Sign in
Sign in
Recover your password.
A password will be e-mailed to you.
ଦେଶର ୪୦ ପ୍ରତିଶତ ଜନସଂଖ୍ୟା ବିନା ଲକ୍ଷଣରେ ଯକ୍ଷ୍ମା ରୋଗରେ ପୀଡ଼ିତ
ସମ୍ ହସ୍ପିଟାଲ୍ ପକ୍ଷରୁ ଯକ୍ଷ୍ମା ରୋଗ ନେଇ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ
ଭୁବନେଶ୍ୱର, ମାର୍ଚ୍ଚ ୨୮: ଦେଶର ୪୦ ପ୍ରତିଶତ ବ୍ୟକ୍ତି ଯକ୍ଷ୍ମା ରୋଗରେ ପୀଡ଼ିତ ଥିବା ବେଳେ ସେମାନଙ୍କ ଠାରେ କୌଣସି ଲକ୍ଷଣ ଦେଖାଦେଉ ନଥିବାରୁ ସେମାନଙ୍କ ଚିକିତ୍ସା ସମ୍ଭବପର ହେଉ ନାହିଁ । ଏଥି ସହିତ ଏହି ରୋଗକୁ…
ବୃଦ୍ଧାଶ୍ରମ ପାଇଁ ନୂଆ ଆମ୍ବୁଲାନ୍ସ ଲୋକାର୍ପିତ, ସବୁଜ ପତାକା ଦେଖାଇ ଶୁଭାରମ୍ଭ
ବିଜେପୁର :- ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ୍ ଅନ୍ତର୍ଗତ ସମଲେଇପଦର ଗ୍ରାମରେ ଅବସ୍ଥିତ ପାର୍ବତୀଗିରୀ ବୃଦ୍ଧାଶ୍ରମରେ ଶନିବାର ଏକ ନୂତନ ଆମ୍ବୁଲାନ୍ସ ଲୋକାର୍ପିତ ହୋଇଛି। ବିଜେପୁର ବିଧାୟକ ସନତ କୁମାର ଗଡ଼ତୀୟାଙ୍କ ପ୍ରଚେଷ୍ଟାରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ଏହି ଆମ୍ବୁଲାନ୍ସଟି…
ଯୁବପିଢ଼ି ମାନଙ୍କ ପାଇଁ ସନ୍ତରଣ ଏବଂ ପାଣିରେ ବୁଡି ବଞ୍ଚିବାର ମୌଳିକ କୌଶଳ ସମ୍ବନ୍ଧୀୟ ଏକ ସନ୍ତରଣ ତାଲିମ l
ନବରଙ୍ଗପୁର ୨୮-୦୩-୨୦୨୬, ଅଶୋକ ସାହୁ,ନବରଙ୍ଗପୁର ଜିଲ୍ଲା ର ଉମରକୋଟ ସ୍ଥିତ ଏ.ଜୀ.ଆର. ପ୍ରତିରକ୍ଷା ଏବଂ ଶାରୀରିକ ଏକାଡେମୀ ଠାରେ ଓଡ଼ିଶା ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗ ଏବଂ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁବପିଢ଼ି ମାନଙ୍କ ପାଇଁ ସନ୍ତରଣ ଏବଂ ପାଣିରେ ବୁଡି…
ଜିଲ୍ଲା ଓକିଲ ସଂଘ ନିର୍ବାଚନ: ସଭାପତି ରଘୁମଣୀ, ସମ୍ପାଦକ ନୀଳାଦ୍ରି
ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ଓକିଲ ସଂଘର ବାର୍ଷିକ ନିର୍ବାଚନ ଶନିବାର ଶାନ୍ତିପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଥିଲା। ଏଥିରେ ସଭାପତି ପଦବୀ ପାଇଁ ରଘୁମଣୀ ପଟେଲ ଓ ସାଧାରଣ ସମ୍ପାଦକ ପଦବୀ ପାଇଁ ନୀଳାଦ୍ରି ବିହାରୀ ପଣ୍ଡା ବିଜୟୀ ହୋଇଛନ୍ତି।
ସକାଳୁ ଆରମ୍ଭ ହୋଇଥିବା ମତଦାନ ପ୍ରକ୍ରିୟା…
ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ଶ୍ରୀ ରାମ ନବମୀ ଅବସରରେ ଶୋଭାଯାତ୍ରା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ଶ୍ରୀ ରାମ ନବମୀ ଅବସରରେ ଏକ ବିରାଟ ଶୋଭାଯାତ୍ରା ବାହାରିଥିଲା।ଏହି ଶୋଭାଯାତ୍ରାଟି ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରୁ ବାହାରି ନଗର…
