Sign in
Sign in
Recover your password.
A password will be e-mailed to you.
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଜଣାଇଲେ ଶୁଭକାମନା
http://www.youtube.com/watch?v=o4CkPfktHgU
ଭୁବନେଶ୍ୱର (ଶାସକ ପ୍ରଶାସକ) : ପବିତ୍ର ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଜଣାଇଛନ୍ତି ଶୁଭକାମନା | ସ୍ୱାଧୀନତା ସଂଗ୍ରାମରେ ମହନୀୟ ଅବଦାନ ରଖିଥିବା ରାଜ୍ୟ ତଥା ଦେଶର ବରପୁତ୍ରମାନଙ୍କୁ…
କୁଆଖିଆରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସଡ଼କ ସୁରକ୍ଷା ଅଭିଯାନ
ଯାଜପୁର (ଶାସକ ପ୍ରଶାସକ) :ବିଜୁ ଛାତ୍ର ଜନତା ଦଳ ଯାଜପୁର ସଭାପତି ସୌମ୍ୟ ରଞ୍ଜନ ବିଶ୍ୱାଳଙ୍କ ନିର୍ଦେଶ କ୍ରମେ ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସମ୍ପାଦକ ସୌମ୍ୟ ରଞ୍ଜନ ଖୁଣ୍ଟିଆଙ୍କ ର ଅଧକ୍ଷତାରେ ଯାଜପୁରର କୁଆଖିଆ ଠାରେ ଏକ ସଡ଼କ ସୁରକ୍ଷା ଅଭିଯାନ ଆରମ୍ଭ କରାଗଲା । ଏହି ଅଭିଯାନରେ ମୁଖ୍ୟ…
ପଦ୍ମପୁର ନିର୍ବାଚନ ମଣ୍ଡଳୀ: ବୁଧାପାଲିରେ ଓଡିଶା ମୋ ପରିବାର ଆନୁକୂଲ୍ୟରେ ରକ୍ତଦାନ ଶିବିର
ପଦ୍ମପୁର : ବରଗଡ ଜିଲ୍ଳା ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଦ୍ମପୁର ବ୍ଳକ ର ବୁଧାପାଲି ଗ୍ରାମରେ ଓଡିଶା ମୋ ପରିବାର ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ୩୮ ୟୁନିଟ ରକ୍ତ ସଂଗୃହିତ ହୋଇଅଛି । ଉକ୍ତ ଶିବିରକୁ ମୁଖ୍ୟ ଅତିଥି ରୂପେ ଓଡିଶା ମୋ ପରିବାର ସଦସ୍ୟ ତଥା ଜିଲ୍ଳା…
ନିଷ୍ଠା ପରିବାର ତରଫରୁ ରକ୍ତଦାନ ଶିବିର
ବରଗଡ :- ଆଜି ପବିତ୍ର ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ଡି.ପ୍ରକାଶ ରାଓ ଏବଂ ଜଣେ ପରୋପକାରୀ ମଣିଷ ତଥା ନିଷ୍ଠାବାନ କର୍ମଚାରୀ ପ୍ରଫୁଲ୍ଲ ବେହେରାଙ୍କ ସ୍ମୃତି ରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସସରେ ସାହୁଟିକ୍ରା,ତୋରା ଠାରେ ଟିମ୍ ନିଷ୍ଠା ସାହୁଟିକ୍ରା…
ଲଇଡା ରେ ସଡକ ସୁରକ୍ଷା ସପ୍ତାହ ପାଳିତ I
ସମ୍ବଲପୁର(ରମାକାନ୍ତ ବିଶ୍ବାଳ): ରେଙ୍ଗାଲି ବ୍ଳକ ଅନ୍ତର୍ଗତ ଲଇଡା ରେ ରବିବାର ସଡକ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଅଛି। ଲଇଡା ସ୍ଥିତ ଦୂତିକା ସାହୁ ମହାବିଦ୍ୟାଳୟର, ଲଇଡା ଓ କତରବଗା ପୋଲିସ,ଏଲ ଏନଟି,ଓ ଆଇ ଡି ପି ଏଲ ତରଫରୁ ସଡକ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଅଛି। ଏଥିରେ ଲଇଡା…
