ଗୁଣପୁର ଉପଜିଲ୍ଲାପାଳ ଶ୍ରୀ ଜେ ସୋନାଲଙ୍କ ରାମନାଗୁଡା ବ୍ଲକ୍ ଗସ୍ତ l   

0

ଗୁଣୁପୁର/ ମାଧବ ବିଡ଼ିକା :  ରାମନାଗୁଡା ବ୍ଲକ୍ ର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ଅଙ୍ଗନୱାଡ଼ି କେନ୍ଦ୍ର,ଷ୍ଟେଟ ବ୍ୟାଙ୍କ, ପଳୁପାଇ ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିବା ସହ ବିଭିନ୍ନ ଅଞ୍ଚଳ କରଡା,ପାଲୁପାଇ,ରୁଗୁଡ଼ବାଇ, କଣ୍ଡସିକିରି, ସୁଣ୍ଢିଧାମୁଣି ପରିଦର୍ଶନ କରି ଚାଷ କାର୍ଯ୍ୟ,ରାସ୍ତା,ପାନୀୟଜଳ ଇତ୍ୟାଦି ବିଭିନ୍ନ ସମସ୍ୟା ବିଷୟରେ ପଚାରି ବୁଝିଥିଲେ l ଉପଜିଲ୍ଲାପାଳ ଙ୍କ ସହ ରାମାନାଗୁଡା ବ୍ଲକ୍ ର ବିଡ଼ିଓ, ତହସିଲଦାର ପ୍ରମୁଖ ଉପସ୍ଥିତ ଥିଲେ l

Leave A Reply

Your email address will not be published.