୩୦ତମ ରାଜୀବ ଗାନ୍ଧୀ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ : ସମ୍ବଲପୁର ଏଫସି ଚମ୍ପିୟନ 

ରେଙ୍ଗାଲି,ସମ୍ବଲପୁର,(ରମାକାନ୍ତ ବିଶ୍ବାଳ):ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଜାମବାହାଲ ତ୍ରିଦେବ ଖେଲ ପଡିଆରେ ପବିତ୍ର ଗଣତନ୍ତ୍ର ଦିବସ ଅବସରରେ ଆଜିକୁ ୩୦ ବର୍ଷ ହେବ ଆରମ୍ଭ ହୋଇଥିବା ୩୦ ତମ ରାଜିବ ଗାନ୍ଧୀ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି।ଅନୁଷ୍ଠିତ…

ସ୍କୁଲ ଟପ୍ପରଙ୍କୁ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକଙ୍କ ପକ୍ଷରୁ ପୁରସ୍କାର 

 ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ):୭୨ତମ ସାଧାରଣତନ୍ତ୍ର ଦିବସ ଅବସରରେ କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦରେ ଥିବା ଉଚ୍ଚ ବିଦ୍ୟାଳୟମାନଙ୍କରେ ୨୦୧୯-୨୦ ଶିକ୍ଷା ବର୍ଷରେ ମେଟ୍ରିକ ବୋର୍ଡ ପରୀକ୍ଷାରେ ନିଜ ନିଜ ବିଦ୍ୟାଳୟରେ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇ ଥିବା…

ଘୁ.ଉଦୟଗିରି ଠାରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ

ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କରନା କଟକଣା ମଧ୍ୟରେ କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଠାରେ ପାଳିତ ହୋଇଛି ୭୨ତମ ସାଧାରଣତନ୍ତ୍ର ଦିବସ I ଏହି ମହାନ ଉତ୍ସବକୁ ପାଳନ କରିବା ପାଇଁ ପ୍ରତ୍ୟକ ବର୍ଷ ପରି ସ୍ଥାନୀୟ ହବାକ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆ ଠାରେ ପ୍ରଶାସନ ଦ୍ୱାରା ଆୟୋଜିତ କରାଯାଇ…

 ରାୟଗଡା: କୃଷି, ମତ୍ସ୍ୟ, ପଶୁ ସମ୍ପଦ ବିଭାଗର ସମୀକ୍ଷା ନେଲେ ମନ୍ତ୍ରୀ 

ରାୟଗଡା/ ସରୋଜ କୁମାର ସାହୁ : ରାୟଗଡା ସ୍ଥିତ ଡିଆରଡିଏ ହଲରେ କୃଷି ,ମତ୍ସ୍ୟ ,ପ୍ରାଣୀ ସମ୍ପଦ ଓ ଉଚ୍ଚ ଶିକ୍ଷା ବିଭାଗର ମନ୍ତ୍ରୀ ଡ଼ଃ ଅରୁଣ କୁମାର ସାହୁ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି। କୃଷି , ମତ୍ସ୍ୟ , ପଶୁ ସମ୍ପଦ ବିଭାଗର ଅଧିକାରୀ ମାନଙ୍କ ସହ…

ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ପରିସରରେ ନିର୍ମାଣ ହେବ ବ୍ୟବସାୟ ଉପଯୋଗୀ ମାର୍କେଟ କମ୍ପ୍ଲେକ୍ସ :- ବିଧାୟକ

ବରଗଡ :- ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ପରିସର କୁ ଆକର୍ଷଣୀୟ ଓ ସୁନ୍ଦର କରିବା ନିମନ୍ତେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ତଥା ରାଜ୍ୟ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ଙ୍କର ନିଷ୍ଠା ଓ ଉଦ୍ୟମ କ୍ରମେ ରାଜ୍ୟ ସରକାର ଦ୍ୱାରା ଅନେକ…

ଜର୍ମାନୀରେ ଥାଇ ବଲାସିଂହାରେ ୬୦ ପିଲାଙ୍କୁ ପଢାଉଛନ୍ତି ଯୁବ ଗବେଷକ ଶେଷ କିସାନ

(ରେଢାଖୋଲ ଉପଖଣ୍ଡ ସ୍ୱତନ୍ତ୍ର ପ୍ରତିନିଧି ଶ୍ରୀୟାସ୍ମିତା ସାମଲ ) : ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ ନାକ୍ଟିଦେଉଲ ବ୍ଲକ ବଲାସିଂହାର ୬୦ ଶିଶୁଙ୍କ ପଢାର ଦାୟିତ୍ବ ନେଇଛନ୍ତି ଯୁବ ଗବେଷକ ଶେଷ କିସାନ। ବର୍ତ୍ତମାନ ପ୍ରଥମରୁ ପଞ୍ଚମ ପଢୁଥିବା ବିଦ୍ୟାର୍ଥୀଙ୍କୁ ସକାଳେ, ସନ୍ଧ୍ୟାରେ ୨…

