କଲେଜରେ ଏକାଡେମୀକ ବ୍ଲକ ପାଇଁ ଖର୍ଚ୍ଚ ହେବ 2.29 କୋଟି ଟଙ୍କା

 କୁଚିଣ୍ଡା / ଭୁବନେଶ୍ୱର :- ଶିକ୍ଷା କ୍ଷେତ୍ରରେ ଭିତ୍ତିଭୂମି ର ବିକାଶକୁ ରାଜ୍ୟ ସରକାର ଅଗ୍ରାଧିକାର ଦେଇ କାର୍ଯ ଆରମ୍ଭ କରି ଦେଇଛନ୍ତି । ମୁଖ୍ୟତଃ କଲେଜ ଗୁଡିକରେ ଆବଶ୍ୟକ ଭିତ୍ତିଭୂମି ର ଆବଶ୍ୟକତା କୁ ପୂରଣ କରିବା ପାଇଁ ପ୍ରୟାସ ଜାରି ରହିଥିବା ଦେଖିବାକୁ ମିଳୁଛି । ଏହି କ୍ରମରେ ଆଜି…

ଖୋଲାମେଲା ପାଚେରୀ,ଅସୁରକ୍ଷିତ ମାତୃନିକେତନ ଅନ୍ତେବାସୀ

  ଅଧିକ୍ଷକଙ୍କ ଦାୟିତ୍ୱହୀନତା, ଉଦାସୀନ ପ୍ରଶାସନ  ବରଗଡ :- ବରଗଡ଼ ଜିଲ୍ଲାର ପାଇକମାଲ ନୃସିଂହନାଥ ରାସ୍ତାରେ ସ୍ୱାଧୀନତା ସଂଗ୍ରାମୀ ବଡ଼ ମାଁ ପାର୍ବତୀ ଗିରୀଙ୍କର ପ୍ରତକ୍ଷ ତତ୍ୱବାଧାନ ଓ ବଡ଼ ମାଁ ଙ୍କର ଦ୍ୱାରା ସ୍ଥାପନ କରାଯାଇଥିଲା କସ୍ତୁରବା ଗାନ୍ଧୀ ମାତୃ ନିକେତନ । ଏହାର ମୁଖ୍ୟ…

ଦେଶୀ ଆଗ୍ନେୟାସ୍ତ୍ର ସହ ଦୁଇ ଗିରଫ

  ଝାରସୁଗୁଡ଼ା :(ସୁଭାଷ ସହାରେ) -ଗତ ରାତି ପାଟ୍ରୋଲିଂ କରୁଥିବା ବେଳେ ବଡ଼ମାଲ ପୋଲିସ ଦୁଇ ଜଣଙ୍କୁ ଦେଶୀ ଆଗ୍ନେୟାସ୍ତ୍ର ଓ ଅନ୍ୟାନ୍ୟ ଆପତ୍ତିଜନକ ସାମଗ୍ରୀ ସହ ଗିରଫ କରିଛି। ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ଝାରସୁଗୁଡ଼ା ବୃନ୍ଦାମାଲସ୍ଥିତ ଆର ଆର କଲୋନୀର ଗଣେଶ ଓରାମ ଓ ରଞ୍ଜନ ଓରାମ।…

“ମୋ ସରକାର” କୁ ଉତ୍କର୍ଷତା ପୁରସ୍କାର 

ଭୁନନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ପ୍ରବର୍ତ୍ତିତ ମୋ ସରକାର ୫-ଟିକୁ  ମିଳିଛି ବାହାବା | ଟେକ୍ନୋଲୋଜି ଦ୍ଵାରା ପ୍ରଶାସନିକ ସଂସ୍କାର ଆଣିବାରେ ରାଜ୍ୟ ସରକାରଙ୍କ ଉଦ୍ୟମକୁ ଡିଜିଟାଲ ଗଭର୍ନନ୍ସ ବର୍ଗରେ "ମୋ ସରକାର" ପାଇଛି  "ଉତ୍କର୍ଷତା ପୁରସ୍କାର" | ମୋ ସରକାର…

ମୁକ୍ତିଲାଭ କଲା ସମ୍ବଲପୁରୀ ଆଲବମ ଗୀତ ‘ବାପା ଗୋ ବାପା’!

ୟୁ ଟ୍ୟୁବରେ ଦୁଇ ଦିନରେ  72 ହଜାର ଭ୍ୟୁ । ଝାରସୁଗୁଡ଼ା :(ସୁଭାଷ ସହାରେ) -ଚଳନ୍ତି ସମାଜରେ ପରିବାରଗୁଡ଼ିକ ସବୁଠାରୁ ବଡ଼ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତାହା ହେଉଛି ମଦ। ହଜାର ହଜାର ପରିବାର ଉଜୁଡ଼ି ଯାଉଛନ୍ତି ମଦ ଯୋଗୁଁ। ପରିବାରର ସମ୍ପର୍କ ନଷ୍ଟ ହେଉଛି।ତଳିତଳାନ୍ତ ହେଉଛନ୍ତି…

