Sign in
Sign in
Recover your password.
A password will be e-mailed to you.
ବିଜେପି ନଗର କମିଟି ସଂପ୍ରସାରିତ
ଟିଟିଲାଗଡ ( ଗୌରବ ଦରଜୀ): ଟିଟିଲାଗଡ଼ ବିଜେପି ନଗର କମିଟି କୁ ସଂପ୍ରସାରଣ କରାଯାଇ ପୂର୍ଣ୍ଣାଙ୍ଗ କରାଯାଇଥିବା ନେଇ ସଭାପତି ପ୍ରଶାନ୍ତ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି । ସର୍ବ ସମ୍ମତି କ୍ରମେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ନଗରପାଳ ଶ୍ରୀ ଶୁଭ୍ରଂଶୁ ଦାଶଙ୍କୁ ମୂଖ୍ୟ ଉପଦେଷ୍ଟା ଭାବରେ…
ଓଡ଼ିଶାରେ ବି ବିସ୍ଫୋରଣ : ୨୭ ଜିଲ୍ଲାରୁ ୧୨୬୪ କରୋନା ପଜିଟିଭ
କରୋନାରେ ଛ ଜଣଙ୍କ ପ୍ରାଣହାନି , ମୃତ୍ୟୁ ସଂଖ୍ୟା ପହଁଚିଲା ୧୧୪
ଗଂଜାମ ୫୪୦, ଖୋରଧା ୧୩୭ ଓ ରାୟଗଡା ୮୪
ଭୁବନେଶ୍ୱର (ଶାସକ ପ୍ରଶାସକ) : ଆଜି ସାରା ଦେଶରେ କରୋନା ଭୟଙ୍କର ସ୍ଥିତି ପରିସ୍ଥିତି କରିଥିବା ବେଳେ ରାଜ୍ୟରେ ଅଣାୟତ୍ତ କରି ଦେଇଛି କାରଣ | ଆଜି ରାଜ୍ୟରେ…
ଆଜି କରୋନାର ଆତଙ୍କ ପୂର୍ଣ୍ଣ ରେକର୍ଡ : ଆକ୍ରାନ୍ତ ସଂଖ୍ୟାରେ ଆଉ ମୃତ୍ୟୁରେ ବି
ଆକ୍ରାନ୍ତ ସଂଖ୍ୟା ୪୫ ହଜାର ଉପରେ
୨୪ ଘଣ୍ଟା ଭିତରେ ୧,୧୨୯ ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ (ଏଜେନ୍ସି) : ଆଜି ନିଦ ହଜାଇ ଦେଇଛି ଆଉ ଚିନ୍ତା ବଢ଼ାଇ ଦେଇଛି କରନା | ପୂର୍ବର ସମସ୍ତ ରେକର୍ଡ ଭାଗିଛି ଏହି ମାରାତ୍ମକ ଭୁତାଣୁ , ଆକ୍ରାନ୍ତ ସଂଖ୍ୟାରେ ଆଓ ମୃତ୍ୟୁ ସଂଖ୍ୟାରେ ବି |…
କେହି କେବେ ଶୁଣିଛ ଟି, ଋଣ ନନେଇ ଋଣ ୫୦ କୋଟି !
କୁରୁକ୍ଷେତ୍ର (ଏଜେନ୍ସି) : ବିଭିନ୍ନ ସମୟରେ ଆମେମାନେ ବ୍ୟାଙ୍କରୁ ଋଣ ନେଇଥାଉ ବିଭିନ୍ନ କାମ ପାଇଁ | ଋଣ ନେବା ପରେ ତାକୁ ସମୟ ସୁବିଧା ଦେଖି ଆମେ ସୁଝି ଥାଉ ସୁଧ ସହିତ | ଯଦି ସୁଝିବାରେ ହେଲେ ହୁଏ, ତେବେ କାର୍ଯ୍ୟାନୁଷ୍ଠାନ କରାଯାଏ ବ୍ୟାଙ୍କ ତରଫରୁ | ଆଉ ଇଏ ମାଲିଆ ଓ ମୋଦି ନୁହଁ ଯେ…
ଏସବିଆଇ କିୟୋସ୍କରେ ଜାଲିଆତି କରି ଜମାଖାତା: ଏଟିଏମ୍ ହାତେଇ ୭ଲକ୍ଷ ଟଙ୍କା ଠକେଇ ଅଭିଯୋଗ
ଓଡ଼ଗାଁ, (ଶ୍ରୀକାନ୍ତ କୁମାର ମିଶ୍ର) : ଓଡ଼ଗାଁ ଥାନା ରୋହିବାଙ୍କ ପଂଚାୟତ ଅନ୍ତର୍ଗତ ଭଗବତୀ ପ୍ରସାଦ ଗ୍ରାମର ଜଗନ୍ନାଥ ନାୟକଙ୍କ ନାମରେ ଜାଲିଆତି କରି ଜମାଖାତା ଖୋଲି ଏଟିଏମ୍ ହାତେଇ ୭ ଲକ୍ଷଟଙ୍କା ଆତ୍ମସାତ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଜଗନ୍ନାଥ ଧାନ ବିକ୍ରୀ…
