Sign in
Sign in
Recover your password.
A password will be e-mailed to you.
ବେଦାନ୍ତ ତରଫରୁ ବେଦାନ୍ତ ପାଥୋଲୋଜି ଲ୍ୟାବ ଓ ଡାଇଗ୍ନୋଷ୍ଟିକ ସେଣ୍ଟରର ଭୂମି ପୂଜନ।
ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ାଠାରେ ବେଦାନ୍ତ ଆଲୁମିନା ପ୍ଳାଣ୍ଟ ଓ ଏସଆରଏଲ ଡାଇଗ୍ନୋଷ୍ଟିକର ମିଳିତ ଉଦ୍ୟମରେ ବେଦାନ୍ତ ପାଥୋଲୋଜି ଲ୍ୟାବ ଓ ଡାଇଗ୍ନୋଷ୍ଟିକ ସେଣ୍ଟରର ଭୂମି ପୂଜନ ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ନବକିଶୋର ଦାସଙ୍କ କରକମଳରେ ହୋଇଯାଇଛି। ଏହି ଅବସରରେ କମ୍ପାନୀର ବରିଷ୍ଠ…
ସାନ୍ତରା ଗୁଡ଼ିର ବାର୍ଷିକ ଜଙ୍ଘା ପୂଜା
ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡା ଜିଲ୍ଲା ଝାରସୁଗୁଡା ବ୍ଲକର ଦୁର୍ଲଗା ଓ ତାଲପଟିଆ ପଞ୍ଚାୟତକୁ ନେଇ ଗଠିତ ସାନ୍ତରା ଗୁଡିଠାରେ ଜଙ୍ଘା ବଡ଼ଦେଓଙ୍କ ବାର୍ଷିକ ପୂଜାପର୍ବ ଅଞ୍ଚଳର ଗୋଁଡ ଭାଇଭଉଣୀଙ୍କ ଦ୍ୱାରା ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୂଖ୍ୟ ଅତିଥି ଭାବରେ ଅଖିଳ ଭାରତୀୟ…
ଏନଏଲସିର ଉପଦେଷ୍ଟା କମିଟିର ବୈଠକ ଅନୁଷ୍ଠିତ।
ପ୍ରକଳ୍ପ ପାଇଁ ୧୯,୪୨୨ କୋଟି ଟଙ୍କାର ବ୍ୟୟ ଅଟକଳ ।୧୪୪୭.୧୪ ଏକର ଜମି ମଞ୍ଜୁର ।
ପ୍ରଦୂଷଣ ନିୟନ୍ତ୍ରଣ କରିବା ପାଇଁ ଓ ସ୍ଥାନୀୟ ନିଯୁକ୍ତି ଉପରେ ଗୁରୁତ୍ବ ଦେବାକୁ କର୍ତ୍ତୃପକ୍ଷଙ୍କୁ ପରାମର୍ଶ।
ଝାରସୁଗୁଡ଼ା :(ସୁଭାଷ ସହାରେ) : ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ଶ୍ରୀ ନିରଞ୍ଜନ…
ଲାଞ୍ଚନେବା ଭିଡ଼ିଓ ଭାଇରାଲ ପରେ ନିଲମ୍ବିତ ହେଲେ କିରାଣୀ।
http://www.youtube.com/watch?v=TBmf7IFu7r8
ମାଲକାନଗିରି (ବି ଶ୍ରୀନିବାସ ପାତ୍ର) : ଲାଞ୍ଚ ନେଉଥିବାବେଳେ ଧରାପଡିଲେ ବରିଷ୍ଠ କିରାଣୀ । ଲାଞ୍ଚ ନେବାର ଭିଡିଓ ଭାଇରାଲ ହେବା ପରେ ଉକ୍ତ କିରାଣୀଙ୍କୁ ନିଲମ୍ବନ କରିଛନ୍ତି ଜିଲ୍ଲାପାଳ। ମାଲକାନଗିରି ଜିଲ୍ଲା କାଲିମେଳା ତହସିଲରେ ଲାଞ୍ଚ…
“ଦୁର୍ନୀତିରୁ ଉର୍ଦ୍ଧ୍ବରେ ରହି ଯୋଜନାର ରୂପାୟନରେ ସଂପୂର୍ଣ୍ଣ ସ୍ୱଚ୍ଛତା ପାଳନ କର” : ଅରୁଣ
କୃଷି, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ବୈଠକ
କାର୍ଯ୍ୟକ୍ଷେତ୍ରରେ ୫-"ଟି' ଓ "ମୋ ସରକାର'କୁ କଡ଼ାକଡ଼ି ଅନୁପାଳନ ପାଇଁ ମନ୍ତ୍ରୀ ଡ. ସାହୁଙ୍କ ନିର୍ଦ୍ଦେଶ
