ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ କଲେ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ 

ଭଟଲି (ସୁଧୀର ତ୍ରିପାଠୀ) : ଆଜି ଭଟଲି ନିର୍ବାଚନ ମଣ୍ଡଳୀର ଅମ୍ବାଭୋନା ବ୍ଲକ ଅନ୍ତର୍ଗତ କଣ୍ଠିପାଲି ଗ୍ରାମରେ କୁଳୀତା ସମାଜ ଶ୍ରୀ ଶ୍ରୀ ରଣେଶ୍ୱର ରାମଚଣ୍ଡୀ ମନ୍ଦିରର ନିର୍ମାଣ ସକାଶେ ଆୟୋଜିତ ଉତ୍ସବରେ ରାଜ୍ୟ ସରକାର ଙ୍କର ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ…

ମନ୍ଦିର ଓ କଲ୍ୟାଣ ମଣ୍ଡପ ପାଇଁ ଆବଶ୍ୟକ ଭୂମି ଦାନ କଲେ ବିଧାୟକ ବିଜୟରଞ୍ଜନ

ପଦ୍ମପୁର : ପଦ୍ମପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବିଜୟ ରଞ୍ଜନ ସିଂହ ବରିହା ମନ୍ଦିର ଓ କଲ୍ୟାଣ ମଣ୍ଡପ ପାଇଁ ଆବଶ୍ୟକୀୟ ଭୂମି ଦାନ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ଏହି ସମାଜର କର୍ମକର୍ତ୍ତା ମାନେ ଅନେକ ଦିନରୁ ମନ୍ଦିର ଓ କଲ୍ୟାଣ ମଣ୍ଡପ ପାଇଁ ଜମି ଆବଶ୍ୟକ ମନେ କରୁଥିଲେ । ମାନ୍ୟବର…

ନବନିଯୁକ୍ତ କୁଳପତି ମାନଙ୍କ ସହିତ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବୈଠକ

http://www.youtube.com/watch?v=ozqweZ7bGF0  ୫-ଟି କୁ ଅନୁପାଳନ ପୂର୍ବକ  ବିଶ୍ୱବିଦ୍ୟାଳୟକୁ ଉତ୍କର୍ଷ ଶିକ୍ଷାକେନ୍ଦ୍ରରେ ପରିଣତ କରିବା ପାଇଁ ମନ୍ତ୍ରୀଙ୍କ ଗୁରୁତ୍ୱ  ବିଶ୍ୱବିଦ୍ୟାଳୟରେ ଗବେଷଣା କାର୍ଯ୍ୟକୁ ପ୍ରାଥମିକତା ପ୍ରଦାନ କରିବାକୁ ରଖିଲେ ମତ  ଭୁବନେଶ୍ୱର (ଶାସକ…

ଚାଷୀଙ୍କ ପ୍ରତି ଦରଦ ଥିଲେ ମୁଖ୍ୟମନ୍ତ୍ରୀ କୈାଣସି ଏକ ମଣ୍ଡିକୁ ଯାଇ ବାସ୍ତବ ସ୍ଥିତି ପରଖନ୍ତୁ : ପ୍ରଦୀପ ପୁରୋହିତ

ରାଜ୍ୟ ସରକାରଙ୍କ କ୍ୟାବିନେଟ ସଂକଳ୍ପ ଓଡିଶା ଚାଷୀଙ୍କ ପ୍ରତି ଆଉ ଏକ ଭାଣ୍ଡାମୀ ପ୍ରଧାନମନ୍ତ୍ରୀ କିଷାନ ନିଧି ସମ୍ମାନ ଯୋଜନା ହିତାଧିକାରୀ ତାଲିକା ରାଜ୍ୟ ସରକାର କାହିଁକି ଓ କାହା ସ୍ୱାର୍ଥରେ କେନ୍ଦ୍ର ସରକାରଙ୍କୁ ଦେଉନାହାନ୍ତି ? ଚଳିତ ବର୍ଷ ଓଡିଶାରୁ ୧ ଲକ୍ଷ ମେଟ୍ରିକ ଟନ ଧାନ…

ତାଳଚେର ସାର କାରଖାନା ଦ୍ୱାରା କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ

ତାଳଚେର ସାର କାରଖାନା ହେବ ଭାରତର ପ୍ରଥମ କୋଇଲା ଗ୍ୟାସିଫିକେସନ ଆଧାରିତ କାରଖାନା - ଧର୍ମେନ୍ଦ୍ର ପ୍ରଧାନ  କାରଖାନା ପାଇଁ ଥିବା ଚ୍ୟାଲେଞ୍ଜ ଏବଂ ପ୍ରକଳ୍ପକୁ ଶୀଘ୍ର କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱାରୋପ  ଓଡିଶା ଏବଂ ପୂର୍ବ ଭାରତର ୟୁରିଆ ତଥା ସାରର ସହଜ ଯୋଗାଣ ଉପଲବ୍ଧିକୁ…

