ଏଏନଏମ ବଦଳିକୁ ନେଇ ଚାଲିଛି ଶସ୍ତା ରାଜନୀତି :କାର୍ଯକାରୀ ହୋଇ ପାରୁନାହିଁ ବଦଳି ଅଦେଶ

ବରଗଡ :- ଗତ ଅଗଷ୍ଟ ମାସ ଛବିଶ ତାରିଖ ଦିନ ପାଇକମାଲ ବ୍ଲକ ବୁକୁରାମୁଣ୍ଡା ସିଏଚସିର ଇଂଚାର୍ଜ ସ୍ଥାନୀୟ ତିନିଗୋଟି ଏଏନଏମ  ସେଣ୍ଟର ର ଏଏନଏମ  ଦିଦି ମାନଙ୍କର ବଦଳି ପାଇଁ ଚିଠି ନମ୍ବର 226 ଜାରି କରିଥିଲେ । ଏଥିରେ ବର୍ତମାନ ପାଇକମାଲ ସବସେଣ୍ଟରରେ କାର୍ଯରତ ଲିଲି ଦୀପଙ୍କୁ ପଲସଦା…

ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଆରମ୍ଭ 

ମୟୂରଭଞ୍ଜରୁ ୧୦ ପରୀକ୍ଷା କେନ୍ଦ୍ର ମାଧ୍ୟମରେ ୧ ହଜାର ୨୮୫ ପରୀକ୍ଷାର୍ଥୀ ପରୀକ୍ଷାରେ ଓ   ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାରେ ୫୧୬ ଛାତ୍ରଛାତ୍ରୀ ବସିଲେ ବାରିପଦା(ଦିଲ୍ଲୀପ ମହାନ୍ତି )-  ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ ସପ୍ଲିମଣ୍ଟୋରୀ…

 ୨୯ ତାରିଖରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ 

ଭୁବନେଶ୍ୱର (ଶାସକ ପ୍ରଶାସକ) :  ଷୋଡଶ ଓଡିଶା ବିଧାନସଭାର ଚତୁର୍ଥ ଅଧିବେଶନ ତଥା ବିଧାନସଭାର ବିଳମ୍ବିତ ମୌସୁମୀ ଅଧିବେଶନ ସେପ୍ଟେମ୍ବର ୨୯ ତାରିଖରୁ ଆରମ୍ଭ ହେବ | ଏହା ଅକ୍ଟୋବର ୭ ତାରିଖ ଦିନ ପର୍ଯ୍ୟନ୍ତ ଚାଲିବ | ଏଥିନେଇ ବିଧାନସଭା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି | ଏହି ଅଧିବେଶନରେ…

ସେଞ୍ଚୁରିଆନ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀଙ୍କ ଜେଇଇ ମେନ୍ ପରୀକ୍ଷାରେ ସଫଳତା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସଦ୍ୟ ପ୍ରକାଶିତ ଜେଇଇ ମେଇନ୍ ପରୀକ୍ଷାରେ ପାରଳାଖେମୁଣ୍ଡି ସ୍ଥିତ ସେଞ୍ଚୁରିଆନ୍ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ ମାନେ ବିଶେଷ ସଫଳତା ହାସଲ କରିଛନ୍ତି । ଏହି ବର୍ଷ ବିଦ୍ୟାଳୟର ୮ ଜଣ ଛାତ୍ର ଛାତ୍ରୀ ଜେଇଇ ଆଡ଼ଭାନ୍ସ (jee adv) ପାଇଁ କୃତକାର୍ଯ୍ୟ…

ପିଆଜ ଯିବନି ବାହାରକୁ : ରପ୍ତାନି ତୁରନ୍ତ ପ୍ରଭାବ ସହିତ ନିଷିଦ୍ଧ

ନୂଆଦିଲ୍ଲୀ(ସ୍ୱତନ୍ତ୍ର ପ୍ରତିନିଧି ) : ଦେଶରୁ ବାହାରକୁ ପିଆଜ ରପ୍ତାନି ଉପରେ ଲାଗିଲା ରୋକ | ବୈଦେଶିକ ବାଣିଜ୍ୟ ନିର୍ଦ୍ଦେଶାଳୟ (ଡିଜିଏଫଟି)  ଏ ସମ୍ପର୍କିତ ଏକ ବିଜ୍ଞପ୍ତି ପ୍ରକାଶ କରିଥିବା ଜଣାପଡିଛି| ସମସ୍ତ ପ୍ରକାରର ପିଆଜ ରପ୍ତାନି  ତୁରନ୍ତ ପ୍ରଭାବ ସହିତ ନିଷିଦ୍ଧ କରାଗଲା…

