ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ) ଭବାନୀପାଟଣା ରେଣ୍ଡୋ ମାଝୀ ମେଡିକାଲ କଲେଜ କୁ ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ ସକାଳ ସକାଳ ପରିଦର୍ଶନ କରିଛନ୍ତି ପ୍ରସ୍ତୁତି ବିଭାଗ ମେଡ଼ିସିନ ବିଭାଗ ICU ଏବଂ ଅନ୍ୟ ଅନ୍ୟ ବିଭାଗ ପରିଦର୍ଶନ କରିଥିଲେ ଏବଂ ଅନେକ ଦିନଧରି ବିଭାଗ ମାନଙ୍କରେ ଅସୁବିଧା ହଉଥିବା ବେଳେ ପ୍ରସ୍ତୁତି ବିଭାଗରେ ବେଡ଼ର ସମସିୟା ଅନେକ ଦିନ ଧରି ଚାଲି ରହିଛି ପ୍ରସ୍ତୁତି ମହିଳାମାନଙ୍କୁ ବେଡ଼ ନାହିଁ ବୋଲି ଡ଼କ୍ଟର ବାବୁ କହୁଛନ୍ତି ପ୍ରଥମେ ନିଜପାଇଁ ବେଡ଼ର ବ୍ୟବସ୍ତା କରନ୍ତୁ ତାହାପରେ ଅପରେସନ କରାଯିବ ବୋଲି ଡ଼କ୍ଟର ପରାମର୍ଶ ଦେଉଛନ୍ତି ଏବଂ ଗ୍ରୀଷ୍ମ ପ୍ରଭାବ ଦିନକୁ ଦିନ ବୁଦ୍ଧି ପାଉଥିବା ବେଳେ ରେଣ୍ଡୋମାଝୀ ମେଡିକାଲ ରେ କାର୍ଯ୍ୟରତ ଥିବା ଡ଼କ୍ଟର ସକାଳୁ 9 ଟାରେ ଆସିବାର କଥା କିନ୍ତୁ ଡ଼କ୍ଟର ବାବୁ ମାନେ ଦିନ 10 ଟାରେ opd ୱର୍ଡ ଏବଂ ଅନ୍ୟ ଅନ୍ୟ ବିଭାଗକୁ ଆସୁଛନ୍ତି ତାହାପାଇଁ ରୋଗୀ ମାନଙ୍କର ଲମ୍ବା ଲମ୍ବା ଲାଇନ ଅନ୍ୟ ଅନ୍ୟ ବିଭାଗର ଗେଟ ସମୁଖରେ ଦେଖିବା ମିଲିଛି ଯାହାଫଳରେ ଆଜି ବିଜେଡି ନେତା ପ୍ରଦୀପ ଦିଶାରୀ ସକାଳ 8 ଟା ସମୟରେ ହସ୍ପିଟାଲରେ ଆସି ପରିଦର୍ଶନ କରିଥିଲେ ଏବଂ ADMO CDMO ମେଡିକାଲ କଲେଜରେ ଥିବା PROPESOR ମଧୀୟ ଉପସ୍ଥିତ ରହିଥିବା ବେଳେ ଖରା ଦିନରେ ରୋଗୀ ମାନଙ୍କୁ ପିଇବା ପାଣି ଏବଂ ସମସ୍ତ ୱର୍ଡ ମାନଙ୍କରେ କୁଳର ବ୍ୟବସ୍ତା କରିଦିଆ ଯିବ ଏବଂ ଡ଼କ୍ଟର ବାବୁ ମାନଙ୍କୁ ସକାଳ 8 ଟାରେ ଆସି 12 ଟା ପର୍ଯ୍ୟନ୍ତ ରୋଗୀମାନଙ୍କୁ ଦେଖିବା କୁ ଆଲୋଚନା କରିଛନ୍ତି ମେଡିକାଲ PROPESOR ସହିତ ଲାଞ୍ଜିଗଡ ବିଧାୟକ |
Sign in
Sign in
Recover your password.
A password will be e-mailed to you.