ପ୍ରଧାନମନ୍ତ୍ରୀ ସଡକ  ନିର୍ମାଣରେ ବ୍ୟାପକ ଦୁର୍ନୀତି ।

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ):  ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର ଯାଲୋଏ - କୋଟସମଲାଇ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ  ନିର୍ମାଣ କାମ ଅତି ନିମ୍ନମାନର ହେଉଥିବା ଅଭିଯୋଗ ହୋଇଛି । ରାସ୍ତାରେ ପିଚୁ ପକାଇବାର ଗୋଟିଏ ଦିନ ପରେ ଉଠି ଯାଉଥିବା ସ୍ଥାନୀୟ…

ଆମ ସ୍ୱାସ୍ଥ୍ୟ, ଆମ ସମ୍ପଦ : ଏଥର ଆସନ୍ତୁ ଜାଣିବା ରକ୍ତଗତ ବାତ(ଉଚ୍ଚରକ୍ତ ଚାପ) ସମ୍ପର୍କରେ 

କଣ ଏହାର ଲକ୍ଷଣ,ନିରାକରଣ ପାଇଁ କଣ ଏହାର ଆୟୁର୍ବେଦ ଚିକିତ୍ସା ରକ୍ତଗତ ବାତ ବା Hypertension କୁ ସାଧାରଣ ଭାବେ ଉଚ୍ଚରକ୍ତ ଚାପ ବୋଲି କୁହାଯାଏ । ଆୟୁର୍ବେଦ ମତ ଅନୁସାରେ ଏହା ଏକ ସ୍ୱତନ୍ତ୍ର ରୋଗ ବୋଲି ବର୍ଣ୍ଣନା କରାଯାଇଅଛି ଏବଂ ଅନ୍ୟ କେତେକ ମହର୍ଷି ଏହାକୁ ଅନେକ ଗୁଡିଏ ରୋଗର ଲକ୍ଷଣ…

ରେଢ଼ାଖୋଲରେ ବ୍ଳକ ସ୍ତରୀୟ ଶିଶୁ ଜୀବନ ଶୈଳୀ ଶିକ୍ଷା ଓ ଯୈାନ ନିର୍ଯ୍ୟାତନା ରୋକିବା ପ୍ରଶିକ୍ଷଣ ଶିବିର ।

 ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ଆଜି ଭାରତ ନିର୍ମାଣ ରାଜୀବ ଗାନ୍ଧି ସେବା କେନ୍ଦ୍ର ଚାରମାଳ ଠାରେ ଆଦର୍ଶ ଚାଇଲ୍ଡ ଲାଇନ ପକ୍ଷରୁ ବ୍ଲକ ସ୍ତରୀୟ ଗ୍ରାମାଞ୍ଚଳର କିଶୋରୀ ବାଳିକା ଓ କିଶୋର ବାଳକ ମାନଙ୍କୁ ତାଙ୍କର ଜୀବନ ଶୈଳୀ ଶିକ୍ଷା ସହିତ ଶିଶୁ ମାନଙ୍କ ପ୍ରତି ଯୌନ ନିର୍ଯ୍ୟାତନା ରୋକିବା…

“ମୟୂରଭଞ୍ଜରେ ପୁଣି ଫେରିବ କଂଗ୍ରେସ,୧୨ସୂତ୍ରୀ ଏଜେଣ୍ଡାରେ ଲୋକଙ୍କ ପାଖକୁ ଯିବ ଦଳ”

ପୌର ନିର୍ବିାଚନକୁ ଆଖି, ବିଜେଡି ବିଜେପିକୁ ଟକ୍କର ଦେବାକୁ ରଣନୀତି ପ୍ରସ୍ତୁତ କରୁଛି ଦଳ ବାରିପଦା(ଦିଲ୍ଲୀପ ମହାନ୍ତି) : ଦିନେ କଂଗ୍ରେସର ଗଡ଼ ଥିଲା, ମାତ୍ର ଆଜି ଅସ୍ଥିତ୍ବ ଅଣ୍ଡାଳୁଛି ସର୍ବପୁରାତନ ଦଳ। ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ କଂଗ୍ରେସର ହୃତଗୌରବ ଫେରାଇଆଣିବାକୁ…

“କା” ରେ ଚାଲିଛି ବାରିପଦା ପୌରପରିଷଦ 

 ଦୁଇ ବର୍ଷରୁ ଅଧିକ ସମୟ ହେବ ନାହାନ୍ତି ସ୍ଥାୟୀ ନିର୍ବାହୀ ଅଧିକାରୀ  ଉନ୍ନୟନ ବାଧାପ୍ରାପ୍ତ, ସରକାରୀ ଅର୍ଥ ହରିଲୁଟ ହେଉଥିବାର ଅଭିଯୋଗ ବାରିପଦା(ଦିଲ୍ଲୀପ ମହାନ୍ତି)- ପ୍ରଶାସନକୁ ଲୋକାଭିମୁଖୀ, ସଶକ୍ତ ଓ କ୍ରିୟାଶୀଳ କରାଇବା ସହ ଅଧିକ ଉତ୍ତରଦାୟୀ ଓ ଜନସାଧାରଣଙ୍କ ସମସ୍ୟା…