Sign in
Sign in
Recover your password.
A password will be e-mailed to you.
ଭୁବନେଶ୍ୱରରେ ୪୫ କରୋନା, ଦେଖନ୍ତୁ କେଉଁକେଉଁ ଅଂଚଳରୁ
ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ ଅଂଚଳରୁ ଆଜି ଚିହ୍ନଟ ହୋଇଛନ୍ତି ୪୫ ନୂଆ କରୋନା ପଜିଟିଭ | ସେମାନଙ୍କ ମଧ୍ୟରୁ ୩୭ ଜଣ କ୍ଵାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୮ ଜଣ ସାଧାରଣ ଅଂଚଳରୁ ଚିହ୍ନଟ ହୋଇଛନ୍ତି | ଦେଖନ୍ତୁ କେଉଁ କେଉଁ ଅଂଚଳରୁ ଚିହ୍ନଟ ଦେଖନ୍ତୁ |
ଅନଲାଇନରେ ରାଜ୍ୟପାଳଙ୍କ ନିକଟରେ କରିପାରିବେ ଅଭିଯୋଗ
ରାଜଭବନରେ ଅନଲାଇନ ସାଧାରଣ ଅଭିଯୋଗ ପ୍ରତିକାର ପ୍ରକ୍ରିୟାର ପ୍ରଚଳନ ।
ଭୁବନେଶ୍ୱର(ଶାସକ ପ୍ରଶାସକ) ; ସାଧାରଣ ଅଭିଯୋଗଗୁଡ଼ିକର ସମାଧାନ ଓ ଶୀଘ୍ର ନ୍ୟାୟ ପ୍ରଦାନ ଲକ୍ଷ୍ୟରେ ଆଗାମୀ ଜୁଲାଇ ୬ ତାରିଖରୁ ଓଡ଼ିଶା ରାଜଭବନରେ ଅନଲାଇନ ସାଧାରଣ ଅଭିଯୋଗ ପ୍ରତିକାର ପ୍ରକ୍ରିୟା ପ୍ରଚଳିତ ହେଉଛି ।…
କାଉଡ଼ିଆଙ୍କୁ ମନ୍ଦିର ମନା, ଏଥର ବୋଲ ବମ ବନ୍ଦ : ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଦେଲେ ସୂଚନା
ଭୁବନେଶ୍ୱର (ଶାସକ ପ୍ରଶାସକ) ରାଜ୍ୟରେ ଏ ବର୍ତ୍ତମାନ କରନା ସ୍ଥିତି ଯେଉଁ ପରିସ୍ଥିତିରେ ଅଛି ସେହି ପରିପ୍ରେକ୍ଷୀରେ ରାଜ୍ୟର ସମସ୍ତ ଦେବାଳୟ ଆସନ୍ତା ଜୁଲାଇ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ସରକାର ଜୁନ ୩୦ ତାରିଖ ଦିନ ଘୋଷଣା କରିଛନ୍ତି | ତେଣୁ ଏ ବର୍ଷର କାଉଡିଆ ଯାତ୍ରା ଓ ଓ ବିଭିନ୍ନ…
କେବଳ ବୟସ୍କ ନୁହନ୍ତି, ଯୁବକଙ୍କ ମୁଣ୍ଡ ବି ନେଲାଣି କରୋନା
ଆଜି ଦିନକରେ ଗଡ଼ିଲା ପାଂଚ : ବର୍ତ୍ତମାନ ସୁଦ୍ଧା ୩୪
ଭୁବନେଶ୍ୱର(ଶାସକ ପ୍ରଶାସକ) କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ପାଣି ଭଳି ବହୁଥିବା ବେଳେ ଧୀରେ ଧୀରେ କରୋନା ଗୋଟିଏ ପରେ ଗୋଟିଏ ମୁଣ୍ଡ ଗଡ଼ାଇ ଚାଲିଛି | ଆଜି ଗୋଟେ ଦିନରେ ରାଜ୍ୟରେ କରୋନା ଆଉ ୫ ଜଣଙ୍କର ଜୀବନ ନେଇଛି । ଗତ ୨୪…
ଗଂଜାମ ବଢ଼ାଇଛି ଚିନ୍ତା , ଦୁଇ ଆଇଏଏସଙ୍କୁ ସ୍ୱତନ୍ତ୍ର ଏଡ଼ିଏମ ଭାବେ ନିଯୁକ୍ତି
ଭୁବନେଶ୍ୱର(ମାନସୀ ମିଶ୍ର): ଗଂଜାମ ଜିଲ୍ଲାରେ କରୋନାର କାୟା ବ୍ୟାପୁଥିବା ବେଳେ ରାଜ୍ୟ ସରକାର ଆଜି ନେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି | କରନା ଲଢ଼େଇକୁ ଅଧିକ ବ୍ୟବସ୍ଥିତ ଢଙ୍ଗରେ ଆଗେଇ ନେବା ପାଇଁ ଦୁଇଜଣ ଯୁବ ଆଇଏଏସ ଅଫିସରଙ୍କୁ ଦେଇଛନ୍ତି ସ୍ୱତନ୍ତ୍ର ନିଯୁକ୍ତି | ସେମାନେ ହେଲେ…
