ଆଇସିଏସଇ ମଧ୍ୟ  ବାତିଲ କଲା ଦଶମ ବୋର୍ଡ ପରୀକ୍ଷା

0 3

ନୂଆଦିଲ୍ଲୀ: କୋଭିଡି  ସଂକ୍ରମଣ ବୃଦ୍ଧି ପାଉଥିବା ଯୋଗୁ  ପ୍ରଥମେ ସିବିଏସଇ ଦଶମ ପରୀକ୍ଷା ବାତିଲ କରିଥିବା ବେଳେ ଓ ଏବେ ଆଇସିଏସଇ ମଧ୍ୟ ତାର ଦଶମ ବୋର୍ଡ ପରୀକ୍ଷା ବାତିଲ କରିଛି । ଏନେଇ ଆଇସିଏସଇ ପକ୍ଷରୁ ବିଧିବଦ୍ଧ ସୂଚନା ଜାରି କରାଯାଇଛି। କରୋନା ସଂକ୍ରମଣ କାରଣରୁ  ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ଆଇସିଏସଇ ସ୍ପଷ୍ଟ କରିଛି |

Leave A Reply

Your email address will not be published.