Sign in
Sign in
Recover your password.
A password will be e-mailed to you.
ଶିଶୁର ସାମଗ୍ରୀକ ବିକାଶ ପାଇଁ ଆମ କୁନି ପିଲା କାର୍ଯ୍ୟକ୍ରମ।
ଶିଶୁ ମାନଙ୍କୁ ମୋବାଇଲ ଠାରୁ ଦୂରେଇ ରଖିବାକୁ ପରାମର୍ଶ
ଓଡ଼ଗାଁ,୧୧।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ସ୍ତରୀୟ ଆମ କୁନି ପିଲା କାର୍ଯ୍ୟକ୍ରମ ସମ୍ପର୍କିତ ତାଲିମ ଶିବିର ବ୍ଳକ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ବ୍ଳକ ଶିଶୁ ବିକାଶ ଅଧିକାରୀ ଲହଡ଼ିମାଳା ପ୍ରଧାନଙ୍କ…
ଭାରତ ବନ୍ଦକୁ ପୁରୀ ଜିଲ୍ଲା କଂଗ୍ରେସର ସମର୍ଥନ, ଜରୁରୀ ସେବା ବାଧାପ୍ରାପ୍ତ ହେବନାହିଁ
ପୁରୀ,୧୧/୨ (ଅନିମେଷ ପଟ୍ଟନାୟକ) : ଆସନ୍ତାକାଲି କେନ୍ଦ୍ରୀୟ ମିଳିତ ଟ୍ରେଡ୍ ୟୁନିଅନ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦକୁ ସମର୍ଥନ କରିଛି ଜିଲ୍ଲା କଂଗ୍ରେସ। ବନ୍ଦକୁ ସଫଳ କରିବାକୁ ଯୁଵ ନେତା ସୁଜିତ ମହାପାତ୍ରଙ୍କ ନେତୃତ୍ୱରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଏକ ପ୍ରସ୍ତୁତି ବୈଠକ…
ଜଳଯାନରେ ବରିଷ୍ଠ ନାବିକ ପୂର୍ଣ୍ଣଚନ୍ଦ୍ରଙ୍କ ହୃଦଘାତରେ ପରଲୋକ, ଓଡ଼ଗାଁ ଅଞ୍ଚଳରେ ଶୋକର ଛାୟା,
ଓଡ଼ଗାଁ,୧୧।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅଞ୍ଚଳର ବରିଷ୍ଠ ନାବିକ ପୂର୍ଣ୍ଣଚନ୍ଦ୍ର ପାତ୍ର (୫୬)ଙ୍କ ହୃଦଘାତରେ ମୃତ୍ୟୁ ଘଟିଥିବା ଖବର ପ୍ରଚାରିତ ହେବା ପରେ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ବୁଧବାର ସକାଳେ ମାଲେସିଆର ଏକ ହସ୍ପିଟାଲରେ ଡାକ୍ତରମାନେ…
ଜଙ୍ଗଲୀ ହାତୀଙ୍କ ଉତ୍ପାତ, ପାଚେରୀ ଭାଙ୍ଗିଲେ, ପନିପରିବା ନଷ୍ଟ କଲେ
କେନ୍ଦୁଝର,ତା୧୧/୨- ଘଟଗାଁ ବ୍ଲକ ଅନ୍ତର୍ଗତ କେନ୍ଦୁଆପଡା ଗ୍ରାମରେ ଗତକାଲି ଜଙ୍ଗଲୀ ହାତୀପଲ ଉତ୍ପାତ ଆରମ୍ଭ କରିଦେଇଛନ୍ତି। ସୂଚନା ମିଳିଛି କି ଲୋକଙ୍କ ପନିପରିବା ନଷ୍ଟ କରିବା ସହିତ ପାଚେରି ଭାଙ୍ଗିଛନ୍ତି। ଗ୍ରାମର ବୀରବର ମହାନ୍ତଙ୍କର ଅନେକ କ୍ଷତି ହୋଇଛି। ସେହିପରି ହାତୀପଲ କାଳିଆ…
କୃମିନାଶକ ବଟିକା ଖାଇ ୩୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ
କେନ୍ଦୁଝର,ତା୧୧/୨- ଘଟଗାଁ ବ୍ଲକ ଅନ୍ତର୍ଗତ ଦେହୁରୀପଶି ଆବାସିକ ଆଶ୍ରମ ଉଚ୍ଚ ବିଦ୍ୟାଳୟରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଉକ୍ତ ବିଦ୍ୟାଳୟର ୩୦ରୁ ଅଧିକ ଛାତ୍ରଛାତ୍ରୀ କୃମିନାଶକ ବଟିକା ଖାଇ ଅସୁସ୍ଥ ହୋଇ ଘଟଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ତେବେ କୃମିନାଶକ ବଟିକା…
