Sign in
Sign in
Recover your password.
A password will be e-mailed to you.
ଭିଜିଲାନସ ଖାପଚରେ ପିଇଓ : ରେଡ ଜାରି
http://www.youtube.com/watch?v=wfFzY8skIgg
ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ।
ପଦ୍ମପୁର : ପଦ୍ମପୁର ବ୍ଳକ ଦହିତା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପୁରନ୍ଦର ସାହୁଙ୍କ ଘରେ ଭିଜିଲାନ୍ସ ଚଢାଉ ।…
କମିବ ସ୍କୁଲ ବସ୍ତାନି ଓ ହୋମୱାର୍କ ଚାପ : ବସ୍ତାନି ନୀତିରେ କେନ୍ଦ୍ର ସରକାରଙ୍କ ସୁପାରିଶ
ଦେଖନ୍ତୁ କେଉଁ କ୍ଳାସ ପାଇଁ କି ବ୍ୟବସ୍ଥା ରହିବ
ନୂଆଦିଲ୍ଲୀ : ନୂତନ ଶିକ୍ଷା ନୀତି ଉପରେ ଗୁରୁତ୍ୱ ଦେଇ ଗତକାଲି ଶିକ୍ଷା ମନ୍ତ୍ରଣାଳୟ ନୂତନ ବିଦ୍ୟାଳୟ ବସ୍ତାନି ନୀତି ବା ସ୍କୁଲ ବ୍ୟାଗ ପଲିସୀ ଅନ୍ତର୍ଗତ କେତେକ ଗୁରୁତ୍ୱପୂର୍ଣ ସୁପାରିଶ କରିଛନ୍ତି । ବସ୍ତାନିର ସର୍ବାଧିକ ଓଜନ…
ଅବସରପ୍ରାପ୍ତ ଜିଲ୍ଲା ଜଜ୍ କିଶୋର ଚନ୍ଦ୍ର ମହାପାତ୍ରଙ୍କ ଦେହାନ୍ତ
ଭୁବନେଶ୍ୱର: ଅବସରପ୍ରାପ୍ତ ଜିଲ୍ଲା ଜଜ୍ କିଶୋର ଚନ୍ଦ୍ର ମହାପାତ୍ରଙ୍କର ସୋମବାର ଦିନ ଭୁବନେଶ୍ୱରର ଏରୋଡ୍ରୋମ ଅଞ୍ଚଳରେ ଥିବା ତାଙ୍କ ବାସଭବନରେ ୮୮ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ସେ ଗତ ୨ ବର୍ଷ ଧରି COPD ରେ ପୀଡିତ ଥିଲେ | ଶ୍ରୀ ମହାପାତ୍ର ପୂର୍ବରୁ କେଉଁଝର ଏବଂ ସୁନ୍ଦରଗଡର ଜିଲ୍ଲା …
ବିଶିଷ୍ଟ କଣ୍ଠଶିଳ୍ପୀ ତଥା ଅବସର ପ୍ରାପ୍ତ ଶିକ୍ଷୟତ୍ରୀ ପୁଷ୍ପାବେଣୀ ପଟ୍ଟନାୟକଙ୍କ ପରୋଲୋକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି କରଣ ସାହି ନିବାସୀ ବିଶିଷ୍ଟ କଣ୍ଠଶିଳ୍ପୀ ତଥା ଅବସର ପ୍ରାପ୍ତ ଶିକ୍ଷୟତ୍ରୀ ପୁଷ୍ପାବେଣୀ ପଟ୍ଟନାୟକଙ୍କ ପରୋଲୋକ ଘଟିଛି , ସେ ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟରେ…
କଳା କୃଷି ଆଇନକୁ କେନ୍ଦ୍ର ସରକାର ପ୍ରତ୍ୟାହାର କରନ୍ତୁ – ନରସିଂହ
ନୁତନ କୃଷି ଆଇନ ବିରୁଦ୍ଧରେ ଏକ ଜୁଟ ବଲାଙ୍ଗିର :ଗୋଟିଏ ମଂଚରେ ସାମିଲ ହେଲେ ସମସ୍ତ ବିରୋଧୀ ରାଜନୈିତିକ ଦଳ ଓ ସଂଗଠନ
ବଲାଙ୍ଗିର(ନିରୋଜ ମିଶ୍ର) : କେନ୍ଦ୍ର ସରକାରଙ୍କ କଳା କୃଷି ଆଇନ ବିରୁଦ୍ଧରେ ଦିଲ୍ଲୀ ସୀମାରେ ଆନେ୍ଦାଳନ ରତ କୃଷକ ମାନଙ୍କ ସରକାରଙ୍କ ସହିତ ଅଲୋଚନା ବାରମ୍ବାର ବିଫଳ…
