ବୁଗୁଡ଼ାରେ ୧୭ ପଜିଟିଭ : ୧୬ ଜଣ ପୋଲିସ ଓ ଜଣେ ମହିଳା

ଜୁଲାଇ ୭ ତାରିଖରୁ ୧୦ ଦିନ ପାଇଁ ବୁଗୁଡା ସହର ସଟ୍ ଡାଉନ ବୁଗୁଡା(ଡଃ କୁମୁଦ ଚନ୍ଦ୍ର ବେହେଋା)- ବୁଗୁଡା ସହରରେ ପୋଲିସ ବାହିନୀ, ଅଗ୍ନିଶମ ବିଭାଗ, ବ୍ଲକ ଜେଇ ଙ୍କ ସମେତ ସାଧାରଣ ଜନତାଙ୍କ ନିକଟରେ କରୋନା ପଜିଟିଭ ଚିହ୍ନଟ ପରେ ପ୍ରଶାସନ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ତପ୍ତରତା ପ୍ରକାଶ…

କୋଟାରେ ସିଜିଡି ପ୍ରକଳ୍ପର ଅଗ୍ରଗତି ନେଇ ଲୋକସଭା ବାଚସ୍ପତିଙ୍କ ସହ ମିଳିତ ଭାବେ ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ…

 ଚଳିତବର୍ଷ ଶେଷ ସୁଦ୍ଧା କୋଟାରେ ୧୦ ହଜାର ଘରକୁ ନୂଆ ପିଏନଜି ସଂଯୋଗ ନୂଆଦିଲ୍ଲୀ/ଭୁବନେଶ୍ୱର– ତୈଳ ରାଷ୍ଟ୍ରାୟତ ଉଦ୍ୟୋଗ ସହଯୋଗରେ ରାଜସ୍ଥାନ କୋଟାରେ କ୍ରିୟାନ୍ୱିତ ହେଉଥିବା ସିଟି ଗ୍ୟାସ ବିତରଣ(ସିଜିଡି) ପ୍ରକଳ୍ପର ଅଗ୍ରଗତି ନେଇ ନୂଆଦିଲ୍ଲୀରୁ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ସହ…

ବାରିପଦା ଉପଜିଲ୍ଲାପାଳ ଦାୟିତ୍ୱ ଗ୍ରହଣ କଲେ ପି ଅନ୍ୱେଷା ରେଡ୍ଡୀ

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ଉପଖଣ୍ଡର ଉପଜିଲ୍ଲାପାଳ ଏବଂ ବାରିପଦା ଦେବୋତ୍ତର ବିଭାଗର ନିର୍ବାହୀ ଅଧିକାରୀ ଭାବେ ଆଜି ଦାୟିତ୍ୱ ଗ୍ରହଣ କଲେ ୨୦୧୭ ବ୍ୟାଚ ଆଇଏଏସ୍ ପି ଅନ୍ୱେଷା ରେଡ୍ଡୀ । ଶ୍ରୀମତୀ ରେଡ୍ଡୀ ଆଜି ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କୁ ତାଙ୍କର ବାସଭବନ…

ବଢୁଛି କରୋନା କାୟା , ଲୋକ ଏଠି ବେପରୁଆ 

ସାପ୍ତାହିକ ବଜାର ସମେତ ଧର୍ମଗଡର ଅନେକ ସ୍ଥାନରେ ସାମାଜିକ ଦୁରତ୍ବ ମାନୁ ନାହାନ୍ତି ଲୋକ ଧର୍ମଗଡ଼ /ସୁଶାନ୍ତ ରାଉତ : ରାଜ୍ୟରେ କରୋନା ସ୍ଥିତି ଗମ୍ଭୀର ଋପ ନେଉଥିବାବେଳେ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ବଢ଼ି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରଶାସନ ତରଫରୁ ଏହାକୁ ପ୍ରତିହତ କରିବା ପାଇଁ…

ସେଞ୍ଚୁରିଅନ୍ ପବ୍ଲିକ ସ୍କୁଲରେ ଭରଚୁଆଲ୍ ପୁରସ୍କାର ବଣ୍ଟନ କାର୍ଯ୍ୟକ୍ରମ

 ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ସେଞ୍ଚୁରିଅନ୍ ପବ୍ଲିକ ସ୍କୁଲରେ ଭରଚୁଆଲ୍ ପୁରସ୍କାର ବଣ୍ଟନ କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଭଳି ଭରଚୁଆଲ୍ ପୁରସ୍କାର ବଣ୍ଟନ କାର୍ଯ୍ୟକ୍ରମ ଏହି ପବ୍ଲିକ ସ୍କୁଲ ତଥା ଗଜପତି ଜିଲ୍ଲାରେ ପ୍ରଥମ ଥର ପାଇଁ…