କୃମିନାଶକ ବଟିକା ଖାଇ ୩୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ
କେନ୍ଦୁଝର,ତା୧୧/୨- ଘଟଗାଁ ବ୍ଲକ ଅନ୍ତର୍ଗତ ଦେହୁରୀପଶି ଆବାସିକ ଆଶ୍ରମ ଉଚ୍ଚ ବିଦ୍ୟାଳୟରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଉକ୍ତ ବିଦ୍ୟାଳୟର ୩୦ରୁ ଅଧିକ ଛାତ୍ରଛାତ୍ରୀ କୃମିନାଶକ ବଟିକା ଖାଇ ଅସୁସ୍ଥ ହୋଇ ଘଟଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ତେବେ କୃମିନାଶକ ବଟିକା…
ମାନବ ଅଧିକାର ଆୟୋଗ ମିଛ କେସ୍ ବୋଲି ଅଭିହିତ କଲେ: ବିଜେଡି
ରେଭେନ୍ସା ନାମ ପରିବର୍ତ୍ତନ ବିରୋଧରେ ମଶାଲ ଶୋଭାଯାତ୍ରା ସମୟରେ ଆର୍ମ୍ସ ଆକ୍ଟରେ କେସ୍ ରୁଜୁ ହେବା ପ୍ରସଙ୍ଗ
କେସ୍ ମିଛ ବୋଲି ପ୍ରମାଣିତ ହେବା ପରେ ଡିଜିଙ୍କ ଠାରୁ କ୍ଷମା ପ୍ରାର୍ଥନା ଦାବି କଲା ବିଜେଡି
ରାଜ୍ୟର ପୋଲିସ ଥାନା ଗୁଡିକ ଏବେ ବିଜେପିର କୁଜି ନେତାଙ୍କ କବଜାରେ…
ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ କଲେ ପଶ୍ଚିମବଙ୍ଗ ରାଜ୍ୟର ଦମ୍ପତି
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ( ମଙ୍ଗଳବାର) ଗଜପତି ଜିଲ୍ଲାରୁ ୭୭ତମ ଶିଶୁଙ୍କୁ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀଯୁକ୍ତ ମୁନୀନ୍ଦ୍ର ହୋନନଗା (ଓ.ପ୍ର.ସେ) ପୋଷ୍ୟ ସନ୍ତାନ ଭାବେ ପଶ୍ଚିମବଙ୍ଗ ରାଜ୍ୟର ଏକ ଦମ୍ପତିଙ୍କୁ ହସ୍ତାନ୍ତର କରିଛନ୍ତି। ଅବିବାହିତ ମାତାଙ୍କ…
ପାରଳାଖେମୁଣ୍ଡିରେ ଆଇନ ସଚେତନତା କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ (ଡିଏଲଏସଏ)ର ଆୟୋଜନରେ ପାରଳାଖେମୁଣ୍ଡି ସିଭିଲ କୋର୍ଟ ସମ୍ମିଳନୀ କକ୍ଷରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ସଫଳତାର ସହିତ ଆୟୋଜିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ସଡ଼କ ସୁରକ୍ଷା , ମୋଟର ଦୁର୍ଘଟଣା ମାମଲା…
ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟଙ୍କୁ ଭେଟି ଆଶୀର୍ବାଦ ନେଲେ ଧର୍ମେନ୍ଦ୍ର
ନୂଆଦିଲ୍ଲୀ ସ୍ଥିତ ହଜଖାସ୍ ଶ୍ରୀ ଜଗନ୍ନାଥ ମନ୍ଦିରରେ ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ଜଗଦଗୁରୁ ପରମପୂଜ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜାଙ୍କୁ ଭେଟି ଆଶୀର୍ବାଦ ନେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।