‘ରଙ୍ଗବତୀ ବିଲୁଙ୍ଗ’ : ସଙ୍ଗୀତ ଏବଂ ଗୀତିକାରଙ୍କୁ ଉପଯୁକ୍ତ ସମ୍ମାନ – ଧର୍ମେନ୍ଦ୍ର ପ୍ରଧାନ
• ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ
• ମିତ୍ରଭାନୁ ଗୌନ୍ତିଆଙ୍କ ଅନୁରୋଧ କ୍ରମେ ଗତବର୍ଷ 18 ଡିସେମ୍ବରରେ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ପତ୍ର ଲେଖିଥିଲେ ଧର୍ମେନ୍ଦ୍ର
ଭୁବନେଶ୍ୱର(ଶାସକ ପ୍ରଶାସକ) : ରଙ୍ଗବତୀ ଗୀତର ଗୀତିକାର…
କରୋନା ନେଲା ଆଉ ଦୁଇ ଜୀବନ, ବୁଗୁଡା ଓଷ୍ଟା ସଭାପତି ଓ ବୁଗୁଡା ରାଜସ୍ବ ବିଭାଗ ପିଅନ
ବୁଗୁଡା /ଡ଼ଃ କୁମୁଦ ଚନ୍ଦ୍ର ବେହେରା : ବୁଗୁଡା ବ୍ଲକରେ କରୋନା ନେଲା ଆଉ ଦୁଇ ଜୀବନ। ସେ ଦୁଇ ଜଣହେଲେ ବୁଗୁଡା ବ୍ଲକ ଓଷ୍ଟାର ସଭାପତି ତଥା ବୁଗୁଡା ବୁଦ୍ଧଗିରି ବିଦ୍ୟାପୀଠର ଅବସର ପ୍ରାପ୍ତ କ୍ରୀଡା ଶିକ୍ଷକ ଆମର ସାହୁ ଓ ରାଜସ୍ବ ବିଭାଗର କର୍ମଚାରୀ ବାଲିପଦର ଆର ଆଇ ଅଫିସର ପିଅନ ରମେଶ…
ବସ୍ ସେବା ବାତିଲ୍ କଲା ଝାରସୁଗୁଡା ଜିଲ୍ଲା ପ୍ରଶାସନ
ଝାରସୁଗୁଡ଼ା :(ସୁଭାଷ ସହାରେ): କୋଭିଡ ସଂକ୍ରମଣ ପରିପ୍ରେକ୍ଷୀରେ ସତର୍କତା ମୂଳକ ପଦକ୍ଷେପ ଭାବେ ଅନ୍ୟାଦେଶ ଯାଏ ବସ୍ ସେବା ବାତିଲ୍ କଲା ଝାରସୁଗୁଡା ଜିଲ୍ଲା ପ୍ରଶାସନ | ଝାରସୁଗୁଡ଼ାରୁ ଯାତ୍ରାରମ୍ଭ କରୁଥିବା ବା ଝାରସୁଗୁଡ଼ାକୁ ଗନ୍ତବ୍ୟ ସ୍ଥଳ କରି ଯାତ୍ରା କରୁଥିବା ସମସ୍ତ ବସ୍ ଚଳାଚଳକୁ…
ବିଦ୍ୟାଳୟ ପରିଚାଳନା ନିମନ୍ତେ ଭିକ୍ଷାବୃତ୍ତି କରି ପ୍ରଶାସନକୁ ପାଣ୍ଠି ଯୋଗାଇବ ଭଞ୍ଜସେନା
ସ୍ୱତନ୍ତ୍ର ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟ ପ୍ରତି ଉଦାସୀନ ପ୍ରଶାସନ
ବାରିପଦା(ଦିଲ୍ଲୀପ ମହାନ୍ତି )- ବନ୍ଦ ହେବାକୁ ଯାଉଛି ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ପୌରପରିଷିଦର ଲକ୍ଷ୍ମୀପୋଷିସ୍ଥିତ ଜିଲ୍ଲାର ଏକମାତ୍ର ସ୍ୱତନ୍ତ୍ର ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟ । ଅଷ୍ଟମରୁ ଦଶମ ଶ୍ରେଣୀ…
‘ଏଲାଏନ୍ସ ଏୟାର’ ର ନୂତନ ଉଡ଼ାଣ ଘୋଷଣା!
ଝାରସୁଗୁଡ଼ା :(ସୁଭାଷ ସହାରେ): ଏୟାର ଇଣ୍ଡିଆ ଲିମିଟେଡର ସହାୟକ ଏୟାରଲାଇନ୍ସ 'ଏଲାଏନ୍ସ ଏୟାର' ଜୁଲାଇ ୨୪ ତାରିଖରୁ ଆଞ୍ଚଳିକ ବିମାନ ସେବାର ପରିସର ବଢ଼ାଇବାକୁ ଯାଇ ନୂତନ ଉଡ଼ାଣର ବ୍ୟବସ୍ଥା କରିବାକୁ ଯାଉଛି। ଆଞ୍ଚଳିକ ଉଡ଼ାଣ ସେବାକୁ ଆହୁରି ବୃଦ୍ଧି କରିବା ଏହାର ଲକ୍ଷ୍ୟକୁ ମେଟ୍ରୋ ଓ ଟାୟାର…