କାର୍ଯ୍ୟରେ କୌଣସି ପ୍ରକାର ଅବହେଳାକୁ ପ୍ରଶ୍ରୟ ଦିଆଯିବ ନାହିଁ-ମନ୍ତ୍ରୀ ଡ. ସାହୁ
ଭୁବନେଶ୍ୱର, (ଶାସକ…
ବିଶିଷ୍ଟ କଥାକାର ରାମଚନ୍ଦ୍ର ବେହେରାଙ୍କୁ ବର୍ଷ ୨୦୨୦ ପାଇଁ ଅତିବଡ଼ି ପୁରସ୍କାର
ଭୁବନେଶ୍ୱର (ଶାସକ ପ୍ରଶାସକ) ବିଶିଷ୍ଟ କଥାକାର ରାମଚନ୍ଦ୍ର ବେହେରାଙ୍କୁ ବର୍ଷ ୨୦୨୦ ପାଇଁ ମର୍ଯ୍ୟାଦାବନ୍ତ ସର୍ବୋଚ୍ଚ ସାରସ୍ଵତ ସମ୍ମାନ ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର ପ୍ରଦାନ କରାଯିବ | ଏହା ସହିତ ୧୫ ଜଣ ସାରସ୍ଵତ ସାଧକ ସାଧିକାଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ଓଡ଼ିଶା ସାହିତ୍ୟ…
କୋଭିଡ କଟକଣାକୁ ଅଣଦେଖା ନ କରିବାକୁ ବିଶିଷ୍ଟ ସ୍ୱାସ୍ଥ୍ୟସେବା ବିଶେଷଜ୍ଞଙ୍କ ପରାମର୍ଶ
ଭୁବନେଶ୍ୱର(ଶାସକ ପ୍ରଶାସକ) : ମଙ୍ଗଳବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଦୁଇ ଜଣ ବିଶିଷ୍ଟ ସ୍ୱାସ୍ଥ୍ୟସେବା ବିଶେଷଜ୍ଞ କୋଭିଡ-୧୯ ନିୟମକୁ କଡାକଡି ପାଳନ କରିବା ସହ ଏହି ମହାମାରୀର ପ୍ରଭାବ କମିଗଲାଣି ବୋଲି ଭୁଲ୍ ଧାରଣା ରଖିବା…
“ରୁଚି ଉଦ୍ୟୋଗ”ରେ ସାଧାରଣତନ୍ତ୍ର ଦିବସ ପାଳନ
କଟକ(ଶାସକ ପ୍ରଶାସକ): କଟକ ମଧୁପାଟଣାସ୍ଥିତଶିଳ୍ପାଞ୍ଚଳରେ ଓଡ଼ିଶାର ଅଗ୍ରଣୀ ମସଲା ଓ ଖାଦ୍ୟ ଉତ୍ପାଦନକାରୀ ଉଦ୍ୟୋଗ ରୁଚି ପରିସରରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଛି । ଏହି ପବିତ୍ର ଦିବସରେ ଜାତୀୟ ପତାକା ଉତ୍ତୋଳନ ସହ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରୁଚିର…
ଜିଲ୍ଲାସ୍ତରୀୟ ୧୧ତମ ଜାତୀୟ ମତଦାତା ଦିବସ-୨୦୨୧
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ରର ସମ୍ମିଳନୀ କକ୍ଷଠାରେ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ୧୧ତମ ଜାତୀୟ ମତଦାତା ଦିବସ ୨୦୨୧ ପାଳିତ ହୋଇଯାଇଛି ।
ଏହି ଅବସରରେ କାର୍ଯ୍ୟକ୍ରମ ପ୍ରାରମ୍ଭରୁ…
ବିଭିନ୍ନ ସ୍ଥାନରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : +୩ ମହିଳା ମହାବିଦ୍ୟାଳୟ ପରିସରରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର ରୀନା ସାହୁ ପତାକା ଉତ୍ତୋଳନ କରି ଭାଷଣରେ ସମ୍ବିଧାନ ର ଭୂମିକା ଓ ଭାରତୀୟ ମାନେ ଏକ ମନ, ଏକ ପ୍ରାଣରେ ଦେଶର ଉନ୍ନତି ପଥରେ …