ବାସୁଦେବପୁର – ରବିବାର ଦିନ ସଂଧ୍ୟା ସମୟରେ ବାସୁଦେବପୁର ବ୍ଳକ ଅନ୍ତର୍ଗତ ସ୍ଥାନୀୟ ଗୁଆ ଗଡ଼ିଆ ପଞ୍ଚାୟତ ର ତିନି ନମ୍ୱର୍ ୱାର୍ଡ଼ ରେ ବଜ୍ର ପାତ ରେ ଛଅ ବଖରା ଘର ଜଳି ଯାଇଛି। ଗୌର ହରି ନାୟକ, ସୁବାସ ଚନ୍ଦ୍ର ନାୟକ ଙ୍କ ଘର ସମ୍ପୂର୍ଣ୍ଣ ଜଳି ଯାଇଛି। ଘରେ ଥିବା ଲକ୍ଷାଧିକ ଟଙ୍କାର ଆସବାବ ପତ୍ର ଓ ସମସ୍ତ ଜିନିଷ ପତ୍ର ଜଳି ପାଉଁଶ ହୋଇଯାଇଛି। ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣ ରେ ଅନୁରୋଧ କରା ଯାଉଛି।
Sign in
Sign in
Recover your password.
A password will be e-mailed to you.