ଏନଏନଏଫରେ ମୁକ୍ତିଲାଭ  କଲା ସାଇ ଭଜନ ‘ସାଇ ଶଙ୍କର’

ଭୁବନେଶ୍ୱର / ଶାସକ ପ୍ରଶାସକ : ଡିଜିଟାଲ ପ୍ଲାଟଫର୍ମରେ ନିଜର ଚମତ୍କାରିତା ପ୍ରଦର୍ଶନ କରିବାକୁ ଯାଉଛି ନିହାର ନମନ ଫିଲ୍ମସ (ଏନଏନଏଫ) | ନିୟମିତ ଭାବେ ଏହି ପ୍ରଯୋଜନା ସଂସ୍ଥା ପକ୍ଷରୁ ମ୍ୟୁଜିକ ଭିଡ଼ିଓ, କ୍ଷୁଦ୍ର ଚଳଚ୍ଚିତ୍ର, ୱେବ ସିରିଜ ନିର୍ମାଣ କରାଯିବ | ଏହି କ୍ରମରେ ପ୍ରଥମ କରି…

ଢେଙ୍କାନାଳ ଜିଲ୍ଲା ବିଜେଡି କମିଟି ଗଠିତ

ଭୁବନେଶ୍ୱର : ଢେଙ୍କାନାଳ ଜିଲ୍ଲା ବିଜେଡି କମିଟିକୁ ଆଜି ଦଳର ସଭାପତି ନବୀନ ପଟ୍ଟନାୟକ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଆଜି ଅନୁମୋଦିତ 28 ଜଣିଆ କମିଟିରେ 5 ଜଣ ଉପସଭାପତି, 6 ସାଧାରଣ ସମ୍ପାଦକ ,16 ଜଣ ସମ୍ପାଦକ ଓ ଜଣେ କୋଷାଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି ବୋଲି ବିଜେଡି ସାଧାରଣ ସମ୍ପାଦକ…

କପା ବିକ୍ରି ନିମନ୍ତେ ପ୍ରଚାର ରଥର ଶୁଭାରମ୍ଭ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ପରିସରରେ ପାରଳାଖେମୁଣ୍ଡି ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ କମିଟିର ବଜାର ପ୍ରାଙ୍ଗଣ ଠାରେ ଚାଷୀଙ୍କ ଉତ୍ପାଦିତ କପା ବିକ୍ରି ନିମନ୍ତେ , କପାଚାଷୀ…

“ବନ୍ଦେ ଉତ୍କଳ ଜନନୀ” କୁ ବିରୋଧ କଲା କୋଶଲ ରାଜ୍ୟ ସମନ୍ବୟ ସମିତି। 

ଝାରସୁଗୁଡ଼ା :(ସୁଭାଷ ସହାରେ) :ସରକାର ନିଷ୍ପତ୍ତି ନେଇଛନ୍ତି ଯେ ପାଠ୍ୟପୁସ୍ତକରେ ବନ୍ଦେ ଉତ୍କଳ ଜନନୀ ସାମିଲ କରାଯିବ। ମାତ୍ର ପଶ୍ଚିମ ଓଡ଼ିଶାରେ ଏହାକୁ ନେଇ ବିରୋଧର ସ୍ବର ଠିଆ ହୋଇ ଯାଇଛି। ଏହା ପୂର୍ବ ଓଡ଼ିଶାବାସୀଙ୍କ ଦ୍ବାରା କୋଶଳବାସୀଙ୍କ ଉପରେ ବାଧ୍ୟତାମୂଳକ ଭାବରେ ଲଦି ଦିଆଯାଉଛି…

ଶେଷରେ ସହାୟତାର ହାତ ବଢ଼ାଇଲେ ଜିଲ୍ଲାପାଳ। 

ରେଡକ୍ରସ ପାଣ୍ଠିରୁ ଦଶ ହଜାର ଟଙ୍କା ଦେଲେ  ବିଜୁ ସ୍ବାସ୍ଥ୍ୟ ଯୋଜନାରେ ଅସ୍ତ୍ରୋପଚାର ପାଇଁ ଭୁବନେଶ୍ବର ପଠାଇଲେ।  ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡ଼ା ଜିଲ୍ଲାର କୋଲାବିରା ବ୍ଲକ ଅନ୍ତର୍ଗତ ଗୁଡ଼ିଗାଁର କିଶୋର ସୁନାନୀ ଓ ଝରଣା ସୁନାନୀଙ୍କ ଝିଅ ରଶ୍ମିତା ସୁନାନୀଙ୍କ…

