Sign in
Sign in
Recover your password.
A password will be e-mailed to you.
ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡକାଇଲେ ରାଜ୍ୟପାଳ
ବିଏସପି ହୁଇପ କରିବା ଆମେ ଜାଣିନୁ, ଆମେ କଂଗ୍ରେସ ସହ ଅଛୁ : ଲଖନ ସିଂ
ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡ଼କାଇବା ପାଇଁ ନିର୍ଦ୍ଦେଶ ଦେଲେ ରାଜସ୍ଥାନ ରାଜ୍ୟପାଳ କଲରାଜ ମିଶ୍ର | ରାଜ୍ୟ ସରକାରଙ୍କୁ ଆଜି ଉପରୋକ୍ତ ନିର୍ଦେଦେଶ ଦେବା ସହ ବିଧାନସଭା ନଡାକିବାର କୌଣସି ଉଦ୍ଦେଶ୍ୟ ନଥିଲା…
ଆଉ ୪୭ ଆପକୁ ନିଷିଦ୍ଧ କଲେ ଭାରତ ସରକାର
ନୂଆଦିଲ୍ଲୀ (ଶାସକ ପ୍ରଶାସକ)- ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ପୁଣି ୪୭ ଟି ଆପକୁ ନିଷିଦ୍ଧ କରିଛି | ଜୁନ୍ ମାସରେ ନିଷିଦ୍ଧ ହୋଇଥିବା ୫୯ ଟି ଚାଇନିଜ୍ ଆପ ସହ ସାଦୃଶ୍ୟ ଥିବା ଏବଂ କ୍ଲୋନ କପି ହୋଇଥିବା ଆପ ଗୁଡିକ ଏହି ନିଷିଦ୍ଧ ତାଲିକାରେ ରହିଥିବା…
ନୂଆ ୭୩ ଆକ୍ରାନ୍ତଙ୍କ ସହ କରୋନା ପଜିଟିଭ୍ ସଂଖ୍ୟା ପହଞ୍ଚିଲା ୧୦୫୬ରେ : ଜିଲ୍ଲାପାଳ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ଆଜି ପୁଣି ନୂଆ ୭୩ ଟି କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ପ୍ରେସ୍ ଇସ୍ତହାର ମାଧ୍ୟମରେ ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା ।
ସେମାନଙ୍କ ମଧ୍ୟରୁ ଜିଲ୍ଲାର ପାରଳାଖେମୁଣ୍ଡିରୁ ୩୬ ଜଣ , ରାୟଗଡ ବ୍ଳକରୁ ୪ ଜଣ ,…
ଡାକ୍ତର କେମିତି ହେବେ ଏଭଳି ଦାୟିତ୍ୱହୀନ !!!
ସ୍ବାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ଅବହେଳାର ଚରମ ଉଦାହରଣ, ଆଇସୋଲେସନ ୱାର୍ଡ଼ ପରିବର୍ତ୍ତେ ସାଧାରଣ ୱାର୍ଡ଼ରେ ଭର୍ତ୍ତି କରିଥିଲେ ଡାକ୍ତର
ଜ୍ବର ଓ ଥଣ୍ଡା ଯୋଗୁଁ ଚିକିତ୍ସିତ ଅବସ୍ଥାରେ କୋରୋନା ଭୂତାଣୁ ସଂକ୍ରମଣ ଜଣାପଡ଼ିଲା।
ଝାରସୁଗୁଡ଼ା :(ସୁଭାଷ ସହାରେ) / ଝାରସୁଗୁଡ଼ା ଏଡିଏମଓ ଏକ ୫୪ ବର୍ଷ…
୨୮ ଜିଲ୍ଲାରୁ ୧୫୦୩ କରୋନା ପଜିଟିଭ
ଆଜି ବି ୭ ଜଣଙ୍କ ଯାଇଛି ଜୀବନ , ଆକ୍ରାନ୍ତଙ୍କ ସଂଖ୍ୟା ଟପିଲା ୨୬ ହଜାର
ଗଂଜାମ ୪୯୧ , ଖୋର୍ଦ୍ଧା ୨୨୩ ,କଟକ ୧୩୬
ଭୁବନେଶ୍ୱର (ଶାସକ ପ୍ରଶାସକ) : ଆଜି ସାରା ଦେଶରେ କରୋନା ଭୟଙ୍କର ସ୍ଥିତି ପରିସ୍ଥିତି କରିଥିବା ବେଳେ ରାଜ୍ୟରେ ଅଣାୟତ୍ତ କରି ଦେଇଛି କରୋନା | ଆଜି ରାଜ୍ୟରେ…
କରୋନା ଭାରତ : ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୫୦ ହଜାର ପାଖାପାଖି
ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଟପିଲା ୧୪ ଲକ୍ଷ
ନୂଆଦିଲ୍ଲୀ (ଏଜେନ୍ସି) : ଆଜି ସାରା ଦେଶରେ ଚିହ୍ନଟ ହୋଇଛନ୍ତି ପଚାଶ ହଜାର ପାଖାପାଖି ଜଣ କରୋନା ଆକ୍ରାନ୍ତ | ଆଜି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ଭିତରେ ଦେଶରେ ୪୯,୯୩୧ ଜଣ ପଜିଟିଭ ଚିହ୍ନଟ ହୋଇ ଥିବା…
କର୍ତ୍ତବ୍ୟରେ ଅବହେଳା କାରଣରୁ ତହସିଲଦାର ନିଲମ୍ବିତ
ବାରିପଦା(ଦିଲ୍ଲୀପ ମହାନ୍ତି )- ଓଏଏସ ଅଧିକାରୀ ଅନିଶା ଦାସଙ୍କୁ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର । କାର୍ଯ୍ୟରେ ଅବହେଳା ଅଭିଯୋଗ ପରେ ତାଙ୍କୁ ନିଲମ୍ବିତ କରାଯାଇଥିବାର ଜଣାପଡିଛି । ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅନିଶା ଦାସ ମୟୁରଭଞ୍ଜ…
ବନ୍ଦ ହେବନି ଭିନ୍ନକ୍ଷମ ବିଦ୍ୟାଳୟ , ନରମିଲା ପ୍ରଶାସନ
ଜିଲ୍ଲାପାଳ ଓ ଏସପିଙ୍କୁ ଶୁଭେଚ୍ଛା ଜଣାଇଲେ ଭଞ୍ଜସେନା
ବାରିପଦା(ଦିଲ୍ଲୀପ ମହାନ୍ତି)-ଆବଶ୍ୟକ ପାଣ୍ଠି ଅଭାବରୁ ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ପୌରପରିଷଦର ଲକ୍ଷ୍ମୀପୋଷିସ୍ଥିତ ଜିଲ୍ଲାର ଏକମାତ୍ର ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟର ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ନାମଲେଖା…
ବିଶ୍ୱ ମାନବାଧିକାର ସୁରକ୍ଷା ସଂଗଠନ ପକ୍ଷରୁ କୋଭିଡ ବିଶୋଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ।।
ଭୁବନେଶ୍ୱର:ବିଶ୍ୱ ମାନବାଧିକାର ସୁରକ୍ଷା ସଂଗଠନ ପକ୍ଷରୁ ବିଜେବି ନଗର ସ୍ଥିତ ଅରବିନ୍ଦ କଲୋନୀ ଓ କେଦାର ଗୌରୀ ନିକଟସ୍ଥ ନାଳମୁହଁ ଭୋଇ ସାହି ମଧ୍ୟରେ କୋଭିଡ ସଚେତନତା ପଦଯାତ୍ରl ଓ କୋଭିଡ ବିଶୋଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି l
ଭୁବନେଶ୍ବରର ବସ୍ତି ଅଞ୍ଚଳ ମାନଙ୍କରେ କରୋନା…
ବନ ବିଭାଗର ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଦଳିତ ଆଦିବାସୀ ମହାସଂଘ ସଭାପତି
ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାର ସରକାରୀ କାର୍ଯ୍ୟାଳୟ ଦୁର୍ନୀତିର ଗନ୍ତାଘର ପାଲଟି ଯାଇଛି । ସରକାରୀ କାର୍ଯ୍ୟାଳୟଗୁଡ଼ିକରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରୁ କେତେକ ଅସାଧୁ ପଦାଧିକାରୀ ଓ କର୍ମଚାରୀମାନଙ୍କ ନିମନ୍ତେ ଆଜି ସମସ୍ତ ଅଧିକାରୀ ଓ…