ପ୍ଲାଜମା ଦାନ ପାଇଁ ଝାରସୁଗୁଡ଼ାର ୪ ଜଣ ଗଲେ ରାଉରକେଲା।

ଝାରସୁଗୁଡ଼ା :(ସୁଭାଷ ସହାରେ)ବର୍ତ୍ତମାନ ସାରା ଦେଶରେ କୋରୋନା ବିପତ୍ତିର ସାମନା କରିବାର ବିଭିନ୍ନ ଉପାୟ ଅବଲମ୍ବନ କରାଯାଉଥିବା ବେଳେ  ଦିଲ୍ଲୀ ସରକାରଙ୍କ ଦ୍ବାରା ଆରମ୍ଭ କରାଯାଇଥିବା ପ୍ଲାଜମା ଥେରାପି ଏକ ଅନନ୍ୟ ଉପାୟ ଭାବରେ ଗ୍ରହଣୀୟ ହୋଇଛି। ଏହି ପରିପ୍ରେକ୍ଷୀରେ ବର୍ତ୍ତମାନ ଓଡ଼ିଶା…

କୋରନା ଛଡେଇନେବ ଟ୍ୟାକ୍ସି ଚାଳକଙ୍କ ଜୀବିକା , ଏଆରପୋର୍ଟ ଦ୍ୱାରା ସ୍ଥାନୀୟ ଚାଳକଙ୍କୁ ଅବହେଳା

ଝାରସୁଗୁଡ଼ା :(ସୁଭାଷ ସହାରେ):ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ  ବିମାନବନ୍ଦରରେ ଓଡିଶା ମୋଟର ଚାଳକ ସଂଘ  ଟାକ୍ସି ଚାଳକ ମାନେ ଏବେ ଜୀବିକା ହରାଇବାକୁ ଯାଇ ଦୁଃଖ ପ୍ରକାଶ କରିଛନ୍ତି ଏବଂ ଏକ ସ୍ମାରକ ପତ୍ର ଜିଲ୍ଲାପାଳ ଙ୍କୁ ଇମେଲ ମାଧ୍ୟମରେ ପ୍ରଦାନ କରିବା ସହ ବିଭିନ୍ନ ଗଣମାଧ୍ୟମ…

ବନ ସୁରକ୍ଷା ସମିତି ପକ୍ଷରୁ ଲୋକଙ୍କୁ ସଚେତନ କରିବା ସହ ମାସ୍କ ବଣ୍ଟନ

ଝାରସୁଗୁଡା / ସୁବାଷ ସାହାରେ :କେଲେଡା ବନ ସୁରକ୍ଷା ସମିତି ତରଫରୁ କରୋନା ସଂକ୍ରମଣରୁ ରକ୍ଷା କରିବା ପାଇଁ ବନ ସୁରକ୍ଷା ସମିତିର ସଭାପତି ମାଣିକ କିସାନଙ୍କ ଅଧକ୍ଷତାରେ ଗ୍ରାମର ପ୍ରତ୍ୟେକ ପଡ଼ାରେ ବୁଲି ବୁଲି ଲୋକମାନଙ୍କୁ ସଚେତନତା କରାଇବା ସହିତ ଲୋକମାନଙ୍କୁ ମାସ୍କ ଓ ସାବୁନ ବଣ୍ଟନ କରିଥିଲେ…

ଅଗ୍ରିଆ ବାଗଡିହି ରେଳଫାଟକ ବନ୍ଦ

ଝାରସୁଗୁଡ଼ା :(ସୁଭାଷ ସହାରେ): ଝାରସୁଗୁଡ଼ା ଜିଲ୍ଲା କିର୍ମିରା ବ୍ଳକ ଗଉଡ ପାନପାଳି ପଞ୍ଚାୟତ ନିକଟସ୍ଥ ଦକ୍ଷିଣ ପୂର୍ବ ରେଳପଥର ଧୁତରା ଓ ବାଗଡିହି ରେଳଷ୍ଟେସନ ମଧ୍ୟରେ ଥିବା ଅଗ୍ରିଆ ବାଗଡିହର ଫାଟକ କ୍ରମାଙ୍କ ୨୫୧ କୁ ଗତ ତା. ୨୫/୭/୨୦୨୦ ଶନିବାର ଦିନ ଠାରୁ ସଂପୂର୍ଣ୍ଣ ବନ୍ଦ କରି…

ବରଗଡ଼ ଜିଲ୍ଲାରେ ୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ 

ବରଗଡ :- ଓଡ଼ିଶାରେ ଦିନକୁ ଦିନ କରୋନା ମିଟର ବଢିବାରେ ଲାଗିଛି । ବରଗଡ଼ ଜିଲ୍ଲାରେ ମଧ୍ୟ କରୋନା ମିଟର ତଳକୁ ଖସିବାର ନା ନେଉନି । ଆଜି ବରଗଡ଼ ଜିଲ୍ଲାରେ ୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଆକ୍ରାନ୍ତ ଙ୍କ ମଧ୍ୟରୁ ୯ଜଣ ପୁରୁଷ ଓ ୪ଜଣ ମହିଳା ଅଛନ୍ତି ବରଗଡ଼…