ଟିଟିଲାଗଡର ଉପ ଜିଲ୍ଲାପାଳ ଭାବେ ଯୋଗ ଦେଲେ ସୋମେଶ ଉପାଧ୍ୟାୟ
ଟିଟିଲାଗଡ ( ଗୌରବ ଦର୍ଜି)-ଟିଟିଲାଗଡର ଉପ ଜିଲ୍ଲାପାଳ ଓ ପୌରପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ମଧ୍ୟ ଦାୟିତ୍ଵ ଗ୍ରହଣ କରିଛନ୍ତି ୨୦୧୭ ବ୍ୟାଚର ଯୁବ ଆଇଏସ୍ ଅଫିସର ଶ୍ରୀ ସୋମେଶ କୁମାର ଉପାଧ୍ୟାୟ।
ଶ୍ରୀ ଉପାଧ୍ୟାୟ ଓମଫେଡର ମହାପ୍ରବନ୍ଧକ ଭାବେ ସଫଳତାର ସହ କାର୍ଯ୍ୟ କରିବା ସହ…
ଖମାର ବନାଞ୍ଚଳ ପକ୍ଷରୁ ୭୨ତମ ବନମହୋତ୍ସବ
(ପାଲଲହଡ଼ା/ ସୁଶାନ୍ତ କୁମାର ବେହେରା): ଅନୁଗୋଳ ଜିଲ୍ଲା ପାଲଲହଡ଼ା ବ୍ଲକ ଅନ୍ତର୍ଗତ କୁଂଜାମ୍ ଗ୍ରାମପଚାଂୟତ ସାନଧଉରାଗୋଠ ଗ୍ରାମରେ ଖମାର ବନାଞ୍ଚଳ ପକ୍ଷରୁ ୭୨ତମ ବନମହୋତ୍ସବ ସପ୍ତାହ ପାଳନ କରାଯାଇଛି । ଏହି ଅବସରରେ ଲୋକପ୍ରିୟ ଯୁବନେତା ,ସମାଜସେବୀ ତଥା ୨୪ ନମ୍ବର ଜୋନ୍ ଜିଲ୍ଲା ପରିଷଦ…
ଆଜି ବି ୪୯୫ ଜଣ କରୋନା ପଜିଟିଭ : ଗଂଜାମର ଡବଲ ସେଞ୍ଚୁରୀ, ଖୋର୍ଧାର ହାପ
ଭୁବନେଶ୍ୱର (ଶାସକ ପ୍ରଶାସକ) : ଆଜି ବି ରାଜ୍ୟରେ ୪୯୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ସେମାନଙ୍କ ମଧ୍ୟରୁ କ୍ଵାରେଣ୍ଟାଇନରୁ ୩୫୫ ଜଣ ଚିହ୍ନଟ ହୋଇଥିବା ବେଳେ ଉଦବେଗଜନକ ଭାବେ ୧୪୦ ଜଣ ଚିହ୍ନଟ ହୋଇଛନ୍ତି ସର୍ବସାଧାରଣ ଅଂଚଳରୁ | ଫଳରେ ମୋଟ ପଜିଟିଭଙ୍କ ସଂଖ୍ୟା ୮୬୦୧ରେ ପହଂଚି…
ବହୁତ କିଛି ହୋଇଛି, ଅନେକ କିଛି ପଦକ୍ଷେପ ମିଳିତ ଭାବେ ନେବାର ଆବଶ୍ୟକତା ଅଛି : ମନ୍ତ୍ରୀ ଟୁକୁନି ସାହୁ
"ଓଡ଼ିଶାରେ ବାଲ୍ୟବିବାହର ଅନ୍ତ' ଶୀର୍ଷକ ୱେବନାଇର
ଜାତୀୟ ସ୍ତରରେ ବାଲ୍ୟବିବାହ ହାର ରହିଛି ୨୬.୮
ରାଜ୍ୟରେ ଗତ ୧୦ ବର୍ଷରେ ୧୬ପ୍ରତିଶତ କମି ରହିଛି ୨୧.୩%ରେ
ବାଳିକା ଏବଂ ମହିଳାମାନଙ୍କ ଶିକ୍ଷା, ଦକ୍ଷତା ବିକାଶ, ସ୍ୱାସ୍ଥ୍ୟ ଏବଂ ଜୀବନଜୀବିକାର ଅଭିବୃଦ୍ଧି ଦ୍ୱାରା…
ସରିଲା ଅଧର ପଣା
ପୁରୀ : ତିନି ରଥରେ ସମ୍ପନ୍ନ ହେଲା ଅଧରପଣା ବିଧି । ତ୍ରୟୋଦଶୀ ତିଥିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଅଧର ପଣା ଭୋଗ ଲଗାଯିବା ପରମ୍ପରା ରହିଥିବା ବେଳେ ମଧ୍ୟାହ୍ନ ଧୂପ ବଢିବା ପରେ ଅଧର ପଣା ନୀତି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ସନ୍ଧ୍ୟା ୮ଟାରେ ଅଧର ପଣା ଭୋଗ ଲଗାଯିବା…