ପୂର୍ବତଟ ରେଳପଥର ନୂତନ ପ୍ରମୁଖ ମୁଖ୍ୟ କାର୍ମିକ ଅଧିକାରୀ 

ଭୁବନେଶ୍ୱର (ଶାସକ ପ୍ରଶାସକ) : ଭାରତୀୟ ରେଳବାଇ କାର୍ମିକ ସେବା 1987 ବ୍ୟାଚ୍ ର ବରିଷ୍ଠ ଅଧିକାରୀ ଶ୍ରୀ ତୁଷାର କାନ୍ତି ମଣ୍ଡଳ ପୂର୍ବତଟ ରେଳପଥର ପ୍ରମୁଖ ମୁଖ୍ୟ କାର୍ମିକ ଅଧିକାରୀ ଭାବେ ଯୋଗଦାନ କରିଛନ୍ତି I ପୂର୍ବତଟ ରେଳପଥରେ ଯୋଗଦାନ ପୂର୍ବରୁ ଶ୍ରୀ ମଣ୍ଡଳ ମୁମ୍ବାଇ ସ୍ଥିତ କେନ୍ଦ୍ରୀୟ…

କେରଜଙ୍ଗ ଓ ଜରପଡା ଷ୍ଟେସନ ମଧ୍ୟରେ ମାନବରହିତ ଲେବଲ କ୍ରସିଂ ବନ୍ଦ

ସମ୍ବଲପୁର-ଅନୁଗୁଳ ରେଳପଥରେ କେରଜଙ୍ଗ ଓ ଜରପଡା ଷ୍ଟେସନ ମଧ୍ୟରେ ଉପମାର୍ଗ କାର୍ଯ୍ୟକ୍ଷମ ଭୁବନେଶ୍ୱର : ଅନୁଗୁଳ ଜିଲ୍ଲା ଅନ୍ତର୍ଗତ ସମ୍ବଲପୁର-ଅନୁଗୁଳ ରେଳପଥରେ କେରଜଙ୍ଗ ଓ ଜରପଡା ଷ୍ଟେସନ ମଧ୍ୟରେ ରାସ୍ତା ବ୍ୟବହାରକାରୀଙ୍କ ସୁବିଧାପାଇଁ ରେଳଧାରଣା ତଳେ ରୋଡ଼ ଅଣ୍ଡର ବ୍ରିଜ (ଉପମାର୍ଗ)କୁ…

ଚର୍ଚାରେ ସୁରେଶଙ୍କ ସମ୍ବଲପୁରୀ ମାସ୍କ 

ଝାରସୁଗୁଡ଼ା :(ସୁଭାଷ ସହାରେ) :ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି ଦିଲ୍ଲୀରେ। ଏହାନେଇ ସରକାର ଓ ବିରୋଧୀ ଦଳମାନଙ୍କ ଉପରେ ସମଗ୍ର ଦେଶର ନଜର ରହିବ। ମାତ୍ର ସଂସଦର ଅଧିବେଶନ ଆରମ୍ଭ ହେବା ସଙ୍ଗେ ସଙ୍ଗେ ବରଗଡ଼ ସାଂସଦ ସମସ୍ତଙ୍କ ପାଇଁ ପ୍ରଶଂସାର ପାତ୍ର ହୋଇ ଯାଇଛନ୍ତି । ଆଉ…

ମୋଟର କର୍ମଚାରୀ ସଂଘର ନୂତନ ସଭାପତି ହେଲେ ନୃସିଂହ ଚରଣ ପଟ୍ଟନାୟକ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ମୋଟର କର୍ମଚାରୀ ସଂଘର ନୂତନ ସଭାପତି ଭାବେ ପାରଳା ପୌର ପରିଷଦର ପୂର୍ବତନ ନଗରପାଳ ଶ୍ରୀ ନୃସିଂହ ଚରଣ ପଟ୍ଟନାୟକ ମନୋନୟନ ହୋଇଛନ୍ତି।ପୂର୍ବତନ ସଭାପତି ପି.କ୍ରିଷ୍ଣାଙ୍କ ବିୟୋଗ ପରେ ଏହି ପଦବୀଟି ଖାଲି ପଡିଥିଲା ।  କର୍ମକର୍ତ୍ତା…

ଏସ୍  ଟି ଏଫ୍ ପକ୍ଷରୁ ଚଢାଉ, ସନ୍ଦେହ ଘେରରେ ସୁବଳୟା ପୋଲିସ 

ବୀରମହାରାଜପୁର -(ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା କାସଲପୁର ଜଙ୍ଗଲରୁ ୪.୭୯ କୁଇଣ୍ଟାଲ ଗଞ୍ଜେଇ ଜବତ କରିବା ସହ ଏଥିରେ ସଂପୃକ୍ତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ନଗଦ ୯.୭୯ ଲକ୍ଷ ଟଙ୍କା, ଚୋରାଚାଲାଣ ବ୍ୟବହୃତ ପିକ୍ ଅପ୍…