ବେଣାକୁନ୍ଦ। ବାରଙ୍ଗ ନାଳ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ; ୩ ଗୁରୁତର 

  ଭଂଜନଗର ( ନିଲୁ ବିଷୋୟୀ ) - ଭଞ୍ଜନଗର ଥାନା ଅନ୍ତର୍ଗତ ବେଣାକୁନ୍ଦ। ମୁଖ୍ୟ ସଡକ ଉପରେ ଥିବା  ବାରଙ୍ଗ ନାଳ ଠାରେ ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ କୁଲାଡ଼ ଗ୍ରାମର ସଂଜୀବ କୁମାର ସାହୁ ଓ ଶଙ୍କର ନାରାୟଣ ମହାପାତ୍ର…

୨୦୨୩ ପୁରୁଷ ହକି ବିଶ୍ୱକପ୍ ପାଇଁ ପ୍ରସ୍ତୁତ ହେଉଛି ରାଉରକେଲା, ଭିତ୍ତିଭୂମି ବିକାଶକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା

• ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଏବଂ ଅନ୍ତର୍ଜାତୀୟ ହକି ମହାସଂଘର କର୍ମକର୍ତ୍ତାଙ୍କ ଦ୍ୱାରା ଭିତ୍ତିଭୂମିର ସମୀକ୍ଷା • ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମର ନବୀକରଣ ସହ ଦର୍ଶକଙ୍କ ପାଇଁ ୨୦ ହଜାର ଆସନ ବ୍ୟବସ୍ଥା ଉପରେ ଗୁରୁତ୍ୱ • ରାଉରକେଲା ବିମାନ ବନ୍ଦର, ହୋଟେଲ ଏବଂ ଆନୁଷଙ୍ଗିକ…

ସୁନ୍ଦର ଚିତ୍ରକଳାରେ ଝଲସୁଛି ଭଞ୍ଜନଗର :  କାନ୍ଥରେ କଳା ସଂସ୍କୃତି, ଐତିହ୍ୟ ,ପରମ୍ପରା ଓ ବୀରତ୍ବର ଗାଥା

ଭଞ୍ଜନଗର ( ନିଲୁ ବିଷୋୟୀ ) - ସୁନ୍ଦର ସୁନ୍ଦର ଚିତ୍ର କଳାରେ ସମଗ୍ର ଭଞ୍ଜନଗର ଏବେ ଚମକୁଛି । ଐତିହ୍ୟ ଭରା ଭଞ୍ଜନଗର ମାଟିର ଚିତ୍ରଶିଳ୍ପୀମାନଙ୍କ ହାତର କଳା ,ରଙ୍ଗ ଏବଂ  ତୂଳୀ ମାଧ୍ୟମରେ ବିଭିନ୍ନ ସରକାରୀ ପାଚେରୀ ମାନଙ୍କରେ ଶୋଭାବର୍ଦ୍ଧନ କରୁଛି । ରାସ୍ତାରେ ଯାଉଥିବା ବାଟୋଇଟିଏ ଏହି…

ବେଆଇନ ଭାବେ ପିଡିଏସ୍ ଚାଉଳ ଓ ଗହମ ଗଛିତ ରଖିବା ଅଭିଯୋଗରେ ତାରସିଂ ପୋଲିସ ଦ୍ୱାରା ୨ ଗିରଫ 

ଭଞ୍ଜନଗର ( ନିଲୁ ବିଷୋୟୀ ) - ଗଂଜାମ ଜିଲ୍ଲା ତାରସିଂ ଥାନା ଅଧିନ ଗାୟ।ଗଣ୍ଡା ଗ୍ରାମରେ ଏକ ଘରେ ବେଆଇନ ଭାବେ ସରକାରୀ  ପିଡିଏସ୍ ଚାଉଳ ଓ ଗହମ ଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ତାରସିଂ ପୋଲିସ ସେଠାରେ ଚଢ଼ାଉ କରି ୨୦ କୁଇଣ୍ଟାଲ ପିଡିଏସ ଚାଉଳ ଓ ୨୫୦ କେଜି ଗହମ ଏବଂ ଓଜନ ମସିନ ଓ ଖାଲି…

ଲୋକଚେତନା ସଂଗଠନ ଦ୍ଵାରା ପଂଚାୟତସ୍ତରରେ ଦାବୀ ପତ୍ର ପ୍ରଦାନ 

                                                      କୁଲୁସିଙ୍ଗି ଗ୍ରାମ ପଞ୍ଚାୟତରେ ଆଳଲିୟ ଗୋମାଂଗଙ୍କ ନେତୃତ୍ଵରେ ସରପଞ୍ଚଙ୍କ ମାଧ୍ୟମରେ ସ୍ମାରକପତ୍ର ପ୍ରଦାନ ଗୁଣପୁର(ମାଧବ ବିଡ଼ିକା) :  ଡିସେମ୍ବର 10 ତାରିଖକୁ ସାରା ବିଶ୍ୱରେ ମାନବ ଅଧିକାର ଦିବସ ଭାବେ ପାଳନ…