Sign in
Sign in
Recover your password.
A password will be e-mailed to you.
ହଜାରେ ଟଙ୍କା କୋଉଠୁ ଆଇଲା , ବୁଝି ହେଉନି ହିସାବ
ଭୁବନେଶ୍ୱର (ଶାସକ ପ୍ରଶାସକ) : "ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odishaଙ୍କ ନିର୍ଦ୍ଦେଶକ୍ରମେ ଆନୁଷ୍ଠାନିକ କ୍ୱାରାଣ୍ଟାଇନକୁ ସଫଳତାର ସହ ପୁରା କରିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ୨,୦୦୦ ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ଦିଆଯାଉଛି। ଏ ବାବଦରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ…
ସରକାରୀ ଗୋଷ୍ଠୀ କେନ୍ଦ୍ରରେ ତିନିଗୋଟି ଗୃହ ଲୋକାର୍ପିତ
http://www.youtube.com/watch?v=SUbr9f2Ml34
ପାଲଲହଡ଼ା/ସୁଶାନ୍ତ କୁମାର ବେହେରା : ଅନୁଗୋଳ ଜିଲ୍ଲାର ପାଲଲହଡ଼ା ବ୍ଲକ ଅନ୍ତର୍ଗତ ଖମାର ଠାରେ ଥିବା ସରକାରୀ ଗୋଷ୍ଠୀ କେନ୍ଦ୍ରରେ ନିର୍ମିତ ତିନିଗୋଟି ଗୃହ ଲୋକାର୍ପିତ ହୋଇଯାଇଛି । ପାଲଲହଡ଼ା ବିଧାୟକ ଶ୍ରୀ ମୁକେଶ କୁମାର ପାଳ ଏହି…
ମହେନ୍ଦ୍ର ବନାଞ୍ଚଳ ପକ୍ଷରୁ ୭୧ତମ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ରାୟଗଡା ବ୍ଲକର ଡେକୁ ସାହି ଠାରେ ମହେନ୍ଦ୍ର ବନାଞ୍ଚଳ ପକ୍ଷରୁ ୭୧ତମ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ। ଏହି ଅବସରରେ ମହେନ୍ଦ୍ର ବନାଞ୍ଚଳ ଅଧିକାରୀ କବିନା ପରିଚ୍ଛା ଓ ସ୍ଥାନୀୟ ସମିତି ସଭ୍ୟ ମାଫିଏଲ ସ୍ୱାଲସିଙ୍ଗ ଉପସ୍ଥିତରେ…
ହ୍ଵାଟ୍ସଆପ ମାଧ୍ୟମରେ ଲୋକାର୍ପଣ ହେଲା ବିଚିତ୍ରାନନ୍ଦ ବେବର୍ତ୍ତାଙ୍କ “କଣ୍ଟା ଓ ଫୁଲ “
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବିଚିତ୍ରାନନ୍ଦ ବେବର୍ତ୍ତାଙ୍କ ଚତୁର୍ଥ ଅର୍ଘ୍ୟ ଗଳ୍ପ ସଂକଳନ "କଣ୍ଟା ଓ ଫୁଲ " ଶୁକ୍ରବାର ଦିନ ପୂର୍ବାହ୍ନ ରେ ନିଜଘରେ ସାନଝିଅ ନିୟତି ବେବର୍ତ୍ତାଙ୍କ ଦ୍ୱାରା ଲୋକାର୍ପିତ ହୋଇଯାଇଛି।
କୋଭିଡ -୧୯ କଟକଣା ଯୋଗୁଁ ସମ୍ପୂର୍ଣ୍ଣ ନିଡ଼ାମ୍ବର ଭାବେ…
ବଣ ମଇଁଷି ଆତଙ୍କ, ୩ ଆହତ