ବିଜୁ ଯୁବ ଜନତା ଦଳ ରାଜ୍ୟ  ସାଧାରଣ ସମ୍ପାଦକ ହୀରାଲାଲ ବେହେରାଙ୍କୁ ସମ୍ବର୍ଦ୍ଧନା l

ସମ୍ବଲପୁର, (ରମାକାନ୍ତ ବିଶ୍ବାଳ):  ଧନକଉଡା ବ୍ଲକ ଆଦିବାସୀ ମହିଳା ସଙ୍ଗଠନ ପକ୍ଷରୁ ଆଜି ନବ ନିଯୁକ୍ତ ବିଜୁ ଯୁବ ଜନତା ଦଳ ରାଜ୍ୟ  ସାଧାରଣ ସମ୍ପାଦକ ହୀରାଲାଲ ବେହେରାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି l ମହାନଗର ନିଗମ ୱାର୍ଡ ନମ୍ବର ୨୯ ଗେଙ୍ଗୁଟିପାଲି ଠାରେ ଅନୁଷ୍ଠିତ ଏହି…

ଅଇଁଠାପାଲି ଥାନାରେ ରାଜ୍ୟର ପ୍ରଥମ ଚାଇଲ୍ଡ ଫ୍ରେଣ୍ଡଲି କର୍ଣ୍ଣର ଉଦଘାଟିତ l

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ)- ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ତରଫରୁ  ରାଜ୍ୟର ପ୍ରଥମ ଥାନା ଭାବରେ ସମ୍ବଲପୁରର ଅଇଁଠାପାଲି ଥାନାକୁ ଆସୁଥିବା ଶିଶୁ ମାନଙ୍କ ପାଇଁ ‘ଚାଇଲ୍ଡ ଫ୍ରେଣ୍ଡଲି ସ୍ପେଶ’ ଆଜି  ଉଦଘାଟିତ ହୋଇଛି l  ଆୟୋଗର ଚେୟାରପର୍ସନ ସନ୍ଧ୍ୟାବତୀ ପ୍ରଧାନ ମୁଖ୍ୟ…

ଉଲୁଣ୍ଡା ବ୍ଲକରେ ସିଆରପି, ଏମବିକେ ଚୟନରେ ମହା ଘୋଟାଲା ।

ଜାଲ ପ୍ରମାଣ ପତ୍ର ସହ ମୋଟ ଅଙ୍କର ଅର୍ଥ କାରବାର ଅଭିଯୋଗ  ବୀରମହାରାଜପୁର -( ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକରେ ପ୍ରତି ପଞ୍ଚାୟତରେ ସି ଆର ପି ,ଏମ ବି କେ ପଦ ଚୟନରେ ମହା ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ଓଡିଶା…

ପରୀ ମୃତ୍ୟୁ ରହସ୍ୟର ଆଉ ଏକ ଦିଗ ଉନ୍ମୁକ୍ତ କଲା ବାବୁଲିଙ୍କ ବୟାନ 

"ସରପଂଚଙ୍କ ପ୍ରତିଶୋଧ ମାନସିକତା ମୋ ବିରୋଧରେ ଷଡଯନ୍ତ୍ରର ମୁଖ୍ୟକାରଣ"    "ଝିଅଟା କୁଆଡେ ଗଲା | ଯୋଉଦିନ ସେ ଝିଅ ଗଲା, ସେମାନେ ଚୁପଚାପ ଥିଲେ | ସେମିତି ସିରିଆସଲି ଖୋଜାଖୋଜି ନାହିଁ | ତାର ଠିକ ୧୦ ଦିନ ପରେ ଏଗାର  ଦିନ ଏମାନେ ଘିଅ ଖାଇଦେଲେ | ଆମେ ଗାଁ ଲୋକ ସନ୍ଦେହ କରି ଖୋଳତାଡ କଲୁ…

ଇସ୍ତଫା ଦାବୀରେ ମହିଳା ମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କ ମନ୍ତ୍ରୀ ଅରୁଣ ସାହୁଙ୍କ ବାସଭବନ ଘେରାଓ

 ପରୀକୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ଏ ଲଢେଇ ଜାରି ରହିବ  ପରୀ ଘଟଣା ସିବିଆଇ ଦ୍ୱାରା ତଦନ୍ତ କରାଯାଉ ଭୂବନେଶ୍ୱର : ପରି ହତ୍ୟା ଘଟଣାରେ  ମନ୍ତ୍ରୀ ଅରୁଣ ଇସ୍ତଫା ଦାବି ନେଇ ଆଜି ମହିଳା ମୋର୍ଚ୍ଚା କାର୍ଯ୍ୟକର୍ତାମାନେ ଅଭିଯୁକ୍ତ ମନ୍ତ୍ରୀ ଅରୁଣ ସାହୁଙ୍କ ବାସଭବନକୁ ଘେରାଓ ଉଦ୍ୟମ…