Sign in
Sign in
Recover your password.
A password will be e-mailed to you.
ଗଂଜାମ ଜିଲ୍ଲା ହୋମଗାର୍ଡ ପରୀକ୍ଷାରେ ମହାଦୁର୍ନୀତି: ବିଜେଡି
ମୁଖ୍ୟମନ୍ତ୍ରୀ ଓ ଏସ୍ପି ତୁରନ୍ତ ସ୍ପଷ୍ଟିକରଣ ଦିଅନ୍ତୁ
ଡବଲ ଇଞ୍ଜିନ ସରକାରରେ ଆଉ ଏକ ପରୀକ୍ଷା ମହାଦୁର୍ନୀତି ଯୋଡି ହେଲା
ପରୀକ୍ଷାର୍ଥୀଙ୍କୁ ନ୍ୟାୟ ଦେବା ପାଇଁ ରାଜରାସ୍ତାକୁ ଓହ୍ଲାଇବ ବିଜେଡି
ଭୁବନେଶ୍ୱର, ୨୮/୦୩/୨୦୨୬: ଗଞ୍ଜାମ ଜିଲା ହୋମଗାର୍ଡ ପରୀକ୍ଷା ଫଳାଫଳ…
ରାମନବମୀ ଶୋଭାଯାତ୍ରାରେ ଟିଟିଲାଗଡ ବିଧାୟକଙ୍କ ଉନ୍ମକ୍ତ କାଣ୍ଡ: ବିଜେଡି
ନବୀନ ଜୈନଙ୍କୁ ତୁରନ୍ତ ଗିରଫ କରାଯାଉ
ଆଇନ ଶୃଙ୍ଖଳା ଅବ୍ୟବସ୍ଥାର ନଗ୍ନଚିତ୍ର
ପଦାରେ ପଡିଲା ବିଜେପି ବିଧାୟକଙ୍କ ଔଦ୍ଧତ୍ୟ
ଭୁବନେଶ୍ୱର, ୨୮/୦୩/୨୦୨୬: ଶୁକ୍ରବାର ପବିତ୍ର ରାମ ନବମୀ ଅବସରରେ ଟିଟିଲାଗଡରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହେଉଥିଲା । ଏହି ଶୋଭାଯାତ୍ରାରେ…
ମୁକେଶ ମହାଲିଙ୍ଗଙ୍କୁ ତୁରନ୍ତ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କର: ବିଜେଡି
ବିନା ହେଲମେଟରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ମଟର ସାଇକେଲ ଚଲାଇବା ନେଇ ବିଜେଡିର ତୀବ୍ର ପ୍ରତିକ୍ରିୟା
ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଆଚରଣ ଉଚ୍ଚାରଣ ଗ୍ରହଣୀୟ ନୁହେଁ
ବିଧାନସଭାରେ ଅଶ୍ରାବ୍ୟ ଭାଷା ବ୍ୟବହାର କରିଥିଲେ
ରୋଗୀମାନେ ଯନ୍ତ୍ରଣାରେ ମୃତୁ୍ୟ ବରଣ…
ଗାଡ଼ି ଉଭରଟେକ ନେଇ ରେଞ୍ଜର ଓ ବନ କର୍ମଚାରୀ ଯୁବକଙ୍କୁ ନିସ୍ତୁକ ବାଡେଇବା ଘଟଣା
କୁଲଡିହା ରେଞ୍ଜରଙ୍କ ଗିରଫ ଓ ବହିଷ୍କାର ଦାବୀ କଲେ ପୂର୍ବତନ ବିଧାୟକ ଚିତ୍ତ ଷଡ଼ଙ୍ଗୀ।
ନୀଳଗିରି, ତା ୨୭।୩(); ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡରେ ଅବସ୍ଥିତ କୁଲଡିହା ରେଞ୍ଜର ତଥା ଏସିଏଫ ସୁବ୍ରତ କୁମାର ବେହେରା ଗାଡ଼ି ଉଭରଟେକ ନେଇ ରେଞ୍ଜର ଓ ବନ କର୍ମଚାରୀ ଯୁବକଙ୍କୁ ନିସ୍ତୁକ…
ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଶ୍ରୀରାମ ନବମୀ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର,ପାରଳାଖେମୁଣ୍ଡି ଠାରେ ଶ୍ରୀରାମ ନବମୀ ପାଳିତ ହୋଇଯାଇଛି ଏହି ଅବସରରେ ପୁରୀ ଚନ୍ଦନପୁର ନିବାସୀ ପ୍ରସିଦ୍ଧ ରାମ କଥା ବାଚକ ଶ୍ରୀ ବସନ୍ତ କୁମାର ପଣ୍ଡା ଶ୍ରୀରାମଙ୍କ ଗୌରବ ମୟ ଚରିତ୍ରରୁ ଅନେକ ଉପାଦେୟ କଥା…