ବୁଢାରଜା ହାଇସ୍କୁଲ ପୁରାତନ ଛାତ୍ରଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ ।
ସମ୍ବଲପୁର, (ରମାକାନ୍ତ ବିଶ୍ବାଳ)- ସ୍ଥାନୀୟ ବୁଢାରଜା ହାଇସ୍କୁଲ ୧୯୯୦ ବ୍ୟାଚ ର ପୁରାତନ ଛାତ୍ର ଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ ହୋଇ ଯାଇଛି । ଦୀର୍ଘ ୩୦ ବର୍ଷ ପରେ ପ୍ରଥମ କରି ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ହୋଇ ଥିବାରୁ ସମସ୍ତେ ଖୁବ୍ ଉତ୍ସାହିତ ଥିଲେ । ପ୍ରଥମେ ବିଗତ ବର୍ଷ…
ରେଙ୍ଗାଲି ତହସିଲରେ ବସୁନ୍ଧରାର ଜମି ପଟ୍ଟା ବଣ୍ଟନ ସହ ଗଣତନ୍ତ୍ର ଦିବସ ପାଳିତ।
ରେଙ୍ଗାଲି (ରମାକାନ୍ତ ବିଶ୍ବାଳ)-ସମ୍ବଲପୁର ଜିଲ୍ଲା ରେଙ୍ଗାଲି ତହସିଲରେ ସୋମବାର ତହସିଲଦାର ସୁନିଲ କୁମାର ମେହେର ଜାତୀୟ ପତାକା ଉତ୍ତୋଳନ କରି ଦେଶ ସେବାରେ ନିଜର କର୍ତ୍ତବ୍ୟକୁ ଠିକ ଭାବରେ ପାଳନ କରି ଜନସାଧାରଣଙ୍କୁ ଉପଯୁକ୍ତ ନ୍ୟାୟ ଦେବା ପାଇଁ ତାଙ୍କର ସହ କର୍ମୀମାନଙ୍କୁ ଆହ୍ବାନ…
ରେଙ୍ଗାଲିରେ ୭୨ ତମ ଗଣତନ୍ତ୍ର ଦିବସ ଅନୁଷ୍ଠିତ।
ରେଙ୍ଗାଲି,(ରମାକାନ୍ତ ବିଶ୍ୱାଳ)- ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକର ବିଭିନ୍ନ ସରକାରୀ ତଥା ବେସରକାରୀ ଅନୁଷ୍ଠାନ ପକ୍ଷରୁ ମଙ୍ଗଳବାର ୭୨ ତମ ଗଣତନ୍ତ୍ର ଦିବସ ମହାସମାରୋହ ପାଳନ ହୋଇଯାଇଛି। ରେଙ୍ଗାଲି ମହାଦେବ ଛକରେ ଡାକ୍ତର ପ୍ରକାଶ ଚନ୍ଦ୍ର ଶର୍ମା,ତହସିଲରେ ତହସିଲଦାର ସୁନିଲ କୁମାର…
ମହିଳା ସ୍ନାତକ ମହାବିଦ୍ୟାଳୟରେ ୧୧ତମ ଜାତୀୟ ଭୋଟର ଦିବସ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ଜାତୀୟ ଭୋଟର ଦିବସ ଜାତୀୟ ସେବା ଯୋଜନା ଏବଂ ଯୁବ ରେଡକ୍ରସର ମିଳିତ ଆନୁକୂଲ୍ୟରେ ନିଡାମ୍ବର ଭାବେ ପାଳିତ ହୋଇଯାଇଛି ।
ମହାବିଦ୍ୟାଳୟର ଅଧ୍ୟକ୍ଷା…
ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟରେ ଏନ.ସି.ସି (ନେଭାଲ) ପ୍ରାର୍ଥୀ ଚୟନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ଉଚ୍ଚ ବିଦ୍ୟାଳୟର ଚଳିତ ବର୍ଷ ପାଇଁ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ନେଭାଲ) ରେ ଯୋଗଦାନ ପାଇଁ ଚୟନ ପ୍ରକ୍ରୀୟା ଅନୁଷ୍ଠିତ ହୋଇଯାଇଛି।
ସି.ପି.ଓ ବ୍ରହ୍ମପୁର ପି.କେ.ରାଓ ଚୟନ…