ସ୍ଥାୟୀ ନିଯୁକ୍ତି ଦାବୀରେ ପଶ୍ଚିମାଞ୍ଚଳ ଏକତା ମଞ୍ଚର ଶାନ୍ତିପୂର୍ଣ୍ଣ ଧାରଣା

0

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ)-ଏନ.ଏଲ.ସି ସମେତ ପଶ୍ଚିମାଞ୍ଚଳ ର ବିଭିନ୍ନ ଶିଳ୍ପାନୁଷ୍ଠାନ ରେ ସ୍ଥାନୀୟ ଯୁବକ ଯୁବତୀ ଙ୍କୁ ସ୍ଥାୟୀ ନିଯୁକ୍ତି ଦାବୀ ରେ ସମ୍ବଲପୁର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପଶ୍ଚିମାଞ୍ଚଳ ଏକତା ମଞ୍ଚ ର ଶାନ୍ତିପୂର୍ଣ୍ଣ ଧାରଣା । ପଶ୍ଚିମାଞ୍ଚଳ ଏକତା ମଞ୍ଚ ର ସମ୍ବଲପୁର ଜିଲ୍ଲା ଶାଖା ର କାର୍ଯ୍ୟକ୍ରମ ସଂଯୋଜକ ନିଶିକାନ୍ତ ବିଶ୍ୱାଳ ଙ୍କ ନେତୃତ୍ୱରେ  ପଶ୍ଚିମାଞ୍ଚଳ ଏକତା ମଞ୍ଚ ର ମୁଖ୍ୟ କାର୍ଯ୍ୟକ୍ରମ ସଂଯୋଜିକା ଗୀତାରଣୀ ପଣ୍ଡା ଭାଷା ସାହିତ୍ୟ ସଂଯୋଜିକା ପଙ୍କଜିନି ମେହେର ମହିଳା ସଂଯୋଜିକା କାନ୍ତି ମେହେର ଧନକଉଡା ବ୍ଲକ ଉପାଧ୍ୟକ୍ଷା ସୁଷମା ସାହୁ ଯୁବ ସଂଯୋଜକ ଦେବାଶିଷ ବେହେରା ତୃପ୍ତିମୟୀ ପଣ୍ଡା, ରାହୁଲ ଗୁପ୍ତା, ଆଭାସ ପଣ୍ଡା, ଶୁଭମ ନାଥ, ସୁରଜ ତ୍ରିପାଠୀ, ଟିକୁ ବାଗ,  ଆତିଶରତ୍ନ ବହିଦାର, ସୁବ୍ରତ କୁମାର ବିର୍ତ୍ତିଆ, ଭବାନୀ ଶଙ୍କର ପ୍ରଧାନ, ପଶ୍ଚିମାଞ୍ଚଳ ଏକତା ମଞ୍ଚ ର ମୁଖ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସି ପ୍ରମୁଖ ସାମିଲ ଥିଲେ ।

         

Leave A Reply

Your email address will not be published.