ଆକ୍ସିଡେ଼ଣ୍ଟ ମନିଟରିଂ ସିଷ୍ଟମ୍ ଶୀର୍ଷକ ଅନ-ଲାଇନ୍ ସେବାର ଶୁଭାରମ୍ଭ 

  କାରଖାନାଗୁଡ଼ିକରେ ଘଟୁଥିବା ଦୁର୍ଘଟଣାର ଯୋଇପାରିବ ସଠିକ ରିପୋର୍ଟିଂ ଏବଂ ଟ୍ରାକିଂ ଭୁବନେଶ୍ୱର (ଶାସକ ପ୍ରଶାସକ) ରାଜ୍ୟରେ ଥିବା କାରଖାନାଗୁଡ଼ିକରେ ଘଟୁଥିବା ଦୁର୍ଘଟଣାର ସଠିକ ରିପୋର୍ଟିଂ ଏବଂ ଟ୍ରାକିଂ ପାଇଁ ରାଜ୍ୟ ସରକାରଙ୍କର ଗ୍ରାମୀଣ ଉନ୍ନୟନ ତଥା ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା…

ବାହାଘରରେ ରକ୍ତଦାନ ଶିବିର 

 ବରଗଡ :- ଆଜି ନିଷ୍ଠା ପରିବାର ର ସକ୍ରିୟ ସଦସ୍ୟ ଅଶୋକ ସାହୁ ଏବଂ କ୍ରିଷ୍ନା ସାହୁ ଙ୍କ ବିବାହ ମହୋତ୍ସବ ଅବସରରେ ନିଷ୍ଠାପରିବାର ତରଫରୁ ଏକ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର ଖଣ୍ଡହଥା ଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ନବ ଦମ୍ଫତ୍ତି ଙ୍କ ସମେତ ସର୍ବମୋଟ ୨୧ ଜଣ ରକ୍ତଦାତା ରକ୍ତ ଦାନ…

“ମୋ ସରକାର”ର ସୁଫଳ : ଦିନକରେ ମିଳିଲା ପଟ୍ଟା 

ଝାରସୁଗୁଡ଼ା/ ସୁବାଷ ସାହରେ : ଝାରସୁଗୁଡ଼ା ଜିଲ୍ଲା ଲଇକେରା ତହସିଲରେ "ମୋ ସରକାର" ଯୋଜନା ଯୋଗୁଁ ଆବେଦନର ଦିନକ ଭିତରେ ଜମିପଟ୍ଟା ମିଳିପାରୁଛି । ମୋ ସରକାର ଯୋଜନା ଲାଗୁ ହେବା ଦ୍ୱାରା ଲଇକେରା ତହସିଲ ପକ୍ଷରୁ ବର୍ତ୍ତମାନ ଗୋଟିଏ ଦିନରେ ଜମିପଟ୍ଟା ମିଲି ପାରୁଛି । ବର୍ତ୍ତମାନ ତହସିଲରେ…

ରେଜିଷ୍ଟ୍ରେସନର ଏକା ଦିନରେ ପଟ୍ଟା, ମାତ୍ର କେଇ ଘଂଟାରେ 

ପାଇକମାଳ (ଶାସକ ପ୍ରଶାସକ) : ସମୟ ପରିବର୍ତ୍ତନଶୀଳ। ଏହା ସହ ତାଳ ଦେଇ ଦିନକୁ ଦିନ ପ୍ରଶାସନିକ କାର୍ଯ୍ୟ ମଧ୍ୟ  ପରିବର୍ତ୍ତିତ ହେଉଛି। ଦିନ ଥିଲା ରେଜିଷ୍ଟ୍ରି ଭୁକ୍ତ ଜମି ପଟ୍ଟା ପାଇବା ପାଇଁ ଲୋକଙ୍କୁ ଧାଇଁ ଧାଇଁ ନୟାନ୍ତ ହେବାକୁ ପଡୁଥିଲା। ହେଲେ ଆଜି ବରଗଡ଼ ଜିଲ୍ଲା ପାଇକମାଲ ତହସିଲଦାର…

ଆଜି  ସୁସ୍ଥ ହେଲେ ୨୦୩ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ୱର (ଶାସକ ପ୍ରଶାସକ) ଆଜି ରାଜ୍ୟରେ ସୁସ୍ଥ ହୋଇଛନ୍ତି ୨୦୩ ଜଣ କରୋନା ଆକ୍ରାନ୍ତ | ସେମାନେ ସମସ୍ତେ ସୁସ୍ଥ ହୋଇ ଆଜି ଡାକ୍ତରଖାନାରୁ ଛାଡ ପାଇଛନ୍ତି | ଫଳରେ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୫୭୦୫ ରେ ପହଁଚିଲା |  ଆଜି ଆକ୍ରାନ୍ତଙ୍କ ମଧ୍ୟରେ ୩୮ ଜଣ  ଗଂଜାମରୁ , ୩୭ଜଣ…