ଭୁବନେଶ୍ୱର :କୋଭିଡ୍ ମୁକାବିଲା ପରିପ୍ରେକ୍ଷୀରେ ରାଜ୍ୟର ଦୁଇଟି ଆସନରେ ହେବାକୁ ଥିବା ଉପ ନିର୍ବାଚନ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି। କୋଭିଡ୍ ପଜିଟିଭ୍ ବ୍ୟକ୍ତି, ଶାରୀରିକ ଅକ୍ଷମ ଓ ୮୦ ବର୍ଷରୁ ଊର୍ଦ୍ଧ୍ବ ନାଗରିକମାନେ ପୋଷ୍ଟାଲ୍ ବାଲଟ୍ ଜରିଆରେ ମତଦାନ ପାଇଁ ବ୍ୟବସ୍ଥା କରାଯାଇଛି। ଗୋଟିଏ ବୁଥରେ ସର୍ବାଧିକ ଏକ ହଜାର ଭୋଟର ମତଦାନ କରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ସୂଚନା ଦେଇଛନ୍ତି |
Sign in
Sign in
Recover your password.
A password will be e-mailed to you.