ଦୁଇ ବାଇକ ମୁହାଁ ମୁହିଁ ଧକ୍କା, ଜଣେ ମୃତ ।

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ବାଗବର ପୋଲ ଉପରେ ଦୁଇ ବାଇକ ମୁହାଁ ମୁହିଁ ଧକ୍କା ହେବା ଫଳରେ ବାଗବର ଗାଁ ର ସତ୍ଯନାରାୟଣ ବିଶ୍ବାଲ (୫୩) ଙ୍କ ମୃତ୍ୟୁ ଘଟିଛି । ସେ ଘରୁ  ଏକ ବାଇକରେ ଯୋଗେ ଜଟେସିଂହା…

ବେଲୁନକୁ ଦେଖି ଲୋକେ ଛାନିଆ ।

ମାଲକାନଗିରି(ବି ଶ୍ରୀନିବାସ ପାତ୍ର) : ଜିଲ୍ଲାର ମୋଟୁ ଥାନା ଅନ୍ତର୍ଗତ ଲୁଗେଲ ପଞ୍ଚୟତର mpv-83 ଗାଁ ଠାରୁ ପ୍ରାୟ 500 ମିଟର ଦୂରରେ ଥିବା ଏକ ଚାଷ ଜମିରେ  ଆଜି ସକାଳୁ ଆକାଶରୁ ଏକ ବିରାଟ କାୟ ବେଳୁନ ପଡିଥିବା ସ୍ଥାନୀୟ ଲୋକମାନେ ଦେଖୀବା ପରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହେବା ସହ…

ଜିଲ୍ଲା ଶିକ୍ଷା ଅଧିକାରୀ ବିନାନୁମତିରେ ସମାବେଶ : କାର୍ଯାନୁଷ୍ଠାନ କୁଆଡେ ଗଲା, ନା ହୋଇଗଲା କିଛି ସଲା !

 କୋଭିଡ ନିୟମକୁ ଚ୍ୟାଲେଞ୍ଜ କରି ସ୍କୁଲ ସମୟରେ  କନିଷ୍ଠ ଶିକ୍ଷକ ମେଳି ।  ମାଲକାନଗିରି/ବି ଶ୍ରୀନିବାସ ପାତ୍ର : ଓଡିଶା ସରକାର ରାଜ୍ୟ ରେ୫-ଟି ଲାଗୁକରିଥିବା ବେଳେ ହାତ ଗଣତି କିଛି ଶିକ୍ଷା ଅଧିକାରୀ କିଭଳି ଖୋଲୁମ ଖୋଲା ଉକ୍ତ ନିୟମକୁ ବେଖାତିର୍ କରି ,ବିଭିନ୍ନ ଆଳ ଦେଖାଇ ଅଧୀନସ୍ଥ…

ବଲାଙ୍ଗିର ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଚଞ୍ଚଳ ରାଣା

ବଲାଙ୍ଗିର(ନିରୋଜ ମିଶ୍ର): ବଲାଙ୍ଗିର ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଆଜି ଯୋଗ ଦେଇଛନ୍ତି ଯୁବ ତଥା ଦକ୍ଷ ଆଇଏଏସ ଅଫିସର ଚଞ୍ଚଳ ରାଣା । ନୂତନ ଜିଲ୍ଲାପାଳ ଶ୍ରୀ ରାଣା ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀଙ୍କଠାରୁ ଦାୟିତ୍ୱ ନେଇଛନ୍ତି । ଶ୍ରୀ ରାଣା ୨୦୧୪ ବ୍ୟାଚ୍‌ର ଆଇଏଏସ୍…

” ଦୁଇବର୍ଷରେ ବାଘ ଓ ହାତୀ ପ୍ରକଳ୍ପରେ ଓଡିଶାକୁ ମିଳିଛି ୩୬ କୋଟି “

ହାତୀ ଓ ବାଘଙ୍କ ସଂରକ୍ଷଣ ପାଇଁ କେନ୍ଦ୍ରର ଆର୍ଥିକ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍ • ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ଧନ୍ୟବାଦ • ସାତକୋଶିଆ ପାଇଁ ୧୧.୧୯ କୋଟି ଓ ଶିମିଳିପାଳ ବାଘ ଅଭୟାରଣ୍ୟକୁ ମିଳିଛି ୧୫.୬୮…

ମନ୍ତ୍ରୀ ସମୀର ଦାଶ ସପତ୍ନୀକ କୋଭିଡ ଚିହ୍ନଟ

ଭୁବନେଶ୍ୱର : ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କୋଭିଡ ପଜିଟିଭରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କ ସହ ତାଙ୍କ ସହଧର୍ମିଣୀ ଶ୍ରୀମତୀ ସଂଗୀତା ଦାଶ ମଧ୍ୟ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ମନ୍ତ୍ରୀ ଶ୍ରୀ ଦାଶ ଆଜି ନିଜେ ଟୁଇଟ କରି ଏହା ଜଣାଇଛନ୍ତି । ସେ ସାମାଜିକ ଗଣମାଧ୍ୟମରେ ସୂଚନା…

ସେଲ୍ଫି ହେଲା କାଳ ! ମୋବାଇଲ ସାଙ୍ଗରେ ଡ୍ୟାମକୁ ଡେଇଁଲେ ଯୁବ ଇଂଜିନିୟର

ଓଡ୍ରାଫ ଟିମ ଦ୍ୱାରା ଉଦ୍ଧାର ହେଲା ମୃତ ଦେହ । ବୋୖଦ୍ଧ(ଦୋଳଗୋବିନ୍ଦ ନାଏକ): ବୋୖଦ୍ଧ ଜିଲ୍ଲା ବଘିଆପଡା ଫାଣ୍ଡି ଅନ୍ତର୍ଗତ ପାଲଝାର ଡ୍ୟାମକୁ ଗାଧୋଇବାକୁ ଯାଇ ଯୁବ ଇଂଜିନିୟର ମୃତ। ମୃତକ ହେଲେ ତାମିଲନାଡୁର ଆର.ମୁକୁନ୍ଦମ। ସେ ଅନୁଗୋଳ ଜିଲ୍ଲା କୁମ୍ଭୀଆ ଠାରେ ଚାଲିଥିବା ମେଗା ଲିଫ୍ଟ…

ଏନଡିଏ ମୁହାଁ ବିଜେଡି : ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ଜେଡି ୟୁ କୁ ସମର୍ଥନ

ଭୁବନେଶ୍ବର : ରାଜ୍ୟ ସଭା ଉପାଧ୍ୟକ୍ଷ ନିର୍ବାଚନରେ ବିଜେଡି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସମର୍ଥିତ ଜନତାଦଳ ୟୁ ସର୍ବୋପରି ଏନଡିଏ ପ୍ରାର୍ଥୀ ଡ଼ ହରିବଂଶ ନାରାୟଣ ସିଂଙ୍କୁ ସମର୍ଥନ ଦେବ । ଆଜି ସକାଳେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହ ଫୋନ ଯୋଗେ ଆଲୋଚନା ସମୟରେ ଏ…

କରୋନାକୁ ଅଣଦେଖା ନକରି ଅଧିକ ସତର୍କ ରହିବାକୁ ପରାମର୍ଶ ଦେଲେ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ ଜୁହାର ପରିବାରର ଇ-‘ନୂଆଁଖାଇ ପରବ୍’ରେ କେନ୍ଦ୍ରମନ୍ତ୍ରୀ • କରୋନାର ଅପ୍ରଚାର ଠାରୁ ଦୂରେଇ ରହିବାକୁ ପରାମର୍ଶ • ଆଇସିଏମଆରର କରୋନା ସମ୍ପର୍କିତ ପ୍ରୋଟୋକଲକୁ ପାଳନ କରିବା ପାଇଁ ପରାମର୍ଶ • କରୋନା ଲକ୍ଷଣ ଥିଲେ ଡାକ୍ତରଙ୍କ ପରାମର୍ଶ ନେବା ପାଇଁ ଆହ୍ୱାନ ନୂଆଦିଲ୍ଲୀ(ଶାସକ…

ସମୀର ମହାନ୍ତି କରୋନା ଆକ୍ରାନ୍ତ : ଆଶୁ ଆରୋଗ୍ୟ କାମନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର 

 ଭୁବନେଶ୍ୱର : ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କରୋନା ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି | ସେ ବର୍ତ୍ତମାନ ହାସ୍ପାତାଳରେ ଭର୍ତ୍ତି ହୋଇ ଚିକିତ୍ସିତ  ହେଉଛନ୍ତି | ଯେଉଁମାନେ ତାଙ୍କ  ସଂସ୍ପର୍ଶରେ ଆସିଛନ୍ତି ସେମାନେ ସଂଗରୋଧରେ ରହିବା ସହ ପରୀକ୍ଷା କରାଇନେବାକୁ ଅନୁରୋଧ କରିଛନ୍ତି ଶ୍ରୀ…