ବନ୍ୟା ବିପନ୍ନଙ୍କ ପାଇଁ ୩୦୦ କୋଟିର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର: ନିକଟରେ ରାଜ୍ୟରେ ସଂଘଟିତ ହୋଇଥିବା ବନ୍ୟାରେ ପ୍ରଭାବିତ ଚାଷୀମାନଙ୍କ ପାଇଁ ୩୦୦ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ପ୍ୟାକେଜ  ସେମାନଙ୍କର ଜୀବିକା ନିର୍ବାହ ଲାଗି ପ୍ରଦାନ କରାଯିବ ବୋଲି ଜଣାପଡିଛି |  ଆଜି…

ଆୟୁଷ୍ମାନ ଅଦାଲତରେ : ଓଡିଶା ସମେତ ୪ ରାଜ୍ୟଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ 

New Delhi (Shasak Prashasak) : କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ  ଆୟୁଷ୍ମାନ ଯୋଜନା ଲାଗୁ କରି ନଥିବା ପ୍ରସଙ୍ଗରେ ଏକ ଯାଚିକାରର ବିଚାର କରି ସୁପ୍ରିମକୋର୍ଟ    ଶୁକ୍ରବାର ଦିନ ଓଡିଶା, ତେଲେଙ୍ଗାନା, ଦିଲ୍ଲୀ (କେନ୍ଦ୍ର ଶାସିତ ଅଂଚଳ ) ଏବଂ ପଶ୍ଚିମବଙ୍ଗକୁ ନୋଟିସ୍ ଜାରି କରିଛନ୍ତି…

ସଫେଇ କର୍ମଚାରୀଙ୍କ ପାଇଁ  ‘ଗରିମା’ : ୫୦ କୋଟିର କର୍ପସ ପାଣ୍ଠି

ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କଲେ ଏହି  ନୂତନ କାର୍ଯ୍ୟକ୍ରମ  ସଫେଇ କର୍ମଚାରୀଙ୍କ ପାଇଁ ରାଜ୍ୟ କମିଶନ ଗଠନ କରାଯିବ  -  ମୁଖ୍ୟମନ୍ତ୍ରୀ ଶିକ୍ଷା, ସ୍ବାସ୍ଥ୍ୟ ଏବଂ ଗୃହନିର୍ମାଣ ପାଇଁ ମିଳିବ ସହାୟତା ଭୁବନେଶ୍ୱର (ଶାସକ ପ୍ରଶାସକ) : ରାଜ୍ୟର ସଫେଇ କର୍ମଚାରୀ ମାନଙ୍କ କଲ୍ୟାଣ ପାଇଁ…

ବୀର ପୁଅକୁ ହରାଇ କାନ୍ଦିଲା ସାନଭଦୁଆ 

http://www.youtube.com/watch?v=uh9cHFZVelg ଭିଜା ଆଖିରେ ବିଦାୟ ଦେଲେ ଗାଁଲୋକେ- ଆତ୍ମୀୟ ସ୍ୱଜନ  ରାଷ୍ଟ୍ରୀୟ ମର୍ଯ୍ୟାଦା ସହ  ଶହୀଦ୍ ସୁଧୀରଙ୍କର ପାର୍ଥିବ ଶରୀର ହେଲା ପଞ୍ଚମହାଭୁତରେ ବିଲିନ  ବାରିପଦା(ଦିଲ୍ଲୀପ ମହାନ୍ତି ) :  ଗତ ୯ତାରିଖରେ ମାଓବାଦୀ ମୁକାବିଲା ନିମନ୍ତେ…

ଭକ୍ତି ଓ ନିଷ୍ଠାର ସହ ପୁଅ ଜୀଉନ୍ତିଆ ଓଷା ପାଳିତ

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ :– ସମ୍ବଲପୁର ଜିଲ୍ଲା ରେଢାଖୋଲ  ସହର ସମେତ  ପୁରପଲ୍ଲୀରେ ମଧ୍ୟ ପୁଅ ଜୀଉନ୍ତିଆ ଓଷା ପାଳିତ ହୋଇଯାଇଛି । ପୁଅ ମାନଙ୍କର ମଙ୍ଗଳ କାମନା କରି ମା’ ମାନେ ଆଶ୍ୱିନ କୃଷ୍ଣପକ୍ଷ ଅଷ୍ଟମୀରେ ନିର୍ଜଳା ଉପବାସ କରି ଏ ବ୍ରତ ପାଳନ କରିଥାଆନ୍ତି…

“କରୋନା ଭାଇରସ ଆଉ ନାହିଁ, ଶେଷ ହୋଇଗଲାଣି” 