ପୁର୍ବତନ ଜିଲ୍ଲାପାଳଙ୍କ ବିୟୋଗରେ ଶୋକସଭା 

ବରଗଡ :- ବରଗଡ ଜିଲ୍ଲାର ପୁର୍ବତନ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ପ୍ରକାଶ ଦାଶ ନିଧନ ପରେ ବରଗଡ଼ ଜିଲ୍ଲା ପ୍ରଶାସନ ପ୍ରଶାସନ ତରଫରୁ ଆଜି ସାନ୍ଧ୍ୟ ସମୟରେ ଏକ ଶୋକସଭାର ଆୟୋଜନ କରାଯାଇଥିଲା । ଏଠାରେ ସୂଚନାଯୋଗ୍ୟ ଯେ ଶ୍ରୀ ଦାଶ ଗତ 2004 ରୁ 2005 ପର୍ଯନ୍ତ ଜିଲ୍ଲାର ଜିଲ୍ଲାପାଳ ଭାବରେ କାର୍ଯ…

କଳାହାଣ୍ଡି ଜିଲ୍ଲା ସୀମାନ୍ତ କନ୍ସିଲ ଠାରେ କଳାହାଣ୍ଡି ବଲାଙ୍ଗିର ରାସ୍ତା ସିଲ. 

ଜୁନାଗଡ /ଶାସକ ପ୍ରଶାସକ : ଦିନକୁ ଦିନ କଳାହାଣ୍ଡି ଜିଲ୍ଲା ରେ କୋରୋନା ମହାମାରୀ ବ୍ୟାପି ବlରେ ଲାଗିଥିବା ବେଳେ ପ୍ରଶାସନ ଏଥିପାଇଁ ଅଧିକ ତତ୍ପର ହୋଇପଡିଛି | କଳାହାଣ୍ଡି ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ କଲାହାଣ୍ଡି ଜିଲ୍ଲl କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ କନ୍ସିଲ (କଳାହାଣ୍ଡି ଏବ୍ଂ…

ଆଜି ୧୦ ଜୀବନ ଯାଇଥିବା ବେଳେ ସୁସ୍ଥ ହେଲେ ୭୫୬ ଜଣ 

ଭୁବନେଶ୍ୱର (ଶାସକ ପ୍ରଶାସକ) : ଆଜି କରୋନା ଯୋଗୁ ୧୦ ଜଣଙ୍କ ଜୀବନ ଯାଇଥିବା ବେଳେ ଆଜି ସୁସ୍ଥ ହୋଇଛନ୍ତି ଘରକୁ ଫେରିଛନ୍ତି ୭୫୬ ଜଣ | ଫଳରେ ମୋଟ ସୁସ୍ଥଙ୍କ ସଂଖ୍ୟା ୨୧୨୭୩ ରେ ପହଂଚିଛି | ଆଜି ସର୍ବାଧିକ ୧୬୨ଜଣ ଖୋର୍ଦ୍ଧା, ୧୩୯ଜଣ ଗଂଜାମରୁ, ୭୮ଜଣ କଟକ, ୫୮ଜଣ  ସୁନ୍ଦରଗଡରୁ, ୪୯ଜଣ…

ସଂକ୍ରମିତ ସଂଖ୍ୟା ହୁ ହୁ ହୋଇ ବଢ଼ୁଛି 

୮୭ ଦିନରେ ୬୯୦ ଟପିଲା, ଦିନକରେ ୩୯ ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା  ଉଦବେଗଜନକ ହେବା ଆରମ୍ଭ କରିଛି । ଜିଲ୍ଲାର ସମସ୍ତ ୨୬ଟି ବ୍ଲକ ସହିତ ୨ଟି ଏନଏସି ଓ ଗୋଟାଏ ପୌରପରିଷଦରେ କରୋନା ତାର କାୟା ବିସ୍ତାର କରିସାରିଥିବା ବେଳେ କେବଳ ରାଇରଙ୍ଗପୁର…

ବ୍ରହ୍ମପୁରରେ ଆଉ ଦୁଇଟି କୋଭିଡ ହସ୍‌ପିଟାଲ ଉଦ୍‌ଘାଟିତ, ବଢ଼ିଲା ୩୦୦ ଶଯ୍ୟା 

ଗଞ୍ଜାମରେ ସଂକ୍ରମଣ ହାର କମୁଛି | ବର୍ତ୍ତମାନ ପରିସ୍ଥିତିରେ ଆତ୍ମସନ୍ତୋଷର କୌଣସି ସ୍ଥାନ ନାହିଁ | ନିଜର ଓ ନିଜ ପରିବାରର ନିରାପତ୍ତା ପାଇଁ ଗହଳିକୁ ଯାଆନ୍ତୁ ନାହିଁ, କୋଭିଡ ନିୟମକୁ ହାଲ୍‌କା ଭାବରେ ନିଅନ୍ତୁ ନାହିଁ, ଏହାର ଗୁରୁତ୍ବକୁ ଭଲ ଭାବରେ ବୁଝନ୍ତୁ – ମୁଖ୍ୟମନ୍ତ୍ରୀ ଭୁବନେଶ୍ବର,(…