ରାଜଗାଙ୍ଗପୁରେ ଶୃଙ୍ଖଳା ସହପାଳିତ ଶ୍ରୀରାମ ନବମୀ ଶୋଭାଯାତ୍ରା
ସୁରକ୍ଷା ବ୍ୟବସ୍ଥା କଡ଼ା କଡି, ୨୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ।
ରାଜଗାଙ୍ଗପୁର ୨୭/୦୩/୨୬ ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ରେ ଶ୍ରୀ ରାମ ନବମୀ ଶୋଭାଯାତ୍ରା ଶାନ୍ତି ଶୃଙ୍ଘଳା ସହ ମହା ଆଡ଼ମ୍ବର ରେ ବାଦ୍ୟ ବାଜା ରେ ପ୍ରକମ୍ପିତ ହୋଇ ଉଠି ଥିଲା ସହରାଞ୍ଚଳ ଭକ୍ତ ମାନଙ୍କ ଉତ୍ସାହରେ ପାଳିତ…
୩ ଦୁର୍ବୁତ୍ତ ବୃଦ୍ଧାଙ୍କ ବେକରୁ ଛିଣ୍ଡାଇ ନେଲେ ସୁନା ମାଳି
ଓଡ଼ଗାଁ,୨୭।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ନନ୍ଦିଘୋର ପାଣିଖିଆ ସାହିର ଜଣେ ବୃଦ୍ଧାଙ୍କ ବେକରୁ ୩ ଜଣ ଦୁର୍ବୃତ୍ତ ସୁନାର ମାଳି ଛିଣ୍ଡାଇ ନେବା ନେଇ ଓଡ଼ଗାଁ ଥାନାରେ ଅଭିଯୋଗ ହୋଇଛି। ବୃଦ୍ଧା ଜଣକ ହେଲେ ସ୍ୱର୍ଗତ ହଜାରୀ ବେହେରାଙ୍କ ସ୍ତ୍ରୀ ଅଇଁଠା…
ଓଡ଼ଗାଁ ଶ୍ରୀରାମ ନବମୀ ଯାତ୍ରାର ପ୍ରଥମ ସନ୍ଧ୍ୟା: ଜନ୍ମନାରାୟଣ ବେଶ ଦର୍ଶନରେ ୩୦ ହଜାର ଶ୍ରଦ୍ଧାଳୁ,
ସୁରକ୍ଷା ସତ୍ୱେ ଦୁବୃର୍ତ୍ତ ଛିଣ୍ଡାଇ ନେଲେ ସୁନା ଅଳଙ୍କାର
ଓଡ଼ଗାଁ, ୨୭।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଗୁପ୍ତ ଅଯୋଧ୍ୟା ଭାବେ ପରିଚିତ ଓଡ଼ଗାଁର ଅଧିଶ୍ୱର ଶ୍ରୀରଘୁନାଥ ଜିଉଙ୍କ ପୀଠରେ ପବିତ୍ର ଚୈତ୍ର ଶୁକ୍ଳ ନବମୀ ଅବସରରେ ଶ୍ରୀରାମ ଜନ୍ମୋତ୍ସବ ଭକ୍ତିମୟ ପରିବେଶରେ ପାଳିତ…
ଓଡ଼ଗାଁରେ ଶ୍ରୀରାମ ନବମୀ ଯାତ୍ରାର ପ୍ରଥମ ଦିନ, କାଳବୈଶାଖୀର ତାଣ୍ଡବ,
୪ ଘଣ୍ଟାରୁ ଅଧିକ ସମୟ ବିଦ୍ୟୁତ ବିଛିନ୍ନ
ଓଡ଼ଗାଁ, ୨୭।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ପ୍ରସିଦ୍ଧ ଓଡ଼ଗାଁ ଶ୍ରୀରାମ ନବମୀ ଯାତ୍ରାର ପ୍ରଥମ ଦିନରେ ଭକ୍ତିମୟ ପରିବେଶକୁ କାଳବୈଶାଖୀ ବର୍ଷା ଭାଙ୍ଗିଦେଇଛି। ଶ୍ରୀରାମଙ୍କ ଜନ୍ମ ଉତ୍ସବ ଦେବନୀତି ଓ ବିଧିବିଧାନ ଅନୁଯାୟୀ ସମାପନ…
ଗଜପତି ଜିଲ୍ଲାରେ ‘ପ୍ରବେଶ ଉତ୍ସବ’ ଓ ‘ଖଡ଼ିଛୁଆଁ’ ପାଇଁ ବ୍ୟାପକ ସଚେତନତା : ଅଭିଭାବକଙ୍କୁ ନିମନ୍ତ୍ରଣ କଲେ ଜିଲ୍ଲା…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାଜ୍ୟ ସରକାରଙ୍କ ‘ନିପୁଣ ଓଡ଼ିଶା’ କାର୍ଯ୍ୟକ୍ରମ ଅଧୀନରେ ଶିଶୁବାଟିକା ଓ ପ୍ରଥମ ଶ୍ରେଣୀ ନାମଲେଖା ପାଇଁ ସାରା ରାଜ୍ୟରେ ଉତ୍ସାହ ଦେଖାଦେଇଛି। ଏହି ପରିପ୍ରେକ୍ଷୀରେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଜିଲ୍ଲା ପ୍ରଶାସନ ଓ…