ଜଙ୍ଗଲରୁ ମାଙ୍କଡ ମାଂସ ନେଇ ଆସୁଥିବା ଯୁବକକୁ ଗିରଫ କଲା ବନବିଭାଗ

0

(ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଶ୍ରୀୟାସ୍ମିତା ସାମଲ / ଅନିଲ ପୁଷ୍ଟି ) : ସମ୍ବଲପୁର ଜିଲ୍ଲା  ରେଢାଖୋଲ ବନଖଣ୍ଡ ବଡବାହାଳ ରେଞ୍ଜ କଦଳିଗଡ ଅଂଚଳରୁ ମାଙ୍କଡ ମାଂସ ସହ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବନବିଭାଗ।

ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ବଡବାହାଳ ରେଞ୍ଜ ଅଧିନସ୍ଥ କଦଳିଗଡ ଗ୍ରାମର ରାହାନ୍ ରିଜର୍ଭ ଜଙ୍ଗଲର କଂପାର୍ଟ ମେଂଟ୍ ନଂ ୬ ନିକଟରୁ ବଡବାହାଳର ଫରେଷ୍ଟ ଗାର୍ଡ ରାଜେନ୍ଦ୍ର କୁମାର ପ୍ରଧାନ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଜଙ୍ଗଲରୁ ମାଙ୍କଡମାରି ଆସୁଥିବା ସମରା ମୁଣ୍ଡାକୁ ଧରିଥିଲେ। ତାଙ୍କ ଘର ଜମନକିରା ଥାନା ବନ୍ଧାଭୂଇଁର ବୋଲି ଜଣା ପଡିଛି। ତାଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି।

Leave A Reply

Your email address will not be published.