Sign in
Sign in
Recover your password.
A password will be e-mailed to you.
ଭଞ୍ଜନଗର ଏନ.ଏ.ସି ଅଂଚଳରେ ଏସ୍ଏଚଜି ର ବିକାଶ ପାଇଁ ଯୋଜନା
ଭଞ୍ଜନଗର ( ନିଲୁ ବିଷୋୟୀ ) - ଭଞ୍ଜନଗର ଏନ.ଏ.ସିର ବିଭିନ୍ନ ୱାର୍ଡ ରେ ଥିବା ୧୭ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ବିକାଶ ପାଇଁ ରାଜ୍ୟ ସରକାର ପ୍ରାଧାନ୍ୟ ଦେଇଛନ୍ତି। ଏଣୁ ଏନ.ଏ.ସିର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ରେ ପୂର୍ବାପେକ୍ଷା ସେମାନେଙ୍କୁ ବର୍ତ୍ତମାନ ଅଧିକ ଗୁରୁତ୍ୱ ଦିଆଯାଇଛି।…
ଭାରତ ଜ୍ଞାନ ବିଜ୍ଞାନ ସମିତିର ୩୨ ତମ ସ୍ଵନକ୍ଷତ୍ର ଦିବସ ପାଳିତ।
ଜଗନ୍ନାଥ ପ୍ରସାଦ ( ନିଲୁ ବିଷୋୟୀ ) - ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଆଞ୍ଚଳିକ ମହାବିଦ୍ୟାଳୟ ଠାରେ ଭାରତ ଜ୍ଞାନ ବିଜ୍ଞାନ ସମିତିର ୩୨ ତମ ସ୍ଵନକ୍ଷତ୍ର ଦିବସ ପାଳିତ ହୋଇଯାଇଛି । ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରାଧ୍ୟାପକ ଡ଼଼ଃ ଜୟ ଦେବ ଗୌଡ଼ଙ୍କ ପୌରହିତ୍ୟରେ ଏକ ସଭା ଅନୁଷ୍ଠିତ…
ବେଲଗୁଣ୍ଠା ବିଜ୍ଞାନ ମହାବିଦ୍ୟାଳୟର ଯୁକ୍ତ ଦୁଇ ୧୯୯୬ ବ୍ୟାଚର ବନ୍ଧୁମିଳନ
ଭଞ୍ଜନଗର ( ନିଲୁ ବିଷୋୟୀ ) - ବେଲଗୁଣ୍ଠା ବିଜ୍ଞାନ ମହାବିଦ୍ୟାଳୟ ର ଯୁକ୍ତ ଦୁଇ ୧୯୯୬ ବ୍ୟଚ ର ଛାତ୍ର ମାନଙ୍କ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବେଲଗୁଣ୍ଠା ବ୍ରାହ୍ମଣୀ ଦେବୀ ଙ୍କ ପୀଠରେ ସମସ୍ତେ ଏକାଠି ହୋଇଥିଲେ । ଚାରିମାସ ପୂର୍ବରୁ ଶୁଭେନ୍ଦୁ ଗୈଡ ସମସ୍ତ ସହପାଠୀ…
ଦୁର୍ଗାପ୍ରସାଦ ରୁ ଗଞ୍ଜେଇ ଓ କାର ଜବତ ସହ ୨ ଗିରଫ
ଭଞ୍ଜନଗର ( ନିଲୁ ବିଷୋୟୀ ) - ଗଂଜାମ - କନ୍ଧମାଳ ସୀମାନ୍ତ ଦୁର୍ଗା ପ୍ରସାଦ ଠାରେ ଭଞ୍ଜନଗର ପୋଲିସ ସୋମବାର ସନ୍ଧ୍ୟାରେ ପେଟ୍ରୋଲିଂ କରୁଥିବା ସମୟରେ ଏକ ହୋଣ୍ଡାସିଟି କାରରେ ଗଞ୍ଜେଇ ଚାଲାଣ ହେଉଥିବା ଜାଣିବାକୁ ପାଇଥିଲା। ପୋଲିସ ଉକ୍ତ କାରଟିକୁ ଅଟକାଇ ଜବତ କରିବା ସହ ସେଥିରୁ ୫୪.୪୬୦…
କ୍ରିଷ୍ଣା କପ୍ କ୍ରିକେଟ୍ ଉଦଘାଟିତ: କୁଚିପାଲି ସେମିରେ
ପଦ୍ମପୁର(ଶାସକ ପ୍ରଶାସକ):ପଦ୍ମପୁର ନିକଟସ୍ଥ ମହୁଲପାଲି ସ୍କୁଲ ପଡ଼ିଆ ରେ କେ.ସି.ସି. ଦ୍ଵାରା ଆୟୋଜିତ ୧୯ତମ କ୍ରିଷ୍ଣା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ମ୍ୟାଚରେ ଖଇରପାଲି ଦଳ ଚିଙ୍ଗେରବନ୍ଧ ଦଳ ଦଳକୁ ହରାଇ ଏବଂ ଦ୍ବିତୀୟ ମ୍ୟାଚ ରେ କୁଚିପାଲି ଦଳ ସିଂହନପୁର…
ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ।
ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ସହର ଅଞ୍ଚଳର ଜଣେ ନାବାଳିକାକୁ ଅପହରଣ କରି ଦୁଷ୍କର୍ମ କରି ଥିବା ନେଇ ପିଡିତାଙ୍କ ବାପା ରେଢାଖୋଲ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।ଅଭିଯୋଗ ପରେ ପୋଲିସ ଥାନା କେସ ନମ୍ବର ୨୨୩/୨୦୨୦ ପୋକ୍ସ ଆକ୍ଟରେରେ ଏକ ମାମଲା ରୁଜୁ କରିଛି।…
ଛୋଟିଆ ଅନୁରୋଧ ଭିତରେ ସମ୍ମିଳିତ କୋଟିଏ ହୃଦୟର ଭାବନା
file photo
ଭୁବନେଶ୍ୱର (ଶାସକ ପ୍ରଶାସକ) : କାହିଁ କେବେଠୁ ସେ ମାର୍ଗଦର୍ଶନକାରୀ ସାଇନେଜଟି ଅଛି | ଅନେକ ଓଡ଼ିଆଙ୍କ ନଜର ପଡ଼ିଥିବ ଯିବା ଆସିବା ବେଳେ |…
ଆନ୍ଧ୍ର ଓଡିଶା ସୀମାନ୍ତ ସ୍ବାଭିମାନ ଅଞ୍ଚଳରୁ ବିପୁଳ ପରିମାଣର ବିସ୍ଫୋରକ ଏବଂ ମାଓ ସାମଗ୍ରୀ ଜବତ ।
ମାଲକାନଗିରି(ବି ଶ୍ରୀନିବାସ ପାତ୍ର): ମାଲକାନଗିରି ସ୍ବାଭିମାନ ଅଞ୍ଚଳରୁ ଡିଭିଏଫ ଯବାନମାନେ କମ୍ବିଂ ଅପରେସନ କରିବା ସମୟରେ ବିପୁଳ ପରିମାଣରେ ମାଓ ସାମଗ୍ରୀ,ବିଦ୍ଯୁତ ତାର ସହ ବିସ୍ଫୋରକ ଜବତ କରାଯାଇଥିବା ସଂପର୍କରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ହୃଷିକେଶ ଡି ଖିଲାରୀ ପ୍ରକାଶ…
ସ୍ୱାଭିମାନ ଅଚଂଳ ରେ ପୁଣି ନକ୍ସଲଙ୍କ ପତିଆରା ଆରମ୍ଭ
ପ୍ରଜାକୋଟରେ ନିସ୍ପତି ନେଲେ, ଗୋଟିଏ ପରିବାରକୁ ଗାଁରୁ ବିତାଡିତ କଲେ ।
ମାଲକାନଗିରି (ବି ଶ୍ରୀନିବାସ ପାତ୍ର ) : ଗତ ନଭେମ୍ବର ମାସ ୨୬ ତାରିଖ ଦିନ ହୋଇଥିବା ଏନକାଉଣ୍ଟରକୁ ପାଇଁ ପୋଲିସ ଇନଫର୍ମର ସନ୍ଦେହ କରି ମାନୁ ଗଲୋରୀଙ୍କୁ ବିତାଡିତ କଲେ ସ୍ଥାନୀୟ ବାସିନ୍ଦା | ତିନିଦିନ ପୁର୍ବରୁ…
ଭୁବନେଶ୍ୱରରେ ଖୋଲିଲା ମୋଣ୍ଟେକାର୍ଲୋର ଦ୍ୱିତୀୟ ଏକ୍ସକ୍ଲୁସିଭ୍ ଷ୍ଟୋର୍
ଭୁବନେଶ୍ୱର (ଶାସକ ପ୍ରଶାସକ) ସମସ୍ତ ୠତୁରେ ବ୍ୟବହାର ଉପଯୋଗୀ ଏବଂ ଅତି ଆରାମ ଦାୟକ ପୋଷାକ ପତ୍ର ନିର୍ମାତା ତଥା ଭାରତର ଅନ୍ୟତମ ପ୍ରିମିୟମ୍ ପୋଷାକ ବ୍ରାଣ୍ଡ - ମୋଣ୍ଟେକାର୍ଲୋ ଫେଶନ୍ସ ଲିମିଟେଡ୍ ଓଡ଼ିଶାର ପୋଷାକ ପ୍ରେମୀ ଗ୍ରାହକଙ୍କ ଚାହିଦାକୁ ସମ୍ମାନ ଜଣେଇ ଏବଂ ଗ୍ରାହକଙ୍କ ସୁବିଧା…