Sign in
Sign in
Recover your password.
A password will be e-mailed to you.
ଆଦିତ୍ୟ ବିର୍ଲା ସୌଜନ୍ୟରେ ଆନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ପାଳିତ
ସମ୍ବଲପୁର,(ରମାକାନ୍ତ ବିଶ୍ବାଳ): ସମସ୍ତ ଅକ୍ଷମତା ଦୃଶ୍ୟମାନ ନୁହେଁ | କିନ୍ତୁ ଭିନ୍ନକ୍ଷମଙ୍କ ସମ୍ମୁଖୀନ ହେଉଥିବା ସମସ୍ୟାକୁ ସମୀକ୍ଷା କରିବା ପାଇଁ ୧୧ ଡିସେମ୍ବର ୨୦୨୦ ରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଆୟୋଜନ କରାଯାଇଆସୁଅଛି। ଅକ୍ଷମତା ସମସ୍ୟା ବିଷୟରେ ଲୋକଙ୍କ ଭିତରେ ସଚେତନତା…
କଟନି ଛଟନିକୁ ଚାଷିଙ୍କ ବିରୋଧ।
ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ- ବର୍ତ୍ତମାନ ସମଗ୍ର ସମ୍ବଲପୁର ଜିଲ୍ଲା ରେ ଏମଏସପି , ଟୋକନ ର ଅବ୍ୟବସ୍ଥା ସହ କଟନି ଛଟନି ସମସ୍ୟା ରେ ଚାଷି ଛନ୍ଦି ହୋଇ ହଇରାଣ ହରକତ ହେଉଥିବା ଅଭିଯୋଗ ହୋଇଛି । ବିଶେଷ କରି ଜିଲ୍ଲା ର ବିଭିନ୍ନ ମଣ୍ଡିରେ ଧାନସଂଗ୍ରହ ରେ ସମସ୍ୟା ଦେଖାଦେବା ସହ ମିଲର୍ସ…
କୃଷକଙ୍କ “ମନ କୀ ବାତ୍” ମାନନ୍ତୁ ମୋଦୀ !
କୃଷକ ଆନ୍ଦୋଳନସ୍ଥଳୀ ସିଂଘୁ ବର୍ଡ଼ରରୁ ଗ୍ରାଉଣ୍ଡ ଜିରୋ ରିପୋର୍ଟ
ନୂଆଦିଲ୍ଲୀ/ସିଂଘୁରୁ ଶାସକ ପ୍ରଶାସକ : କୃଷି ଆଇନ୍ ପ୍ରତ୍ୟାହାର ଦାବୀରେ କୃଷକମାନଙ୍କର ଆନେ୍ଦାଳନ ଏକ ବିରାଟ ଜନଆନ୍ଦୋଳନର ରୂପ ନେଲାଣି ଏବଂ ଧୀରେ ଧୀରେ ଏହା ବ୍ୟାପକ ହେବାକୁ ଲାଗିଲାଣି । "ସଡ଼କରୁ ସଂସଦ' ଆନ୍ଦୋଳନ…
“ଐତିହାସିକ କୃଷକ ଆନ୍ଦୋଳନକୁ ଇତିହାସ ମନେ ରଖିବ | ”
ସକାଳର ସିଙ୍ଘୁ ଆନ୍ଦୋଳନ ସ୍ଥଳୀରୁ "ଶାସକ ପ୍ରଶାସକ"ର ଗ୍ରାଉଣ୍ଡ୍ ଜିରୋ ରିପୋର୍ଟ
ନୂଆଦିଲ୍ଲୀ : ଯେତେବେଳେ କୃଷି ଆଇନକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବା ଦାବୀ ନେଇ କୃଷକ ଆନ୍ଦୋଳନ ଚାଲିଥିଲା ଏବଂ ଭାରତ ବନ୍ଦକୁ ସଫଳ କରିବାକୁ ଘୋଷଣା କରାଗଲା, ଠିକ୍ ସେତିକିବେଳେ ରାଜନୀତି ମଧ୍ୟ ଜୋର୍…
ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ସୋଆ ଗବେଷକ ପ୍ରଫେସର ଶୁକ୍ଳା
ଭୁବନେଶ୍ୱର,(ଶାସକ ପ୍ରଶାସକ) : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ଗବେଷକ ପ୍ରଫେସର ଲାଲା ବିହାରୀ ଶୁକ୍ଲାଙ୍କ ନାମ ଆମେରିକାର ଷ୍ଟାନ୍ଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରକାଶିତ ବିଶ୍ୱର ଶ୍ରେଷ୍ଠ ଦୁଇ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ସ୍ଥାନ ପାଇଛି ।
