ଗାଇସିଲେଟ-ଆଜି ବିଦ୍ୟୁତ ବିଭାଗ ଗାଇସିଲେଟ କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ୭୨ ତମ ଗଣତନ୍ତ୍ର ବିବସ ପାଳିତ ହୋଇଯାଇଛି | ବିଭାଗର କନିଷ୍ଠ ଯନ୍ତ୍ରୀ ଶ୍ରୀ ବିଜୟ କୁମାର କିଶନ ଜାତୀୟ ପତାକା ଉତୋଳନ କରି କର୍ମଚାରୀ ମାନଙ୍କୁ ସମ୍ବୋଧିତ କରିଥିକେ | ଅନ୍ୟ ସହକାରୀ କର୍ମଚାରୀ ରଜନୀକାନ୍ତ ସାହୁ ,ରଞ୍ଜନ କୁମାର୍ ଜେନା,ରଘୁମନି ବଗର୍ତ୍ତି,ହେମନ୍ତ ଗଡଟିଆ, ବାବୁଲୁ ଗଡତିଆ,ଫକୀର ସାହୁ,ରୀଙ୍କୁ ବରିହା, ଉମାକାନ୍ତ ପାଣ୍ଡେ, ସୁଶାନ୍ତ ଗତିଆ, ପ୍ରମୁଖ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.