ଭଞ୍ଜନଗର ( ନିଲୁ ବିଷୋୟୀ ) – ଭାରତ ଜ୍ଞାନ ବିଜ୍ଞାନ ସମିତିର ରାଜ୍ୟ ସମ୍ପାଦକ ବ୍ଲୋରିନ ମହାନ୍ତି ଙ୍କ ପରାମର୍ଶ କ୍ରମେ ଜିଲ୍ଲା ସଂଯୋଜକ ଶ୍ରୀଯୁକ୍ତ ଅନିଲ କୁମାର ବେହେରା, ରାଜ୍ୟ କର୍ମକର୍ତା ଶ୍ରୀଯୁକ୍ତ ଶୂଳପାଣି ଶତପଥୀ, ସମାଜ ସେବି ଶ୍ରୀଯୁକ୍ତ ପଞ୍ଚାନନ ପାଳ ଓ ବ୍ଲକ ସଂଯୋଜକ କୁମାରୀ ଟିକିନା ଜେନା ଙ୍କ ଉପସ୍ଥିରେ ଚିଦାନନ୍ଦ କୁଷ୍ଠଶ୍ରମ ଅନ୍ତେବାସୀ ଙ୍କୁ ପ୍ରଥମେ ସାନିଟାଇଜ କରିବା ସହିତ ବାରମ୍ବାର ହାତ ଧୋଇବା, ସାମାଜିକ ଦୂରତା ବଜାୟ ରଖିବା ମାସ୍କ ପିନ୍ଧିବା ପାଇଁ ଅତିଥି ମାନେ ବକ୍ତବ୍ୟ ରେ ଆଲୋକପାତ କରିଥିଲେ । ପରିଶେଷରେ ଅତିଥି ଓ ଭାରତ ଜ୍ଞାନ ବିଜ୍ଞାନ ସମିତି ର ସ୍ବେଛାସେବୀ ମାନେ ଅନ୍ତେବାସୀ ଙ୍କୁ ସାବୁନ, ବିସକେଟ ଓ ମାସ୍କ ବଣ୍ଟନ କରିଥିଲେ । ଆଗାମୀ ଦିନରେ ଭଞ୍ଜନଗର ଅଂଚଳର ଆହୁରି କିଛି ବ୍ୟକ୍ତି ବିଶେଷ ଙ୍କୁ ନେଇ ସଚେତନତା କରାଯିବା ସହିତ B. G. V. S ସହଯୋଗ ରେ ସାବୁନ ବଣ୍ଟନ କରାଯିବ ।
Sign in
Sign in
Recover your password.
A password will be e-mailed to you.