ବିଶାଳ ରାଲିରେ ଘୋଷଣା କଲେ ପଶ୍ଚିମବଙ୍ଗ  ବିଜେପି ସଭାପତି ଦିଲୀପ ଘୋଷ  କୋଲକାତା :  "କରୋନା ଖତମ ହେଇସାରିଲାଣି | କରୋନା ଆଉ  ନାହିଁ |" ସମଗ୍ର ଦେଶରେ ଏବେ ଦିନକୁ ପାଖାପାଖି ଲକ୍ଷେ ଆକ୍ରାନ୍ତ ଚିହ୍ନଟ ହେଉଥିବା ତଥା ୧୧୦୦ରୁ ଅଧିକ ଲୋକ ମାରୁଥିବା ବେଳେ ଏଭଳି ସମ୍ବେଦନଶୀଳ ଓ …

ଦେଶ ସହ ତାଳ ଦେଇ ରାଜ୍ୟରେ ଲଗାମଛଡା ଭାବେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା 

୨୪ ଘଣ୍ଟା ଭିତରେ ଦେଶରେ ଛୟାନବେ ଉପରେ, ରାଜ୍ୟରେ ଚାରି ହଜାର ପାଖାପାଖି  ଦେଶରେ ପ୍ରାଣ ହରାଇଲେ ୧୨୦୯, ରାଜ୍ୟରେ ୧୧  ନୂଆଦିଲ୍ଲୀ (ଶାସକ ପ୍ରଶାସକ) :  ଆଜି ବି ଲଗାମ ଛଡ଼ା ହୋଇଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଉ କରୋନା ମୃତ୍ୟ | ଗତ ୨୪ ଘଣ୍ଟା ଭିତରେ ସାରା ଦେଶରେ 96,551   କୋଭିଡ…

ବେଆଇନ କ୍ରସର ଉପରେ ପ୍ରଶାସନିକ ଛାଟ, ଲକ୍ଷାଧିକ ଟଙ୍କାର ଲଘୁ ଖଣିଜ ସମ୍ପଦ ଜବତ

ବାରିପଦା(Dillip Mohanty)- ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ବିଭିନ୍ନ ମହଲରୁ ତୀବ୍ର ସମାଲୋଚନାର ଶିକାର ହେବା ପକ୍ରେିଛି ଦିନ ହେବ ସକ୍ରିୟ ହୋଇ ଉଠିଛି । ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ ନିଦେ୍ର୍ଧଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ବିବେକାନନ୍ଦ ସାହୁଙ୍କ ନେତୃତ୍ୱରେ ବିଭିନ୍ନ ତହସିଲ…

ଅଜଣା ରୋଗରେ ପ୍ରାଣ ହରାଇଲେଣି ୧୩ ଜଣ 

ଉଦାସୀନ ପ୍ରଶାସନ, ଗୁଣିଗାରେଡିରେ ଭରସାରେ ଯାଉଛି ଜୀବନ । ମାଲକାନଗିରି (ବି ଶ୍ରୀନିବାସ ପାତ୍ର) : ଚିକିତ୍ସା ବିଜ୍ଞାନ ଆଜି ବହୁ ଦୂରରେ ପହଂଚିଲାଣି | ଉନ୍ନତ ବିଜ୍ଞାନ କୌଶଳରେ ରୋଗ ନିରୂପଣ କରାଯାଉଛି |  ହେଲେ ଏବେବି  ଆଦିମ ଅଧିବାସୀ ଛାଡି ପାରୁ ନାହାନ୍ତି ଅନ୍ଧ ବିଶ୍ୱାସର ଉପଚାର |…

କରୋନା ମୃତକଙ୍କ ପିଲାଙ୍କୁ କିଟ୍‍ ବିଶ୍ୱବିଦ୍ୟାଳୟରେ ବିନାଦେୟରେ ଶିକ୍ଷା

କିଟରେ  ପଢ଼ିବା ପାଇଁ ୮ ଛାତ୍ରଛାତ୍ରୀ ମନୋନୀତ ଭୁବନେଶ୍ୱର,(ଶାସକ ପ୍ରଶାସକ) : କରୋନା ମହାମାରୀ ଓଡ଼ିଶାର ଜନଜୀବନକୁ ବିପର୍ଯ୍ୟସ୍ତ କରି ଦେଇଥିବା ବେଳେ ବର୍ତ୍ତମାନ ଦୁଃଖରେ ଥିବା କରୋନା ମୃତକଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଛି କିଟ୍‍ ବିଶ୍ୱବିଦ୍ୟାଳୟ । କିଟ୍‍ ଓ କିସ୍‍ ପ୍ରତିଷ୍ଠାତା…