“ସୁପରଷ୍ଟାର”ଙ୍କୁ ଟେଷ୍ଟ ଟିମରେ ସାମିଲ କରିବା ସପକ୍ଷରେ ସେନ
ସିଡନୀ (ଏଜେନ୍ସି) ସରିଲା ଏକ ଦିବସୀୟ ଓ ଟି-୨୦ ସିରିଜ | ଅଷ୍ଟ୍ରେଲିଆ ଏକ ଦିବସୀୟ ସିରିଜ ଜିତିଥିବା ବେଳେ ଭାରତ ଟି-୨୦ ସିରିଜ ବିଜୟୀ ହୋଇଛି | ଆଗକୁ ଅଛି ଗାଭାସ୍କର-ବର୍ଡ଼ର ଟେଷ୍ଟ ସିରିଜ | ବିଗତ ମ୍ୟାଚ ଗୁଡିକର ଫଳାଫଳ ଦେଖି ଏକ ଗୁରୁତ୍ୱପୂର୍ଣ ମତ ରଖିଛନ୍ତି କିମ୍ବଦନ୍ତୀ ସ୍ପିନର ସେନ…
ମୁମ୍ବାଇ ଅନ୍ତର୍ଜାତୀୟ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବରେ ‘ପାଇକ ବିଦ୍ରୋହ’କୁ ସ୍ୱତନ୍ତ୍ର ଜୁରି ପୁରସ୍କାର…
ଉଚ୍ଚମାନର ଚଳଚ୍ଚିତ୍ର ନିର୍ମାଣ କରି ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଓଡିଶା ପାଇଁ ଅନେକ ସମ୍ମାନ ଓ ସ୍ୱୀକୃତି ଆଣିଦେଇଥିବା ଅକ୍ଷୟ ପରିଜା ପ୍ରଡକ୍ସନକୁ ଆଉ ଏକ ବଡ ସଫଳତା ମିଳିଛି | 9ମ ମୁମ୍ବାଇ ଅନ୍ତର୍ଜାତୀୟ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବରେ ଅକ୍ଷୟ ପରିଜା ପ୍ରଡକ୍ସନ ଦ୍ୱାରା ନିର୍ମିତ…
ଜଳିଗଲା ଧାନ ଅମଳ ଯନ୍ତ୍ର।
ଝାରସୁଗୁଡ଼ା:(ସୁଭାଷ ସହାରେ) :ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକର ରିଙ୍କୁରି ଗ୍ରାମରେ ଧାନ ଅମଳ ଚାଲିଥିବା ବେଳେ ଧାନ ଅମଳ ଯନ୍ତ୍ର ଜଳି ଯାଇଥିବା ସୂଚନା ମିଳିଛି। ବିଲରେ ଧାନ ଅମଳ ଚାଲିଥିବା ବେଳେ ହଠାତ୍ ଯନ୍ତ୍ରଟିରେ ନିଆଁ ଲାଗି ଭୟଙ୍କର ଭାବରେ ଜଳି ଉଠିଥିଲା ।ଫଳରେ ଆଖପାଖରେ ଥିବା…
ଜଳିଗଲା ଚଳନ୍ତା ବାଇକ।
ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡ଼ା ଗାନ୍ଧୀ ଛକ ଅନ୍ତର୍ଗତ ଇବ ନଦୀ ବ୍ରିଜ ଉପରେ ଏକ ବାଇକରେ ନିଆଁ ଲାଗି ସଂପୂର୍ଣ୍ଣ ଭାବରେ ଜଳିଯାଇଥିବା ଜଣାପଡ଼ିଛି। ମାତ୍ର ଏହି ଘଟଣାରୁ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବାଇକ ଆରୋହୀ। ସୂଚନା ଅନୁସାରେ,ଆଜି ଅପରାହ୍ନ ୪ଟା ବେଳେ…
“ଭାରତ ବନ୍ଦ” ଡାକରାକୁ ଅଭୁତପୂର୍ବ ସମର୍ଥନ! ସବୁ ବନ୍ଦ, ବନ୍ଦ ଆଉ ବନ୍ଦ।
ଝାରସୁଗୁଡ଼ା :( ସୁଭାଷ ସହାରେ) ସାରା ଦେଶର କୃଷକ ସଂଗଠନ ଦ୍ଵାରା ଡାକରା ଦିଆଯାଇଥିବା "ଭାରତ ବନ୍ଦ" ଆଜି ଅଭୂତପୂର୍ବ ସଫଳତା ସହ ସମାପନ ହୋଇଯାଇଛି। ଏହି ବନ୍ଦକୁ ସମର୍ଥନ ଜଣାଇଥିଲେ ଦେଶର ୨୪ ଟି ମୂଖ୍ୟ ବିରୋଧୀ ରାଜନୈତିକ ଦଳ ତଥା ପ୍ରାୟ ଶହ ଶହ ଅନ୍ୟାନ୍ୟ ସାମାଜିକ ସଂଗଠନ। ଝାରସୁଗୁଡ଼ାରେ…