ଦ୍ଵିତୀୟ ଥର ପାଇଁ ଆକଳନ ହେଲା ନୟାଗଡ଼ ଚିନିକଳ ସମ୍ପତ୍ତି

ନୟାଗଡ଼ (ବିଶ୍ୱଜିତ ନାୟକ) - ଆଜି  ଦ୍ଵିତୀୟ ଥର ପାଇଁ ନୟାଗଡ଼ ଚିନିକଳ ସମ୍ପତ୍ତିର ଆକଳନ କରାଯାଇଛି । ଜିଲ୍ଲା ପ୍ରଶାସନ ସହ ବ୍ୟାଙ୍କ କର୍ତ୍ତୃପକ୍ଷ ଓ ଚିନିକଳ ମାଲିକଙ୍କ ଉପସ୍ଥିତିରେ କରାଯାଇଛି ଆକଳନ । ଆସ୍କା ସମବାୟ ଚିନିକଲରୁ ଡକାଯାଇଥିବା ବିଶେଷଜ୍ଞ ଏହାର ଆକଳନ କରିଛନ୍ତି । ଗତ…

ବାହର ଜିଲ୍ଲାକୁ ଅବାଧରେ ଧାନ ଚୋରାଚାଲାଣ,  ଟ୍ରକ ସହ ୩୭୦ ବସ୍ତା ଧାନ ଜବତ ।

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ପିପିଲିକାନି ଠାରେ ଆଜି ସୁବର୍ଣ୍ଣପୁର ଜିଲା ଯୋଗାଣ ବିଭାଗ ପକ୍ଷରୁ ଚଢଉ ବେଲେ ଏକ ବେଆଇନ ଭାବେ ବାହାର ଜିଲା କୁ ଚୋରାଚାଲାଣ ହେଉଥିବା ଧାନ ବୋଝେଇ ଟ୍ରକ୍ ଜବତ । ନୟାଗଡ ଜିଲା ରୁଏହି ଟ୍ରକ(…

ହକିର ଗଡ଼ ସୁନ୍ଦରଗଡ଼ରେ ମନ୍ତ୍ରୀ ତୁଷାରକାନ୍ତି

 ଜିଲ୍ଲାର ସମସ୍ତ ସିନ୍ଥେଟିକ୍ ଟର୍ଫ ନିର୍ମାଣ ନେଇ ହେବ ଅନୁଧ୍ୟାନ  କ୍ରୀଡ଼ା ଜଗତରେ ନୂଆ ଇତିହାସ ରଚିବ ସୁନ୍ଦରଗଡ଼  ଆକାଶମାର୍ଗରୁ ଝଟକିବ ସୁନ୍ଦରଗଡ଼ ଜିଲ୍ଲାର ସୌନ୍ଦର୍ଯ୍ୟ  ଜିଲ୍ଲା ପର୍ଯ୍ୟଟନକୁ ମିଳିବ ଦିଶା ଭୁବନେଶ୍ୱର,(ଶାସକ ପ୍ରଶାସକ) : ହକିର ଏନ୍ତୁଡ଼ିଶାଳ ଭାବେ ପରିଚିତ…

ବଡ଼ ଧରଣର ସିରିଜ ଚୋରି ଘଟଣାର ପର୍ଦାଫାସ କଲା ପୋଲିସ

ବରଗଡ଼ :- ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ର ବିଭିନ୍ନ ଥାନା ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଇତି ମଧ୍ୟରେ ବିଭିନ୍ନ ପ୍ରକାର ଅସାମାଜିକ କାର୍ଯକଳାପ ବୃଦ୍ଧି ପାଇବାରେ ଲାଗିଛି ମୁଖ୍ୟତଃ ଗାଇସିଲେଟ ଅଂଚଳର କିଛି ଅସାମାଜିକ ଯୁବକ ବିଗତ କିଛି ଦିନ ହେଲା ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚୋରି…

ପିପିଲି ପାଇଁ ପ୍ରତାପ ନିର୍ବାଚନ ପର୍ଯ୍ୟବେକ୍ଷକ 

ଭୁବନେଶ୍ୱର(ଶାସକ ପ୍ରଶାସକ) ପିପିଲି ନିର୍ବାଚନମଣ୍ଡଳୀରେ ନିର୍ବାଚନ ପାଖେଇ ଆସୁଥିବାରୁ ବିଜୁ ଜନତା ଦଳ ବରିଷ୍ଠ ନେତା ଶ୍ରୀ ପ୍ରତାପ କେଶରୀ ଦେବଙ୍କୁ ପିପଲି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜୁ ଜନତା ଦଳର ନିର୍ବାଚନ ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତ କରିଛନ୍ତି ଦଳର ସଭାପତି ନବୀନ…