ସାଧାରଣତନ୍ତ୍ର  ଦିବସ ପାଳନ ଅବସରସରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଫଳ ବଣ୍ଟନ

 ରାୟଗଡ (ସରୋଜ କୁମାର ସାହୁ)-ରାୟଗଡ ଠାରେ 72ତମ ସାଧରଣତନ୍ତ୍ର  ଦିବସ ପାଳନ ଅବସରରେ ଆଜି ବିଭିନ୍ନ ଅନୁଷ୍ଠାନରେ ଜିଲ୍ଲା  ପ୍ରଶାସନ ତରଫରୁ ଫଳ ବଣ୍ଟନ କରାଯାଇଥିଲା l ଜିଲ୍ଲା ପ୍ରଶାସନ ତରଫରୁ ଆତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ପଣ୍ଡା ଯୋଗଦାନ କରି ଜିଲ୍ଲା ମୁଖ୍ୟ ସିକିତ୍ସାଳୟ ଠାରେ…

ଗଣତନ୍ତ୍ର ଦିବସ ଗୈାରବର ଦିବସ ଆଉ ସ୍ମୃତି,ସଂକଳ୍ପ ଓ ଆତ୍ମସମୀକ୍ଷାର ଦିବସ: କୃଷିମନ୍ତ୍ରୀ ଡଃ ଅରୁଣ ସାହୁ

ରାୟଗଡରେ  ଜିଲ୍ଳାସ୍ତରୀୟ  ୭୨ତମ ଗଣତନ୍ତ୍ର ଦିବସ ପାଳିତ ରାୟଗଡ/(ସରୋଜ କୁମାର ସାହୁ) : ରାୟଗଡ ଜିଲ୍ଳା ସଦର ମହକୁମା ସ୍ଥିତ ଜିସିଡି ହାଇସ୍କୁଲ ପଡିଆ ଠାରେ ଜିଲ୍ଳାସ୍ତରୀୟ ୭୨ତମ ଗଣତନ୍ତ୍ର ଦିବସ ମହାଆଡମ୍ବରରେ ପାଳିତ ହୋଇଯାଇଛି । ଏଥିରେ କୃଷି ଓ କୃଷକ ସଶକ୍ତିକରଣ,ମତ୍ସ୍ୟ ଓ ପ୍ରାଣୀ ସଂପଦ…

ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ୭୨ ତମ ଗଣତନ୍ତ୍ର ବିବସ

ଗାଇସିଲେଟ-ଆଜି ବିଦ୍ୟୁତ ବିଭାଗ ଗାଇସିଲେଟ କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ୭୨ ତମ ଗଣତନ୍ତ୍ର ବିବସ ପାଳିତ ହୋଇଯାଇଛି |  ବିଭାଗର କନିଷ୍ଠ ଯନ୍ତ୍ରୀ ଶ୍ରୀ ବିଜୟ କୁମାର କିଶନ ଜାତୀୟ ପତାକା ଉତୋଳନ କରି କର୍ମଚାରୀ ମାନଙ୍କୁ ସମ୍ବୋଧିତ କରିଥିକେ | ଅନ୍ୟ ସହକାରୀ କର୍ମଚାରୀ  ରଜନୀକାନ୍ତ…

ଗଣତନ୍ତ୍ର ଦିବସ କ୍ରିକେଟ: ମିସ୍ତ୍ରୀ ଏକାଦଶ ଚମ୍ପିୟାନ

ପଦ୍ମପୁର : ପଦ୍ମପୁର ନିକଟସ୍ଥ ମହୁଲପାଲି ହାଇସ୍କୁଲ ପଡ଼ିଆରେ ଆୟୋଜିତ ଗଣତନ୍ତ୍ର ଦିବସ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ମଙ୍ଗଳବାର ଅନୁଷ୍ଠିତ ଏହି ପ୍ରତିଯଗିତାରେ ୪ଟି ଦଳ ଅଂଶଗ୍ରହଣ କରିଥିଲେ। ଫାଇନାଲ ମ୍ୟାଚରେ ପ୍ରଥମେ ବ୍ୟାଟିଂ ମିସ୍ତ୍ରୀ ଏକାଦଶ ଦଳ ନିର୍ଦ୍ଧାରିତ ୬…