ଟ୍ୟାଲେଣ୍ଟ ହଣ୍ଟ୍ ଇଣ୍ଟିଗ୍ରାଲ୍ ବିଦ୍ୟାଳୟର ୫ମ ବାର୍ଷିକ ଉତ୍ସବ ଅନୁଷ୍ଠିତ
ବେଲଗୁଣ୍ଠା,୨୮/୦୩-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଗାଙ୍ଗପୁର ପଂଚାୟତର ବୋରୀ ସ୍ଥିତ ଟ୍ୟାଲେଣ୍ଟ ହଣ୍ଟ୍ ଇଣ୍ଟିଗ୍ରାଲ୍ ବିଦ୍ୟାଳୟର ୫ମ ବାର୍ଷିକ ଉତ୍ସବ-୨୦୨୬ ଅନୁଷ୍ଠାନ ଅଧ୍ୟକ୍ଷ ପୂର୍ଣ୍ଣ ଚନ୍ଦ୍ର ବିଷୋୟୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ…
ଶୋଭାଯାତ୍ରା କୁ ନେଇ ବିଧାୟକ ଶସ୍ତା ରାଜନୀତି କରୁଛନ୍ତି -ଦୀପାଳୀ ଦାସ
ଝାରସୁଗୁଡା, 28/3 : ଝାରସୁଗୁଡ଼ାର ପ୍ରସିଦ୍ଧ ଶ୍ରୀରାମ ନବମୀ ଶୋଭାଯାତ୍ରା ସମୟରେ ବିଭିନ୍ନ ବିଶୃଙ୍ଖଳା କୁନେଇ ପୂର୍ବତନ ବିଧାୟିକା ଦୀପାଳୀ ଦାସ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ଙ୍କୁ ସମାଲୋଚନା କରିଛନ୍ତି | ବିଧାୟକ ତ୍ରିପାଠୀ ଙ୍କୁ ତୀବ୍ର ସମାଲୋଚନା କରି ପୂର୍ବତନ ବିଧାୟିକା…
ସର୍ବଭାରତୀୟ ପୋଲିସ ସୁଟିଂ ପ୍ରତିଯୋଗିତା: ଓଡ଼ିଶା ପୋଲିସକୁ ବଡ଼ ସଫଳତା
ଗୁରୁଗ୍ରାମ: ହରିୟାଣାର ଗୁରୁଗ୍ରାମ ସ୍ଥିତ CRPF ଠାରେ ଅନୁଷ୍ଠିତ ୨୬ତମ ସର୍ବଭାରତୀୟ ପୋଲିସ ସୁଟିଂ (AIPDM) ପ୍ରତିଯୋଗିତାରେ ଓଡ଼ିଶା ପୋଲିସ ଅଭୁତପୁର୍ବ ସଫଳତା ହାସଲ ପ କରିଛି । ଦେଶର ବିଭିନ୍ନ ରାଜ୍ୟ ପୋଲିସ ବାହିନୀ ମାନଙ୍କ ମଧ୍ୟରେ ଓଡ଼ିଶା ପୋଲିସ ଦ୍ୱିତୀୟ ସ୍ଥାନ ଅଧିକାର କରି ରାଜ୍ୟ…
ସଙ୍କଟ ମୋଚନ ଆଖଡ଼ା, ଭୀମଚୌକ ସେନା ପକ୍ଷ ରୁ ବାଇକ ଶୋଭାଯାତ୍ରା,
ଝାରସୁଗୁଡା, ୨୫/୩,ଝାରସୁଗୁଡା ସହରସ୍ଥ ସଙ୍କଟ ମୋଚନ ଆଖଡ଼ା ଓ ଭୀମସେନା ଚୌକ ପକ୍ଷ ରୁ ରାମ ନବମୀ ଉପଲକ୍ଷେ ଏକ ବିରାଟ ବାଇକ ଶୋଭାଯାତ୍ରା ଗୁରୁବାର ଅପରାହ୍ନ ରେ ଅନୁଷ୍ଠିତ ହୋଇ ଯାଇଛି |ଝାରସୁଗୁଡା ର ପୂର୍ବତନ ବିଧାୟିକା ଦୀପାଳୀ ଦାସ, ଯୁବନେତା ବିଶାଳ ଦାସ ଶୋଭାଯାତ୍ରା ଯୋଗ ଦେଇଥିବା ବେଳେ…
ଟିପିସିଓଡିଏଲ ପକ୍ଷରୁ ମାର୍ଚ୍ଚ ୩୦ ଏବଂ ୩୧ ତାରିଖରେ ବକେୟା ସମାଧାନ ପାଇଁ ସ୍ୱତନ୍ତ୍ର ଶିବିରର ଆୟୋଜନ
ଭୁବନେଶ୍ୱର : ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍), ପକ୍ଷରୁ ମାର୍ଚ୍ଚ ୩୦ ଏବଂ ୩୧, ୨୦୨୬ ରିଖରେ ଏହାର ସମସ୍ତ ସେବାଯୋଗାଣ ଅଞ୍ଚଳରେ ଏକ ଉପଭୋକ୍ତା ଅଭିଯୋଗ ସମାଧାନ ଶିବିର ଆୟୋଜନ କରାଯିବ । ଏହି ଶିବିର…