୪୫ ତମ ଗଜପତି ଜିଲ୍ଲା ପରିଷଦ ବୈଠକ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ୪୫ ତମ ଗଜପତି ଜିଲ୍ଲା ପରିଷଦ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ଅନିତା ରାଣୀ ବେହେରା ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାରେ ରାଜ୍ୟ ଓ…

ବୁଗୁଡା ବ୍ଲକ୍ ୩ୟ ଓ ୫ମ ଶ୍ରେଣୀ ବୃତ୍ତି ପରୀକ୍ଷା ଫଳ ପ୍ରକାଶ

ବୁଗୁଡା: ( ଡ଼ଃ. କୁମୁଦ ଚନ୍ଦ୍ର ବେହେରା) ତୃତୀୟ ଶ୍ରେଣୀ ଓ ପଞ୍ଚମ ଶ୍ରେଣୀ ର ୨୦୧୯-୨୦  ବୃତ୍ତି ପରୀକ୍ଷା ଫଳ ବୁଗୁଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ନୀଳମାଧବ ଷଡଙ୍ଗୀ ପତ୍ର ମାଧ୍ୟମରେ ବିଭିନ୍ନ ବିଦ୍ୟାଳୟକୁ ପ୍ରେରଣ କରିଥିବା ଜଣାପଡିଛି। ବିଇଓଙ୍କ ପତ୍ର ପ୍ରକାରେ ତୃତୀୟ ଶ୍ରେଣୀ ମେଧାବୃତ୍ତି…

“ଅନନ୍ୟା ଗଜପତି” ଆନୁକୂଲ୍ୟରେ ଫେସନ୍ ପ୍ରତିଯୋଗିତା

 ବେବି ଗଜପତିରେ ତାପସୀ କର , ମିସ୍ ଗଜପତିରେ କ୍ରିଷ୍ଣା ବହିଦାର , ମିସେସ୍ ଗଜପତିରେ କଲ୍ୟାଣୀ ପଣ୍ଡା ପ୍ରଥମ ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପ୍ରଥମ ଥର ପାଇଁ ଗଜପତି ଜିଲ୍ଲାରେ ଅନୁଷ୍ଠିତ ହୋଇଛି ଏକ ଫେସନ୍ ପ୍ରତିଯୋଗିତା "ଅନନ୍ୟା ଗଜପତି"। ପାରଳାଖେମୁଣ୍ଡି ନଗରର କାରଣ…

ଭୁବନେଶ୍ୱରରେ ପ୍ରଖ୍ୟାତ ହେୟାର ଷ୍ଟାଇଲିଷ୍ଟ ଜାୱେଦ ହବିଵ 

ଭାରତର ପ୍ରଖ୍ୟାତ ହେୟାର ଷ୍ଟାଇଲିଷ୍ଟ ତଥା 'ଜାୱେଦ ହବିଵ ଏକାଡେମୀ'ର ପ୍ରତିଷ୍ଠାତା ଜାୱେଦ ହବିଵ ଭୁବନେଶ୍ୱର ଆସିଛନ୍ତି | 'ଜାୱେଦ ହବିଵ ହେୟାର ଆଣ୍ଡ ବ୍ୟୁଟି ଲି.' ଅଧୀନରେ ଭାରତର 115ଟି ସହରରେ ମୋଟ 900ଟି ସାଲୁନ ଏବଂ 70ଟି ଶିକ୍ଷାନୁଷ୍ଠାନ କାର୍ଯ୍ୟରତ ରହିଛି | ଭୁବନେଶ୍ୱରର ଅଶୋକନଗର…

ସମ୍ବଲପୁର ରେ ସାଧାରଣତନ୍ତ୍ର ଦିବସ।

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ-  ସମ୍ବଲପୁର ଜିଲ୍ଲାରେ ବୀର ପୁରୁଷ, ସ୍ବାଧୀନତା ସଂଗ୍ରାମୀଙ୍କ ସ୍ମୃତି ଚାରଣ ସହ ପାଳିତ ହୋଇଯାଇଛି  72 ତମ ସାଧାରଣତନ୍ତ୍ର ଦିବସ । ସହରର ନେଲସନ ମଣ୍ଡେଲା ରାଜରାସ୍ତା ରେ ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ…