ଓରେରାର ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ ସିଦ୍ଧାନ୍ତ ଦାସ 

ଭୁବନେଶ୍ୱର (ଶାସକ ପ୍ରଶାସକ)  : ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲର ବିଶେଷଜ୍ଞ  ସଦସ୍ୟ ତଥା ଭାରତ ସରକାରଙ୍କ ଜଙ୍ଗଲ  ମନ୍ତ୍ରଣାଳୟର ପୂର୍ବତନ ମହାନିର୍ଦ୍ଦେଶକ ଅବସରପ୍ରାପ୍ତ ଓଡିଶା କ୍ୟାଡର ଭାରତୀୟ ଜଙ୍ଗଲ ସେବା ଅଧିକାରୀ(୧୯୮୨ ବ୍ୟାଚ)  ସିଦ୍ଧାନ୍ତ ଦାସଙ୍କୁ ଓଡିଶା ସରକାର ଓଡିଶା ରିୟଲ…

ଆଖି ଖୋଲି ନିଘୋଡ଼ ନିଦରେ ଥିଲା ବନ ବିଭାଗ, ଆଜି ପଶିଲା ଛନକା !!!

 କାଲି ହତ୍ୟା ମାମଲାରେ ଗିରଫ ହେବା ପରେ ଆଜି ବେଆଇନ କରତ କଳ ଚଢ଼ାଉ  ପଦ୍ମପୁର (ଶାସକ ପ୍ରଶାସକ) : କାଲି ହତ୍ୟା ମାମଲାରେ ଅଭିଯୁକ୍ତ ଗିରଫ ଜୋଇଁ ଜେଲ ଗଲା ପରେ ଅଭିଯୁକ୍ତ ପ୍ରେମାନନ୍ଦ ସାହାଙ୍କ ମାଲିକାନାରେ ଚାଲିଥିବା ବେଆଇନ କରତ କଳ ଉପରେ ଅତର୍କିତ କରିଛି ବହୁଦିନ ଧରି ଆଖି ଖୋଲି ଶୋଇ …

ରେଢାଖୋଲ ଉପଖଣ୍ଡ ରେ ୭ କରୋନା ପଜିଟିଭ

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ :   ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡରେ ଗୋଟିଏ ଦିନରେ ୭ କରୋନା ରୋଗୀ ଚିହ୍ନଟ ହୋଇଥିବା ଜଣାପଡିଛି । ସୂଚନା ଯୋଗ୍ୟ ଯେ- ରେଢାଖୋଲ ଏନ୍‌ଏସିର ଜଣେ କର୍ମଚାରି କରୋନା ଆକ୍ରାନ୍ତ ହୋଇଥିବା ବେଳେ ରେଢାଖୋଲ ଉପଖଣ୍ଡ ଡାକ୍ତରଖାନାର ୧୦୮…

କଳାହାଣ୍ଡି ରାଜ୍ୟସଭା ସାଂସଦଙ୍କ ପୋଷ୍ୟ ପଞ୍ଚାୟତର ଶିଶୁମାନଙ୍କୁ ପୁଷ୍ଟିକର ଖାଦ୍ୟ ପ୍ରଦାନ

କଳାହାଣ୍ଡି ଜିଲ୍ଲା ମ. ରାମପୁରରୁ ଜଗତ ସାହୁଙ୍କ ରିପୋର୍ଟ : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମାଣିକେରା ପଞ୍ଚାୟତର ଶିଶୁମାନଙ୍କୁ ପୁଷ୍ଟିକର ଖାଦ୍ୟ ବଣ୍ଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କ ଦ୍ବାରା ପୋଷ୍ୟ ଘୋଷିତ ମାଣିକେରା ପଞ୍ଚାୟତରେ ଯେପରି…

ଆଜି ୫୯୧   ଆକ୍ରାନ୍ତ, ଗଲା ତିନି ଜୀବନ 

ଭୁବନେଶ୍ୱର (ଶାସକ ପ୍ରଶାସକ) : ଆଜି  କରୋନା ଚିହ୍ନଟ ଯୋଇଛନ୍ତି ୫୯୧  କରୋନା ପଜିଟିଭ | ସେମାନଙ୍କ ମଧ୍ୟରୁ ୩୯୪ ଜଣ କ୍ଵାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି ୧୯୭ ଜଣ | ଫଳରେ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ୧୬୭୦୧ ରେ ପହଁଚିଲା | ସକ୍ରିୟଙ୍କ…