ଝାରବନ୍ଧ-ମନୋହର ଦାଶ :ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ପଞ୍ଚାୟତ ଅଧିନସ୍ତ ବିଜରାଭଟା ଓ ନୂଆପଡା ଗାଁ ରେ ବଣମଇଁଷି ଆକ୍ରମଣ ରେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ମାନେ ନୂଆପଡା ଗ୍ରାମ ର ବିରଞ୍ଚି ନାଏକ ଏବଂ ବିଜରାଭଟା ଗ୍ରାମ ର ନୁରା ପୋଢ଼ ଓ ଗୋପତ ଜଗତ । ସେମାନଙ୍କୁ ଚିକତ୍ସା…
ସଂକ୍ରମିତ ଚିହ୍ନଟ ହୋଇଥିବା ଟିଏମସି ଅଂଚଳ ବୁଲି ଦେଖିଲେ ଉପଜିଲ୍ଲାପାଳ
ଟିଏମସିରେ ରହୁଥିବା ସବୁ ବ୍ୟକ୍ତିଙ୍କ ହେବ ସ୍ୱାବ ଟେଷ୍ଟ
ବରଗଡ(ଶାସକ ପ୍ରଶାସକ) :ବରଗଡ ଜିଲ୍ଲାରେ କ୍ରମାଗତ ଭାବରେ କୋରୋନା ସଂକ୍ରମିତ ଙ୍କର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଅବଶ୍ୟ ଆଜି ଜିଲ୍ଲାରେ ମାତ୍ର ଦୁଇ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସରକାରଙ୍କ ଘୋଷଣା ଅନୁଯାୟୀ ଆଜି…
ସମ୍ବଲପୁର ସଟ୍ ଡାଉନ
ସମ୍ବଲପୁର(ରମାକାନ୍ତ ବିଶ୍ୱାଳ) :ସମ୍ବଲପୁର ଜିଲ୍ଲାରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରବିବାର ସମ୍ବଲପୁର ଜିଲ୍ଲାକୁ ସଟ୍ ଡାଉନ ଘୋଷଣା କଲେ ଜିଲ୍ଲାପାଳ ସୁଭମ ସକ୍ସସେନା ।
http://www.youtube.com/watch?v=n3oVEOYTNsY
ସୁସ୍ଥ ହେଲେ ୨୨୯ ଜଣ
ଭୁବନେଶ୍ୱର (ଶାସକ ପ୍ରଶାସକ) : ଆଜି ରାଜ୍ୟରେ ସୁସ୍ଥ ହୋଇଛନ୍ତି ୨୨୯ ଜଣ | ମୋଟ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ପହଁଚିଲା ୫୯୩୪ରେ | ଆଜି ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ୯୧ଜଣ ଗଂଜାମରୁ, ୨୯ଜଣ ଖୋର୍ଦ୍ଧାରୁ, ୨୬ଜଣ ଗଜପତିରୁ, ୧୫ଜଣ ଝାରସୁଗୁଡ଼ାରୁ,୧୨ଜଣ ବଲାଙ୍ଗୀରରୁ,…
ଦେଖନ୍ତୁ ପ୍ରଭୁଙ୍କ ନୀଳାଦ୍ରି ବିଜେ
http://www.youtube.com/watch?v=bWam3zKBRtI&feature=youtu.be
ଶକ୍ତି କ୍ଷେତ୍ରରେ ବିନିଯୋଗ ପୁଞ୍ଜିର ସୁଧ ହାର ହ୍ରାସ ପାଇଁ ଓଡ଼ିଶାର ଦାବି
ଭୁବନେଶ୍ୱର(ଶାସକ ପ୍ରଶାସକ): ଶକ୍ତି କ୍ଷେତ୍ରରେ ବିନିଯୋଗ ପୁଞ୍ଜିର ସୁଧ ହାରକୁ ହ୍ରାସ କରିବାକୁ ଦେଶର ସମସ୍ତ ରାଜ୍ୟର ଶକ୍ତି ମନ୍ତ୍ରୀମାନଙ୍କୁ ନେଇ ଆୟୋଜିତ ଭିଡ଼ିଓ କନ୍ଫରେନ୍ସରେ ଓଡ଼ିଶା ତା'ର ଦାବି ଉପସ୍ଥାପିତ କରିଛିା ଗତକାଲି କେନ୍ଦ୍ର ଶକ୍ତିମନ୍ତ୍ରୀ ଆର୍.କେ. ସିଂଙ୍କ ଅଧ୍ୟକ୍ଷତାରେ…