ଯୁବରେଡକ୍ରସ୍ ତରଫରୁ ସ୍ୱଚ୍ଛତା ଦିବସ ପାଳିତ

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମହିଳା ସ୍ନାତକ ମହିଳା ମହାବିଦ୍ୟାଳୟ ପରିସରରେ ଆଜି ଯୁବରେଡକ୍ରସ୍ ତରଫରୁ ମହାବିଦ୍ୟାଳୟ ପରିସରରେ ସ୍ୱଚ୍ଛତା ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଅଧ୍ୟକ୍ଷା ଡ.ରୀନା ସାହୁ ଶୁଭାରମ୍ଭ କରିଥିଲେ। ମହାବିଦ୍ୟାଳୟ ଚତୁଃପାର୍ଶ୍ୱରେ ଥବା ଆବର୍ଜନା ସଫା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରେଡକ୍ରସ୍ ଅଧିକାରୀ କୁମାରୀ ମଧୁସ୍ମିତା ପ୍ରଧାନ ଓ ରେଡକ୍ରସ ସ୍ବେଚ୍ଛାସେବୀ ଛାତ୍ରୀମାନଙ୍କ ସହଯୋଗରେ ସଫେଇ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ।

http://www.youtube.com/watch?v=Xi0m_IKxJpg 

ଏହି କାର୍ଯ୍ୟକ୍ରମରେ ରାଜେଶ କୁମାର ପାତ୍ର , ଏଲ୍ . ଦୁର୍ଯ୍ୟୋଧନ , କୁମାରୀ ରଞ୍ଜିତା ପଟ୍ଟନାୟକ , ଓ ଲାଲୀ ଖଡଗରାୟ ସହଯୋଗ କରିଥିଲେ।

Leave A Reply

Your email address will not be published.