ଭୁବନେଶ୍ୱର : ପୂର୍ବତଟ ରେଳପଥ ଚଳାଇବ ସ୍ୱତନ୍ତ୍ର ଟ୍ରେନ I ୫ ସେପ୍ଟେମ୍ବର ଆସନ୍ତାକାଲି ସନ୍ଧ୍ୟା ୫ ଘଟିକାରେ ବିଭିନ୍ନ ଷ୍ଟେସନରୁ ଟ୍ରେନ ଚଳାଚଳ କରିବ I ସେହି ଟ୍ରେନ ଗୁଡିକ ହେଲା ଅନୁଗୁଳ ରୁ କଟକ, ବ୍ରହ୍ମପୁର ରୁ କଟକ, ପାରାଦୀପ ରୁ କଟକ, କେନ୍ଦୁଝର ରୁ କଟକ, ବାଲେଶ୍ୱର ରୁ କଟକ (ଛାଡିବା ସମୟ କିଛିସମୟ ପରେ ସ୍ଥିର କରାଯିବ), ରାଉରକେଲା ରୁ ସମ୍ବଲପୁର, କଣ୍ଟାବାଞ୍ଜି ରୁ ସମ୍ବଲପୁର, ଇଚ୍ଛାପୂରମ ରୁ ବିଶାଖାପାଟଣା | ୫ ତାରିଖ ସନ୍ଧ୍ୟାରେ କଟକ, ସମ୍ବଲପୁର ଓ ବିଶାଖାପାଟଣା ଷ୍ଟେସନ ମାନଙ୍କ ଠାରେ ପହଞ୍ଚିଯିବ I ପରୀକ୍ଷା ୬ ତାରିଖ ସକାଳେ ଅଛି I