ଆଜି ବି କରୋନା ଆକ୍ରାନ୍ତ ୩୪ ହଜାର ଉପରେ, ମୃତ୍ୟୁ ୬୭୧ 

ନୂଆଦିଲ୍ଲୀ (ଏଜେନ୍ସି) କରୋନା ଏବେ ଅମାନିଆ ହୋଇପଡିଥିବା ଭଳି ଅନୁଭୂତ ହେଉଛି | ଦିନକୁ ଦିନ ବଢି ଚାଲି ଆକ୍ରାନ୍ତଙ୍କ ସଂଖ୍ୟା |  ଗତକାଲି ତୁଳନାରେ ଅଧିକ ଅଢେଇ ହଜାର ଅଧିକ  ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ଆଜି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ଭିତରେ ସାରା ଦେଶରେ…

• ନବସୃଜନ ମାଧ୍ୟମରେ ସାମାଜିକ ଓ ଆର୍ଥିକ ଆହ୍ୱାନକୁ ଚିହ୍ନଟ କରି ଭାରତକୁ ଆତ୍ମନିର୍ଭର କରିବା ପାଇଁ କାମ କରିବା…

"ଉଦ୍ୟମୀ  ଉତ୍ସବ”କୁ ଉଦ୍ଘାଟନ କରିବା ଅବସରରେ ଯୁବ ଉଦ୍ୟୋଗୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଆହ୍ୱାନ • ଓଡିଶା ସମେତ ଦେଶର ଅନେକ ଯୁବ ଉଦ୍ୟୋଗୀ କାର୍ଯ୍ୟକ୍ରମରେ ସାମିଲ • ବିଶ୍ୱକୁ ଲାଭ ଦେଉଥିବା ମଡେଲ୍ ପ୍ରତିଷ୍ଠା କରିବାକୁ ଆହ୍ୱାନ • ଜାତୀୟ ଲକ୍ଷ୍ୟକୁ ହାସଲ କରିବାରେ ଉଦ୍ୟୋଗୀ ମାନଙ୍କର ବଡ଼…

ଦ୍ୱିପାକ୍ଷିକ ଉର୍ଜା ସମ୍ପର୍କ ଭାରତକୁ ଏକବିଂଶ ଶତାବ୍ଦୀରେବିଶ୍ୱ ଉର୍ଜା ଉତ୍ପାଦନର ପେଣ୍ଠସ୍ଥଳି କରିବ –…

ଭାରତ-ଆମେରିକା ଦ୍ୱିତୀୟ ମନ୍ତ୍ରୀସ୍ତରୀୟ ଋଣନୈତିକ ଉର୍ଜା ସହଯୋଗ ବୈଠକ  • ଦୁଇ ଦେଶ ମଧ୍ୟରେ ସଂଖ୍ୟାଧିକ ଏମଓୟୁ ଘୋଷଣା • ଉର୍ଜା କ୍ଷେତ୍ରରେ ମହିଳାଙ୍କୁ ସଶକ୍ତ କରିବା ନେଇ ଘୋଷଣା • ଭାରତ-ଆମେରିକା ଉର୍ଜା ସମ୍ପର୍କ ଆଗାମୀ ଦିନରେ ଅଧିକ ନିବିଡ ହେବ • ଆମେରିକାର ସହଯୋଗ ଭାରତକୁ ଗ୍ୟାସ…

ଝାରସୁଗୁଡ଼ା ବେଦାନ୍ତ ଅଭିନବ ମୋୖସୁମୀ ପ୍ରସ୍ତୁତି କେନ୍ଦ୍ରର ଉଦ୍ଘାଟନ ।

ଝାରସୁଗୁଡା(ସୁବାଷ ସାହାରେ)  ଝାରସୁଗୁଡା ସ୍ଥିତ ଭାରତର ସର୍ବ ବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଲିଓ ପରିସରରେ ଏକ ଅଭିନବ ମୌସୁମୀ ପ୍ରସ୍ତୁତି କେନ୍ଦ୍ରର ଉଦ୍ଘାଟନ ହୋଇଯାଇଛି । ଏଥିରେ ଆବଶ୍ୟକୀୟ ଗୀୟର ଏବଂ ଉପକରଣ ଯଥେଷ୍ଟ ପରିମାଣରେ ଉପଲବ୍ଧ କରାଯାଇଛି ଯଦ୍ୱାରା ଜରୁରୀକାଳୀନ…

“ଆକାଂକ୍ଷା” ମହିଳା ସଂଗଠନର ସଭାନେତ୍ରୀ ମିନାକ୍ଷୀ ସାହୁଙ୍କ ପରଲୋକ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା "ଆକାଂକ୍ଷା” ମହିଳା ସଂଗଠନର ସଭାନେତ୍ରୀ ମିନାକ୍ଷୀ ସାହୁଙ୍କ ପରଲୋକ ହୋଇଯାଇଛି। ସେ ଭୂବନେଶ୍ୱର ସ୍ଥିତ ହାଇଟେକ୍ ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ଗୁରୁବାର ଦିନ ମୃତ୍ୟୁ ବରଣ କରିଛନ୍ତି। ତାଙ୍କ ବିୟୋଗରେ ଗଜପତି ଜିଲ୍ଲା…