ସମ୍ବଲପୁର,(ରମାକାନ୍ତ ବିଶ୍ବାଳ): ପଶ୍ଚିମ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ କୁଚିଣ୍ଡା ପ୍ରକଳ୍ପ ର ଅଙ୍ଗନୱାଡ଼ି କର୍ମୀ ସରକାରଙ୍କ ଉଦ୍ଧେଶ୍ୟରେ ସମନ୍ୱିତ ଶିଶୁ ବିକାଶ ଅଧିକାରିଣୀ, ବିଡ଼ିଓ, ଉପ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ବ୍ଲକ୍ ସଭାନେତ୍ରୀ ଦୁଃଶୀଳ। ଧୁରୂଆ ଙ୍କ ନେତୃତ୍ୱରେ ଗୋମତୀ କଲୋ, ଶାନ୍ତିଲତା ପଟେଲ, ଅଞ୍ଜଳି ଶର୍ମା, ତରୁଣୀ ନାୟକ, ମମତା ପ୍ରଧାନ, ସରୋଜିନୀ ମାଝୀ,ଲତା କୁମୁରା, ସୁରଭି କିଶା ନ, ସୈରେନ୍ଦ୍ରି ମହାନନ୍ଦ, ସୁକାନ୍ତି କିଶନ ପ୍ରମୁଖ ଉପସ୍ଥିତ ଥିଲେ। ଅଙ୍ଗନୱାଡ଼ି କର୍ମୀ ଓ ସହାହିକଙ୍କୁ ରେଗୁଲାର,21 ହଜାର ଦରମା ଦେବା,10 ହଜାର ପେନସନ, କରନା ଯୋଦ୍ଧା ରୂପେ ଅଧିକା ପ୍ରୋତ୍ସାହନ ରାଶି, ସବୁ ବ୍ଲକ୍ କୁ ପଦୋନ୍ନତି ରେ ଅଗ୍ରାଧିକାର ଦେବା, ଅଣ୍ଡା ବଜାର ଦର ଅନୁସାରେ ଟଙ୍କା ଦେବା, ଚାଉଳ ଠିକ୍ ପରିମାଣରେ ଯୋଗାଇଦେବା, ରେକଭରୀ ନା ରେ କର୍ମୀଙ୍କୁ ହଇରାଣ ନ କରିବା ପ୍ରଭୃତି ଦାବି କରିଛନ୍ତି।
Sign in
Sign in
Recover your password.
A password will be e-mailed to you.