ବାହାର ଅଂଚଳର ଲୋକଙ୍କୁ ମା ତାରାତାରିଣୀ ଦର୍ଶନ ମନା

0 2

ବୁଗୁଡ଼ା : କରୋନା ବ୍ୟାପୁଥିବା ଦୃଷ୍ଟିରୁ ବାହାର ଅଂଚଳର ଲୋକଙ୍କୁ ମା ତାରାତାରିଣୀ ଦର୍ଶନ ମନା | ଦର୍ଶନ ପାଇଁ ବାହାରୁ କେହି ନଆସିବା ପାଇଁ ପ୍ରଶାସନ ପକ୍ଷରୁ କରାଗଲା  ଅନୁରୋଧ | ବାହାର ଅଂଚଳର ଗାଡିକୁ ମନ୍ଦିର ମଧ୍ୟକୁ ପ୍ରବେଶ ଉପରେ କଟକଣା |  କେବଳ ସ୍ଥାନୀୟ ଅଂଚଳର ଲୋକ କରିପାରିବେ ଦର୍ଶନ | ଗଂଜାମ ଜିଲ୍ଲା ପ୍ରଶାସନ ଜାରିକଲେ କଟକଣା ଏବଂ ଲୋଡିଲେ ସମସ୍ତଙ୍କ ସହଯୋଗ | 

Leave A Reply

Your email address will not be published.