ଷ୍ଟାନ୍ଫୋର୍ଡ ବିଶ୍ୱବିଦ୍ୟାଳୟ…
ଉପଜିଲ୍ଲାପାଳଙ୍କୁ ପାଞ୍ଚ ଦଫା ଦାବୀପତ୍ର ପ୍ରଦାନ କଲେ ଗ୍ରାମବାସୀ।
ଝାରସୁଗୁଡ଼ା :(ସୁଭାଷ ସହାରେ)-ଝାରସୁଗୁଡ଼ା ଜିଲ୍ଲାର ବଡ଼ମାଲ ଥାନା ଅନ୍ତର୍ଗତ ବଡ଼ମାଲ ଓ ହିର୍ମା ଗ୍ରାମବାସୀ ଅଞ୍ଚଳର ବିଭିନ୍ନ ସମସ୍ୟାକୁ ନେଇ ଆଜି ଉପଜିଲ୍ଲାପାଳଙ୍କୁ ସାକ୍ଷାତ କରିଥିଲେ। ଏହି ଅବସରରେ ସେମାନେ ଉପଜିଲ୍ଲାପାଳଙ୍କୁ ପାଞ୍ଚ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଥିଲେ। …
ପୁଣି ଉଠିଲା ବେଲପାହାଡ଼ ମ୍ୟୁନିସିପାଲ ହସ୍ପିଟାଲ ପ୍ରତି ଅବହେଳା ପ୍ରସଙ୍ଗ: ଏଥର ବିଜେପି।
ଝାରସୁଗୁଡ଼ା :(ସୁଭାଷ ସହାରେ)-ପୁଣି ଉଠିଲା ବେଲପାହାଡ଼ ମ୍ୟୁନିସିପାଲ ହସ୍ପିଟାଲ ପ୍ରତି ଅବହେଳା ପ୍ରସଙ୍ଗ। ବେଲପାହାଡ଼ ପୌର ପରିଷଦ ଅଞ୍ଚଳ ତଥା ନିକଟବର୍ତ୍ତୀ ଲଖନପୁର ବ୍ଲକର ଅନେକ ଗ୍ରାମର ଏକମାତ୍ର ନିର୍ଭରଶୀଳ ସ୍ବାସ୍ଥ୍ୟକେନ୍ଦ୍ର ହେଉଛି ଏହି ଡାକ୍ତରଖାନା। ମାତ୍ର ଏଠାରେ ଚିକିତ୍ସା ପାଇଁ…
ନିଜର ବିବାହରେ ରକ୍ତ ଦାନ କରି ଉଦାହରଣ ସୃଷ୍ଟି କଲେ ନିଲେଶ
ବରଗଡ :-ମାରୱାଡି ଯୁବା ମଞ୍ଚ ର ରାଜ୍ୟ କନଭେନର ( ରକ୍ତଦାନ) ଶ୍ରୀ ନିଲେଶ କୁମାର ଅଗ୍ରୱାଲ ଙ୍କର ଆଜି ବାହାଘର। ନିଲେଶ ନିଜର ବିବାହ ବେଦୀକୁ ଯିବା ପୂର୍ବରୁ ବର ବେଶରେ ସଜ୍ଜିତ ହୋଇ ରକ୍ତଦାନ କରିବା ସହିତ ତାଙ୍କର ବିବାହ ଉତ୍ସବରେ ଯୋଗ ଦେବା ପାଇଁ ଆସୁଥିବା ଅତିଥି ମାନଙ୍କୁ ରକ୍ତଦାନ କରିବା…
“ସରକାରୀ ସ୍କୁଲ ବନ୍ଦ ନିଷ୍ପତି ସ୍ଥଗିତ ରଖ, ସର୍ବ ଦଳୀୟ ବୈଠକ ନିଷ୍ପତିକୁ ତୁରନ୍ତ ମାନି ନିଅନ୍ତୁ ସରକାର …
ବେସରକାରୀ ବେଆଇନ/ନକଲି ସ୍କୁଲ ବନ୍ଦ କରିବା ପାଇଁ ହେଉ କଠୋର କାର୍ଯ୍ୟାନୁଷ୍ଠାନ
ଜିଲ୍ଲା ସ୍କୁଲ ମିଶ୍ରଣ କମିଟିରେ ଲୋକ ପ୍ରତିନିଧି, ଅଭିଭାବକ ମହାସଂଘ ଓ ଗ୍ରାମ୍ୟ କମିଟିଙ୍କୁ ନେଇ ଆଲୋଚନା କରାଯାଉ
ବଲାଙ୍ଗୀର(ନିରୋଜ ମିଶ୍ର) : ସର୍ବଦଳୀୟ ବୈଠକ ପରେ ବିଦ୍ୟାଳୟ ଓ…
ବୁଣାକାରମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ତାଲିମ କାର୍ଯ୍ୟକ୍ରମ
ଅଭିନବ ଉତ୍ପାଦ ପାଇଁ ହସ୍ତତନ୍ତ ବୁଣାକାରମାନଙ୍କର ତିନିଦିନିଆ ଡିଜାଇନ୍ ବିକାଶ ତାଲିମ
ଭୁବନେଶ୍ୱର(ଶାସକ ପ୍ରଶାସକ) : ପରିବେଶ ଅନୁକୂଳ ଜୈବିକ ରଙ୍ଗ ଏବଂ ଉତ୍ପାଦଗୁଡ଼ିକର ବ୍ୟବସାୟୀକରଣ ସହିତ ଘର ସାଜସଜ୍ଜା, ପୋଷାକ, ଶାଢ଼ି, ଦୁପଟ୍ଟା, ସାଲ୍ ଇତ୍ୟାଦି ପାଇଁ ଉପଯୁକ୍ତ କପଡ଼ା ଉତ୍ପାଦନ…